ଡି-ବ୍ରଦର୍ସ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ

କଟକ: ବହୁ ଚର୍ଚ୍ଚିତ ଧଳ ବ୍ରଦର୍ସ ସହଯୋଗୀଙ୍କ ଘରେ ଇଡ଼ିର ୬ଜଣିଆ ଟିମ୍‌ ଶୁକ୍ରବାର ଚଢ଼ାଉ କରିଛନ୍ତି। ଇଡ଼ିର ଅଧିକାରୀ ଓ କର୍ମଚାରୀମାନେ ମହାନଦୀ ବିହାର, ଗଣ୍ଡରପୁର ଅଞ୍ଚଳରେ ଚଢ଼ାଉ କରିଥିବା ଜଣାପଡ଼ିଛି। ବେଆଇନ ସମ୍ପତ୍ତି ଠୁଳ ନେଇ ଇଡ଼ି ଚଢ଼ାଉ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର