ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଯୌନ କେଳେଙ୍କାରୀ ଘଟଣା: କଲିକତା ଯାଇ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କଙ୍କୁ ଗିରଫ କରିବ କଟକ ପୁଲିସ!

କଟକ: ଖ୍ୟାତନାମା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଯୌନ କେଳେଙ୍କାରୀ ଘଟଣାରେ କଟକ କମିସନରେଟ୍ ପୁଲିସ ଏକ ଚାରି ଜଣିଆ ଟିମ୍ ଗଠନ କରିଛି। ଏହି ଟିମରେ ଜଣେ ଇନସ୍ପେକ୍ଟରଙ୍କ ସମେତ ତଦନ୍ତକାରୀ ଅଧିକାରୀ ଓ ସ୍ପେଶାଲ ସ୍କ୍ବାଡର ଦୁଇ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଆସନ୍ତା ତିନି ଦିନ ମଧ୍ୟରେ ଯଦି…
ଅଧିକ ଖବର ଦେଖନ୍ତୁ...

ରଜ ମଉଜରେ ରାଜନୀତିର ମଜା

କଟକ: କଟକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ରଜ ମହୋତ୍ସବ କାର୍ଯ୍ୟକ୍ରମ ଆଜି ସହରରେ ବିଭିନ୍ନ କାରଣରୁ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବିଶେଷ କରି କଟକ ପୌର ନିଗମ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ରଜ ମହୋତ୍ସବ କାର୍ଯ୍ୟକ୍ରମରେ ଅନେକ ରୋଚକ ଆଉ ଚର୍ଚ୍ଚିତ ଦୃଶ୍ୟ ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ପହିଲି ରଜରେ ମଟନ୍ ପାଇଁ ଠେଲାପେଲା: ମାଛ ମଣ୍ଡି ଫାଙ୍କା, ବଳିଗଲା ୧୦ ଟନ୍ ମାଛ

କଟକ: ପହିଲି ରଜ ପଡ଼ିଲା ବୁଧବାର। ଆମିଷ ବାରରେ ପହିଲି ରଜ ପଡ଼ିଥିବା ବେଳେ ଲୋକ ଖାସି ମାଂସ ପାଇଁ ଦୋକାନରେ ​ଭିଡ଼ ଜମାଇ ଠେଲାପେଲା ହୋଇଥିଲେ। କଟକରେ ଆଜି ଦିନକରେ ଗୋଟିଏ ଟନରୁ ଅଧିକ ମଟନ ବିକ୍ରି ହୋଇଥିବା କୁହାଯାଉଛି। ଅନ୍ୟ ସାଧାରଣ ଦିନ ମାନଙ୍କରେ ମଟନ ହାରାହାରି ୫୦ କୁଇଣ୍ଟାଲ୍…
ଅଧିକ ଖବର ଦେଖନ୍ତୁ...

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଶ୍ବସ୍ତ: ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ସର୍ତ୍ତ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ସବୁ ତାରିଖରେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ। ଏଭଳି ଜାମିନ ସର୍ତ୍ତକୁ ବିରୋଧ କରି ଶ୍ରୀ…
ଅଧିକ ଖବର ଦେଖନ୍ତୁ...

କାର୍‌ ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ

ଆଠଗଡ଼ : ପୁରୁଣା କଟକ-ସମ୍ବଲପୁର ରାସ୍ତାର ନଡ଼ୁଆପଡ଼ା ଛକ ନିକଟରେ ବାଇକ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇଜଣ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। ମୃତ ବାଇକ୍‌ ଆରୋହୀ ଢେଙ୍କାନାଳ ଜିଲ୍ଲା ମାଣିପୁର ଗ୍ରାମର ସନ୍ତୋଷ ବେହେରାଙ୍କ ପୁଅ ଓମ୍ (୨୦) ଓ ଅରୁଣ ସାହୁଙ୍କ ପୁଅ ପପୁ (୨୦)…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ପହିଲି ରଜରେ ବୁଲିଲେ ୧୨,୮୩୬ ପର୍ଯ୍ୟଟକ

ବାରଙ୍ଗ: ଗତ ବର୍ଷ ତୁଳନାରେ ଚଳି ବର୍ଷ ପହିଲି ରଜରେ ପର୍ଯ୍ୟଟକ ସଂଖ୍ୟା କମ୍ ହୋଇଛନ୍ତି। ଏଥର ପହିଲି ରଜରେ ମାତ୍ର ୧୨୮୩୬ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି। ଯାହା ଗତ ବର୍ଷର ପହିଲି ରଜର ଟିକେଟ ବିକ୍ରିଠାରୁ ପ୍ରାୟ ଅଧା କମ୍। ଗତ ବର୍ଷ ବିକ୍ରି ହୋଇଥିବା ୨୧୧୨୬ଖଣ୍ଡ ଟିକେଟରୁ…
ଅଧିକ ଖବର ଦେଖନ୍ତୁ...

ରଜ ପାଇଁ ଉତ୍ସବମୁଖର ସଂସ୍କୃତି ଓ ପରମ୍ପରାର ନଗରୀ ‘କଟକ’

କଟକ: ଗଣପର୍ବ ‘ରଜ’କୁ ନେଇ ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ଚାରି ଆଡ଼େ ଆନନ୍ଦର ଲହରି। ଗାଁ ଠୁ ସହର ସବୁ ଆଡେ଼ ରଜର ଆନନ୍ଦ ଉଠାଇଛନ୍ତି ସମସ୍ତେ। ଏହି ପ୍ରରିପ୍ରେକ୍ଷୀରେ ଓଡ଼ିଶାର ଗଣପର୍ବ ରଜ ପାଇଁ ଉତ୍ସଵ ମୁଖର ସଂସ୍କୃତି ଓ ପରମ୍ପରାର ନଗରୀ କଟକ। ଏଥି ପାଇଁ ସହରର ବିଭିନ୍ନ ସାହିରେ…
ଅଧିକ ଖବର ଦେଖନ୍ତୁ...

ଅର୍ଚ୍ଚନା ନାଗ ମାମଲା: ପୁଣି ଜାମିନ ପାଇଁ ହାଇକୋର୍ଟରେ ଖଗେଶ୍ବର

କଟକ: ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ବର ପାତ୍ର ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ନିୟମିତ ଜାମିନ ଲୋଡି ଖଗେଶ୍ବର ହାଇକୋର୍ଟରେ ଆଜି ଜାମିନ ଆବେଦନ ଦାୟର କରିଛନ୍ତି। ପୂର୍ବରୁ ମେ ୧୨ରେ ଖଗେଶ୍ବରଙ୍କ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଆହତଙ୍କ ମୃତ୍ୟୁ: ମୃତକ ବିହାରର ବିଜୟ ପାଶୱାନ, ପରିବାରକୁ ମିଳିଲା ୧୦ ଲକ୍ଷ ଟଙ୍କା

କଟକ: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିହାର ମୋତିହାରିର ବାସିନ୍ଦା ବିଜୟ ପାଶୱାନ୍‌ଙ୍କର ମୃତ୍ୟୁ ଘଟିଛି। ଜୁନ ୩ ତାରିଖ ସକାଳେ ବିଜୟଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମେରୁଦଣ୍ଡରେ ଆଘାତ ଲାଗି ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା : ୧୯ ଆହତ ହସ୍ପିଟାଲରେ ଭର୍ତ୍ତି, କମ୍ପାନିର ପରିଚାଳନାକୁ ଦାୟୀ କଲେ…

କଟକ: ଢେଙ୍କାନାଳ ଜିଲ୍ଳା ମେରାମୁଣ୍ଡଳିସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ ଫର୍ନେସ ଫାଟିବା ଘଟଣାକୁ ନେଇ ଆହତଙ୍କ ସଂପର୍କୀୟ ମୁହଁ ଖୋଲିଛନ୍ତି। କମ୍ପାନିର ପରିଚାଳନାଗତ ତ୍ରୁଟି ପାଇଁ ଏହି ଅଭାବନୀୟ ଘଟଣା ଘଟିଛି ବୋଲି ଆହତଙ୍କ ସଂପର୍କୀୟମାନେ କହିଛନ୍ତି। କାରଖାନାରେ…
ଅଧିକ ଖବର ଦେଖନ୍ତୁ...