ଅନୁସନ୍ଧାନ କରୁଥିବା ବର୍ଗ

କଟକ

ପୌର ନିଗମ ଜମିରେ ବେଆଇନ ନିର୍ମାଣ: ଅଭିଯୋଗ ପରେ ବି ପଦକ୍ଷେପ ନେଉନି ପ୍ରଶାସନ

କଟକ: ସିଏମ୍‌ସି ଜମିରେ ବେଆଇନ ନିର୍ମାଣ ନେଇ ଅଭିଯୋଗ ହୋଇଛି। କଟକ ସହର ୟୁନିଟ୍‌ ନମ୍ବର-୧୬ ଅନ୍ତର୍ଗତ କାଠଗଡ଼ାସାହି‌ ମୌଜାରେ ପୌର ନିଗମ ନାଁରେ ଥିବା ଦୁଇଟି ପ୍ଲଟ୍‌ରେ ବେଆଇନ ଭାବେ ଜଣେ ବ୍ୟକ୍ତି ନିର୍ମାଣ କାର୍ଯ୍ୟ କରୁଥିବା ନେଇ ପୁରୀଘାଟ ଥାନା ଓ ୱାଟ୍‌କୋ ମହାପ୍ରବନ୍ଧକଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ପୁଅ ବନ୍ଧୁକ ଗୋଦାମ ମାଲିକ: ଗୋଲଡେନ୍ ସିଂହ ସମେତ ୨ ଗିରଫ

କଟକ: ରେଳବାଇ ସୁରକ୍ଷା ବଳ(ଆର୍‌ପିଏଫ୍)ର ଅବସରପ୍ରାପ୍ତ କନଷ୍ଟେବଳଙ୍କ ପୁଅ ହେଉଛି ବିହାରର ମୁଙ୍ଗେର୍‌ରେ ଥିବା ବନ୍ଧୁକ ଗୋଦାମର ମାଲିକ। ଏହି କୁଖ୍ୟାତ ବନ୍ଧୁକ ଗୋଦାମ ମାଲିକ ଗୋଲଡେନ୍ ସିଂହ(୩୪)କୁ କଟକ କମିସନରେଟ୍ ପୁଲିସ ଗିରଫ କରିଛି। ବିହାର ଜାମୁଇ ଜିଲ୍ଲା ମାଲ୍ୟପୁର ଥାନା ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ବାଙ୍କୀ: ଦ୍ବନ୍ଦ୍ବରେ ନାହିଁ ବିଜେଡି ଟିକେଟ୍‌

କଟକ: ବାଙ୍କୀ ନର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ବିଧାୟକ ଦେବୀରଂଜନ ତ୍ରିପାଠୀ ପୁଣି ପ୍ରତିଦ୍ବନ୍ଦ୍ବିତା କରିବାକୁ ନେଇ କୌଣସି ପ୍ରକାର ଆଶଙ୍କା ନଥିବା କୁହାଯାଉଛି। ଏମିତିକୁ ଦେବୀ ନିର୍ବାଚନୀ ପ୍ରଚାର ଗୀତ ରେକର୍ଡିଂ କରିସାରିଲେଣି। ତେବେ ଉଭୟ କଂଗ୍ରେସ ଓ ବିଜେପି ଟିକେଟ୍‌…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ି ଭର୍ତ୍ତୃହରି ମହତାବ ଅପରିପକ୍ୱତାର ପରିଚୟ ଦେଇଛନ୍ତି: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

କଟକ: କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ଏତେ ବର୍ଷ ଦଳରେ ରହି ବିଜେଡି ଛାଡ଼ିବା ଭର୍ତ୍ତୃହରି ଙ୍କ ଅପରିପକ୍ୱତାର ପରିଚୟ। ବିଜେପି ଟିକେଟ୍ ଆଶାରେ ସେ ଦଳ ଛାଡ଼ିଛନ୍ତି। ବିଜେଡି…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ଉଦ୍ୟମ କରିଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଚାରାଧୀନ କଏଦୀ। କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କଏଦୀ ଜଣକ ହେଲେ କେନ୍ଦୁଝର ସଦର ଥାନା କାଠବାରି ପଞ୍ଚାୟତ ବୋଧବାହାଳି…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ୍‌, ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଦେଲେ ଇସ୍ତଫା

ଭୁବନେଶ୍ବର/କଟକ: କଟକ ସାଂସଦ ଭର୍ତ୍ତୃହରି ମହତାବ୍‌ ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି) ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏଥି ସହିତ ଶ୍ରୀ ମହତାବ୍‌ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କଟକରେ ଆୟୋଜିତ ଏକ…
ଅଧିକ ଖବର ଦେଖନ୍ତୁ...

ନିଆଳି ନିର୍ବାଚନମଣ୍ଡଳୀ: ଏଥର ପ୍ରମୋଦଙ୍କ ପାଇଁ ସହଜ ନୁହେଁ

କଟକ: ନିଆଳି ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରଠାରୁ ସେଠି ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି ଡାକ୍ତର ପ୍ରମୋଦ ମଲ୍ଲିକ। କିନ୍ତୁ ୨୦୨୪ରେ ତାଙ୍କ ପାଇଁ ଦଳ ଭିତରୁ ଓ ବାହାରୁ ଚାଲେଞ୍ଜ ବଢ଼ିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଢ଼ିଥିବା ଶକ୍ତି ପ୍ରମୋଦଙ୍କ ମୁଣ୍ଡବିନ୍ଧାର କାରଣ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କୁ ଚକ୍‌ମା ଦେଇଛି ସାଲେପୁର

କଟକ: କଟକ ଜିଲ୍ଲା ରାଜନୀତିରେ ସାଲେପୁର ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚକିତ କଲା ଭଳି ଫଳାଫଳ ଦେଇ ଆସିଛି। ମାତ୍ର ହଜାରେ, ଦୁଇ ହଜାର ଭୋଟରେ ହାରଜିତ ନିର୍ଣ୍ଣୟ କରେ ଏହି ଆସନ। କେବଳ ସେତିକି ନୁହେଁ, ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଥର ଭୋଟର ଏଠାରେ ନୂଆ ବିଧାୟକ ନିର୍ବାଚିତ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଡମପଡ଼ା କାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଡମପଡା କାଜୁ ଜଙ୍ଗଲରୁ ବୁଧବାର ଦିନ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ବାଙ୍କୀ ଅଗ୍ନିଶମ ବିଭାଗ ପଛପଟେ ରହିଥିବା କାଜୁ ଜଙ୍ଗଲରେ ଆଜି କିଛି ବ୍ୟକ୍ତି ଉକ୍ତ ନର କଙ୍କାଳକୁ ଠାବ କରିବା ପରେ ବାଙ୍କୀ ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ବାଙ୍କୀ…
ଅଧିକ ଖବର ଦେଖନ୍ତୁ...

ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର: ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ ଗତକାଲି ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡି ଓ ବିଜୁଳି ମାରୁଛି। ଏହାଛଡ଼ା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବି ବର୍ଷା ଲାଗି ରହିଛି। ଏଣେ ଘଡ଼ଘଡ଼ି ବିଜୁଳି ବି ମାରୁଛି। ଏହାଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି। କଟକ…
ଅଧିକ ଖବର ଦେଖନ୍ତୁ...