ଅନୁସନ୍ଧାନ କରୁଥିବା ବର୍ଗ

କଟକ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଗୋଟିଏ ମାମଲାର ବିଚାରାଧୀନ ବନ୍ଦୀ ନୂଆ ମାମଲାରେ ଆଗୁଆ ଜାମିନ ଲୋଡ଼ି ପାରିବେ

କଟକ: ଗୋଟିଏ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବ୍ୟକ୍ତି ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଆବେଦନ କରି ପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଯଦି ତାଙ୍କୁ ସେହି ମାମଲାରେ ଆଗୁଆ ଜାମିନ ମିଳେ ତେବେ ପୂର୍ବ ମାମଲାରେ ମୁକ୍ତ ହେବା ପରେ ସଂପୃକ୍ତ ଅଭିଯୁକ୍ତଙ୍କ କ୍ଷେତ୍ରରେ ଏହା…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ୧୧ତମ କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ: ରାଜୀବ ପାଇଲେ ନୂଆ ଜୀବନ

କଟକ: ଏସ୍‌ସିବିରେ ଆଜି ପୁଣି ଏକ କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ କରାଯାଇଛି। ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂଯୁକ୍ତା ପାତ୍ର(୫୦)ଙ୍କୁ ମସ୍ତିଷ୍କ ମୃତ ଘୋ‌ଷଣା ପରେ ପରିବାର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ତାଙ୍କର ଦୁଇଟି କିଡ୍‌ନି ଓ ଲିଭର…
ଅଧିକ ଖବର ଦେଖନ୍ତୁ...

ପୁରୀ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ

କଟକ-ବିଦ୍ୟାଧରପୁର: ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ରାମନବମୀରେ ଶ୍ରୀଜିଉଙ୍କ ରଥକାଠ ଚିରଟ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପୁରୀ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ନୀତି ପ୍ରଶାସକ ରବୀନ୍ଦ୍ର କୁମାର ଦାଶ, ବରିଷ୍ଠ ତତ୍ତ୍ୱାବଧାରକ…
ଅଧିକ ଖବର ଦେଖନ୍ତୁ...

ଯାତ୍ରା ଦେଖି ଫେରୁଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଆଠଗଡ଼: ଆଠଗଡରେ ଜଣେ ବୃଦ୍ଧଙ୍କର ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଗୁରୁଡ଼ିଝାଟିଆ କାଣ୍ଡମୁଗୁରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାତ୍ରା‌ ଦେଖି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦେଖି ଦନ୍ତା ଦଳି ଦେଇଥିଲା। ଖବର ପାଇ ଖୁଣ୍ଟୁଣୀ ପୁଲିସ ଏବଂ ବନବିଭାଗ ଟିମ୍ ପହଞ୍ଚିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଯାଜପୁର ବସ୍ ଦୁର୍ଘଟଣାରେ ଆହତଙ୍କୁ ଏସସିବିରେ ଭେଟିଲେ ୫-ଟି ଅଧ୍ୟକ୍ଷ

କଟକ/ଯାଜପୁର/ଧର୍ମଶାଳା: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାରବାଟୀ ନିକଟରେ ଘଟିଥିବା ବସ୍ ଦୁର୍ଘଟଣାରେ ଆହତମାନଙ୍କୁ କଟକର ଏସସିବିକୁ ଯାଇ ସେମାନଙ୍କୁ ଦେଖାକରିବା ସହ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏହି ସମୟରେ ସେ ଡାକ୍ତରମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବଡ଼ମ୍ବା ଲଢ଼େଇ: ୭ମ ଥର ଭାଗ୍ୟପରୀକ୍ଷା କରିବେ ଦେବୀ

କଟକ: ବଡ଼ମ୍ବାରୁ ଲଗାତାର ୬ଥର ଜିତି ବିଧାୟକ ହୋଇଥିବା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏଥର ୭ମଥର ପାଇଁ ବିଜେଡି ଟିକେଟରେ ଭାଗ୍ୟପରୀକ୍ଷା କରିବାକୁ ଯାଉଛନ୍ତି। ଅନ୍ୟ‌ପଟେ ପ୍ରତି ନିର୍ବାଚନରେ ଏଠାରୁ ବିଜେପି ଓ କଂଗ୍ରେସ, ପ୍ରାର୍ଥୀ ବଦଳାଉଛନ୍ତି। ସ୍ବେଚ୍ଛାକୃତଭାବେ ଚାକିରିରୁ ଅବସର ନେଇ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ମିଶ୍ରଣ ସପକ୍ଷରେ ସରକାରଙ୍କ ଯୁକ୍ତି: ଜନହିତ, ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ‌ଉଦ୍ଦିଷ୍ଟ

କଟକ: ସ୍କୁଲ ମିଶ୍ରଣ ସମ୍ପର୍କିତ ମାମଲାର ଆଜି ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇଛି। ସ୍କୁଲ୍‌ ମିଶ୍ରଣ ସମ୍ପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ରଦ୍ଦ କରି ଜଣିକିଆ ବିଚାରପତି ୨୦୨୧ ମେ’ ୪ରେ ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାର ଦାୟର…
ଅଧିକ ଖବର ଦେଖନ୍ତୁ...

ଗାଈ ପାଇଁ ହାଇକୋର୍ଟରେ ମାଲିକ

ବାରିପଦା: ଗୋଚାଲାଣ ଅଭିଯୋଗରେ ଗୋଟିଏ ଗୋରୁ ଗାଡ଼ିକୁ ଧରି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୁଲିସ ଝାଡ଼ଖଣ୍ଡର ଏକ ଗୋଶାଳାକୁ ପଠାଇଥିଲା। ଗୋପାଳନ ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେ ଗାଈ କିଣିଛନ୍ତି ବୋଲି ମାଲିକ ନୟାଗଡ଼ର ପ୍ରଦୀପ କୁମାର ମହାକୁଡ଼ କାଗଜପତ୍ର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ପ୍ରଥମ ମହିଳା ଥାନା: ୩୦ବର୍ଷ ପରେ ବି ହାଜତ ନାହିଁ

କଟକ: ଓଡ଼ିଶାରେ ପ୍ରଥମ ମହିଳା ଥାନା କଟକ ବକ୍ସିବଜାର ପୁଲିସ ମୁଖ୍ୟାଳୟ ସାମ୍‌ନାରେ ଖୋଲିଥିଲା। ଏହି ମହିଳା ଥାନାକୁ ଠିକ୍ ୩୦ ବର୍ଷ ପୂରିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ମହିଳା ଥାନାରେ ଗୋଟିଏ ହାଜତ ତିଆରି ହୋଇପାରିଲାନାହିଁ। ପୁଲିସ ମୁଖ୍ୟାଳୟ ସାମ୍‌ନାରେ ଯଦି ଗୋଟିଏ ଥାନାର…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ପୁଅ ଓ ୧୫ କର୍ପୋରେଟରଙ୍କ ସହ ଆଶୀର୍ବାଦ ବେହେରା

କଟକ: ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଆଶୀର୍ବାଦ ବେହେରା ଓ ସଞ୍ଜୟ ବେହେରାଙ୍କ ସହ ୧୫ କର୍ପୋରେଟର। ଏମାନଙ୍କ ସହ ଏକାଧିକ ସମର୍ଥକ ମଧ୍ୟ ନବୀନ ନିବାସ ଆସିଛନ୍ତି। କଟକ-ବାରବାଟୀ ପାଇଁ ଦାବିଦାର ଥିଲେ ସଂଜୟ ବେହେରା । କଟକ-ବାରବାଟୀ ପାଇଁ ଦଳ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି।…
ଅଧିକ ଖବର ଦେଖନ୍ତୁ...