ଅନୁସନ୍ଧାନ କରୁଥିବା ବର୍ଗ

କଟକ

ମାଟ୍ରିକ୍ ଖାତା ମୂଲ୍ୟାୟନ ୩ରୁ, ଆଜି କେନ୍ଦ୍ରରେ ଯୋଗ ଦେବେ ପରୀକ୍ଷକ

କଟକ : ଏପ୍ରିଲ୍ ୩ ତାରିଖ ସୋମବାରଠାରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜି(ରବିବାର) ଅପରାହ୍‌ଣ ୩ଟାରେ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକମାନେ…
ଅଧିକ ଖବର ଦେଖନ୍ତୁ...

ହରଡ଼ କିଲୋ ୧୫୦ ଟପିବ! କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡ଼ରେ ହରଡ଼, ବୁଟ ଫସଲ ପ୍ରଭାବିତ

କଟକ : କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଦେଶୀ ହରଡ଼ ଓ ବୁଟ ଡାଲି ଉତ୍ପାଦନ ଚଳିତ ବର୍ଷ ହ୍ରାସ ପାଇଛି। ଅଦିନିଆ ବର୍ଷା ଓ ପୋକ ଲାଗିଯାଇଥିବାରୁ ଫସଲ ପ୍ରଭାବିତ ହୋଇଛି। ତେଣୁ ଡାଲି ବ୍ୟବସାୟୀ ମିଆଁମାର, ବାଙ୍ଗଲାଦେଶ, ଦକ୍ଷିଣ ଆଫ୍ରିକ ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି। ଏଭଳି…
ଅଧିକ ଖବର ଦେଖନ୍ତୁ...

ଜାଲ ସାର୍ଟିଫିକେଟ୍ କେଳେଙ୍କାରୀ: ୮ ରାଜ୍ୟକୁ ଲମ୍ବିଛି ନେଟ୍‌ୱର୍କ

କଟକ/ବଲାଙ୍ଗୀର : ଓଡ଼ିଶାର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଯାଏ ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କାରବାର ଏଭଳି ବ୍ୟାପିଛି ଯେ କ୍ରାଇମବ୍ରାଞ୍ଚ ତଦନ୍ତର ପ୍ରଥମ ଦିନରେ ତଦନ୍ତକାରୀ ଅଧିକାରୀଙ୍କ ହୋସ୍ ଉଡି ଯାଇଛି। ଏହି କାରବାରରେ ପ୍ରାୟ ୮ଟି ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

୮୮ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ: ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଡିଜିପିଙ୍କ ଆହ୍ବାନ

କଟକ : ଓଡ଼ିଶା ପୁଲିସର ୮୮ତମ ପ୍ରତି‌‌ଷ୍ଠା ଦିବସ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନଠାରେ ପାଳିତ ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ(ଡିଜିପି) ସୁନିଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ‌ଯୋଗଦେଇ ଆୟୋଜିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ପୁଲିସ ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା…
ଅଧିକ ଖବର ଦେଖନ୍ତୁ...

ପ୍ରତିଷ୍ଠା ହେବ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୫ ଫୁଟ୍‌ର ବ୍ରୋଞ୍ଜ ପ୍ରତିମୂର୍ତ୍ତି, ସଂଗ୍ରହାଳୟ

ସାଲେପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶନିବାର ଦିନ ଓଡ଼ିଶା ଦିବସ ଅବସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଅଚାନକ ସାଲେପୁର ବ୍ଲକ୍‌ ସତ୍ୟଭାମାପୁରସ୍ଥିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ମଧୁବାବୁଙ୍କ…
ଅଧିକ ଖବର ଦେଖନ୍ତୁ...

କଟକରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

କଟକ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ଅଗ୍ରଗତି ଦିଗରେ ଐତିହାସିକ ଭୂମିକା ନିର୍ବାହ କରିଥିବା କଟକ ସହରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ସହରର ବିଶିଷ୍ଟ ବ୍ୟକ୍ତିମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ୍‌ ନିକଟରେ ଦାବି କରିଛନ୍ତି। ପୂର୍ବତନ ଉଚ୍ଚଶିକ୍ଷା…
ଅଧିକ ଖବର ଦେଖନ୍ତୁ...

୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ମାଙ୍କଡ଼, ଚାଷୀ ମୃତ

କିଶନନଗର: କିଶନନଗର ଥାନା ଅନ୍ତର୍ଗତ ଓଡ଼ପଡ଼ା ଆଦିବାସୀସାହି ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ୧୧କେଭି ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ଯାଇଥିବା ଏକ ମାଙ୍କଡ଼ ବିଦ୍ୟୁତ୍‌ ଆଘାତରେ ଜଳି ଯାଇଥିଲା ବେଳେ ତାର ଛିଡ଼ି ପଡ଼ିଥିଲା। ଏହି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାରଦା…
ଅଧିକ ଖବର ଦେଖନ୍ତୁ...

ସଂଗ୍ରହାଳୟ କମ୍ପ୍ଲେକ୍ସ ଭାବେ ବିକଶିତ କରାଯିବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ସକାଳେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଏବଂ ଏହାର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବଢ଼ୁଛି ନିଦ୍ରାହୀନତା ସମସ୍ୟା: ୬ ବର୍ଷ ହେଲା ନିଦ୍ରାରୋଗ ଓପିଡି ବନ୍ଦ କରି ଶୋଇଛି ଏସ୍‌ସିବି

କଟକ: ନିଦ୍ରାହୀନତା ବର୍ତ୍ତମାନ ସମୟରେ ଏକ ବଡ଼ ଶାରୀରିକ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବିଶେଷକରି କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଏହି ନିଦ୍ରାହୀନତା ରୋଗ ବଢିବାରେ ଲାଗିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନିଦ୍ରାହୀନତା ସମସ୍ୟାରେ ଘାଣ୍ଟି ହେଉଛନ୍ତି। କେବଳ…
ଅଧିକ ଖବର ଦେଖନ୍ତୁ...

କାଉନ୍‌ସିଲ୍‌କୁ ପୂରିବ ବର୍ଷେ, କେବଳ କାଗଜପତ୍ରରେ କାମ ସୀମିତ

କଟକ: କଟକ ପୌର ନିଗମ ନିର୍ବାଚିତ କାଉନ୍‌ସିଲ ଗଠନ ହେବାର ଏକ ବର୍ଷ ମଧ୍ୟରେ ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ କାମ କରାଯାଉଥିବା ଦାବି କରାଯାଉଛି। ମାତ୍ର ଯେତିକି କାମ ହେଉଛି ତାହାଠାରୁ ଅଧିକ କାମ କେବଳ କାଗଜପତ୍ରରେ ସୀମିତ ରହିଯାଉଛି। ଅଧିକାରୀଙ୍କ ଆନ୍ତରିକତା ନଥିରୁ ବହୁ କାମ ଏଷ୍ଟିମେଟ୍‌…
ଅଧିକ ଖବର ଦେଖନ୍ତୁ...