ଅନୁସନ୍ଧାନ କରୁଥିବା ବର୍ଗ

କଟକ

ବାଘ ଶିକାର ରହସ୍ୟର ପର୍ଦ୍ଦାଫାସ୍: ରାକେଟରେ ଇଞ୍ଜିନିୟର, ଠିକାଦାର, ଚାଷୀ ଓ ପରିବା ବ୍ୟବସାୟୀ

କଟକ: କଟକ ସହରରୁ ମିଳିଥିବା ବାଘ ଛାଲ ଘଟଣା ପଛର ମୁଖ୍ୟ କାର୍ପଟଦାର୍ ହେଉଛନ୍ତି ଗଞ୍ଜାମ ଜିଲ୍ଲା ନୂଆଗାଁ ଥାନା ବାରିଆକୋଟାର ବୃନ୍ଦାବନ ପାଇକ ଓରଫ ଟୁକୁନା(୩୪) ଓ ତାର ସହଯୋଗୀ ଶିକାରୀ ପୂଜାରିପାଲି ଗାଁର ଗୁରୁନାଥ ପାଇକ(୩୨)। ଏହି ଦୁଇ ଶିକାରୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରତ୍ନେଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆୟୁଷ୍ମାନ ଭାରତ-ପିଏମଜେଏୱାଇ କାର୍ଯ୍ୟକାରୀ ପ୍ରସଂଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଖାରଜ

କଟକ: ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ) ଓଡ଼ିଶାରେ କାର୍ଯ୍ୟକାରୀ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ବିରୋଧ କରି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଦାୟର କରିଥିବା ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ: ଜାଲ ଡାକ୍ତରଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି

କଟକ: ନକଲି ଡାକ୍ତରଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ସମସ୍ତ ପଞ୍ଜୀକୃତ ଡାକ୍ତରଙ୍କୁ ସେମାନଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ସେମାନଙ୍କ ଠାରୁ ମିଳିଥିବା ତଥ୍ୟକୁ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଏହି ସମୟରେ ବିଧାନସଭା ପ୍ରକୋଷ୍ଠରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିକ୍ରମ ଆରୁଖ୍, ନିରଞ୍ଜନ ପୂଜାରୀ, ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାରେ ବାଲିଯାତ୍ରାକୁ ଐତିହାସିକ ମାନ୍ୟତା ପ୍ରସଙ୍ଗ ଉଠାଇବି: ଦେବାଶିଷ ସାମନ୍ତରାୟ

କଟକ: ରାଜ୍ୟସଭା ଟିକେଟ ମିଳିବା ‌ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ବିଧାନସଭାରୁ ରାଜ୍ୟସଭାକୁ ଯିବା ମୋ ପାଇଁ ପ୍ରମୋସନ। ବିଧାୟକ ହେବି ନା ସାଂସଦ ହେବି ମୋର ପସନ୍ଦ ନୁହେଁ, ବରଂ ଏହା ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ। ରାଜ୍ୟସଭାରେ ବାଲିଯାତ୍ରାକୁ…
ଅଧିକ ଖବର ଦେଖନ୍ତୁ...

ବାରବାଟୀ-କଟକ ରାଜନୀତି: ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ଉପହାର

କଟକ: ପୂର୍ବତନ ବିଧାୟକ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେଡି। ଦେବାଶିଷଙ୍କୁ ଦଳ ‘ରାଜ୍ୟସଭା’ ଉପହାର ଦେବା ଘଟଣା ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଉତ୍ସାହିତ କରିଛି। ଏଥିସହିତ ବାରବାଟୀ-କଟକ ବିଧାନସଭା ଆସନ ପାଇଁ ଦଳ ଆଗକୁ ନୂଆ…
ଅଧିକ ଖବର ଦେଖନ୍ତୁ...

ତିରୁପତି ଯାଇଥିବା ୩ ବରିଷ୍ଠ ମହିଳା ନିଖୋଜ: କେନ୍ଦ୍ରାପଡ଼ାର ଜଣେ, ଖୋର୍ଦ୍ଧାର ୨ ଜଣ

କଟକ: କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା ତଥା ବିଭିନ୍ନ ଜିଲ୍ଲାର ଶତାଧିକ ବରିଷ୍ଠ ନାଗରିକଙ୍କୁ ନେଇ ସରକାରଙ୍କ ପକ୍ଷରୁ ତିରୁପତି ଓ ଭେଲୋର ତୀର୍ଥଗସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। କିନ୍ତୁ ଯାଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ମଧ୍ୟ‌ରୁ ୩ଜଣ ମହିଳା ନିଖୋଜ ହୋଇଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଉପରେ ଦ୍ବିତୀୟ ଉଚ୍ଚସେତୁ ପାଇଁ ୧୦୫ କୋଟି

ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ବିତୀୟ ଉଚ୍ଚ ସେତୁ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ନଦୀର ଉଭୟ ପାର୍ଶ୍ବରେ ରହୁଥିବା ବାସିନ୍ଦାଙ୍କୁ ସିଧାସଳଖ ସଂଯୋଗ ଯୋଗାଇବା ସହ ଅର୍ଥନୈତିକ ବିକାଶରେ ସହାୟକ ହେବ। ସେତୁ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ରୋଗୀ ହୃତ୍‌ପିଣ୍ଡରୁ ବାହାର କରାଗଲା ଛୁଞ୍ଚି

କଟକ: ରବିବାର ଏସ୍‌ସିବି କାର୍ଡିଓଥୋରାସିସ (ସିଟିଭିଏସ୍) ବିଭାଗରେ ଏକ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ଜଣେ ଯୁବକଙ୍କ ହୃତ୍‌ପିଣ୍ଡରୁ ସାଢେ ୪ ଇଞ୍ଚର ଛୁଞ୍ଚି କଢ଼ାଯାଇଛି। ସିଟିଭିଏସ୍ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର…
ଅଧିକ ଖବର ଦେଖନ୍ତୁ...

ବାଘଛାଲର ଗଡ୍‌ଫାଦର୍ କୋଲକାତାର ରାହୁଲ: ଓଡ଼ିଶାରୁ ୬୦ ହଜାରରେ କିଣି ୫୦ ଲକ୍ଷରେ ବିକ୍ରି

କଟକ: ଗଞ୍ଜାମ ଜିଲ୍ଲାରେ ବାଘ ଶିକାର ପରେ ଏହାର ଛାଲ ଭାୟା କଟକ ସହର ଦେଇ କୋଲକାତା ଯାଉଛି। କୋଲକାତାରୁ ଏହାକୁ ବାଂଲାଦେଶ ଚାଲାଣ ହେଉଛି। ତେବେ ଓଡ଼ିଶା ଓ ବାଂଲାଦେଶ ମଧ୍ୟରେ ବାଘ ଛାଲ କାରବାର ପଛର ଗଡ୍‌ଫାଦର୍ ହେଉଛି ରାହୁଲ ମିଶ୍ର। କୋଲକାତାରେ ରହୁଥିବା ରାହୁଲ୍ ଓଡ଼ିଶାରୁ ୫୦ରୁ ୬୦ ହଜାର…
ଅଧିକ ଖବର ଦେଖନ୍ତୁ...