ନବରଙ୍ଗପୁର: ଯୁବ ସମାବେଶର ଉଦ୍‌ଘାଟନ ସହିତ ୧୬ଟି ପ୍ରକଳ୍ପର ଶିଳାନ୍ୟାସ, ୧୨ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 200

ନବରଙ୍ଗପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ଉମରକୋଟର ବିଜୁ ପଟ୍ଟନାୟକ ପଡ଼ିଆଠାରେ କୋରାପୁଟ, ମାଲକାନଗିରି, ନବରରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା  ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବା ଉତ୍ସବ ଯୁବ ସମାବେଶକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ପାଇଁ ୧ ହଜାର ୯୭ କୋଟି ଟଙ୍କା ବ୍ୟୟ ଅଟକଳରେ  ୧୬ଟି ପ୍ରକଳ୍ପର  ଶିଳାନ୍ୟାସ କରିଛନ୍ତି। ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨ଟି ପ୍ରକଳ୍ପକୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.