Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଯାଜପୁର: କାର-ବାଇକ ଧକ୍କା, ଯୁବତୀ ଗୁରୁତର

0 492

ଯାଜପୁର: ଆଜି ସକାଳେ ଘନ କୁୁହୁଡ଼ି ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥର  ଯାଜପୁର ଜିଲ୍ଲା ପାଣିକୋଇଲି ନିକଟରେଏକ ବାଇକ ଓ ଇଣ୍ଡିକା ମଧ୍ୟରେ ଧକ୍କା ହୋଇଛି। ଏଥିରେ ବାଇକରେ ନିଜ ଭାଇ ସହିତ ଯାଉଥିବା ପାଣିକୋଇଲି ଥାନା ଅନ୍ତର୍ଗତ କଙ୍କଡ଼ାପାଟଣା ଗ୍ରାମର  ମୋନାଲିସା ସାହୁ (୨୦ ବର୍ଷ)ଆହତ ହୋଇଛନ୍ତି। ପୁଲିସ ଗାଡ଼ି ଦୁଇଟିକୁ ଜବତ କରିଥିବା ବେଳେ ଗୁରୁତର ଆହତ ମୋନାଲିସାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛିି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

3 × 1 =