ଅନୁସନ୍ଧାନ କରୁଥିବା ବର୍ଗ

କଟକ

ପୁଲିସ ପୋଷାକରେ ମାତିଲେ ଲୁଟେରା: ଫେରିଲା ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌

କଟକ : କଟକ ସହରକୁ ପୁଣି ପଶି ଆସିଛନ୍ତି ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌। ଏହାର କାର୍ପଟଦାର ଜାଭେଦ୍‌ ଅଲ୍ଲି ଏବ˚ ସାଦିକ୍‌ ଅଲ୍ଲୀ ପୁଲିସ ପୋଷାକରେ ନକଲି ପରିଚୟପତ୍ର ବ୍ୟବହାର କରି ବୟସ୍କ ଲୋକଙ୍କ ନିକଟରୁ ସୁନା ଅଳଙ୍କାର ଲୁଟିନେଉଛନ୍ତି। ବର୍ଷ ଶେଷରେ ଏହି ଗ୍ୟାଙ୍ଗ୍‌ ଲାଲବାଗ ଥାନା ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଏକ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ: ୨ ଗିରଫ

ଭୁବନେଶ୍ବର: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ନିକଟରୁ ଏକ କେଜିରୁ ଉର୍ଦ୍ଧ୍ବ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଏସଟିଏଫ୍ ଓ କଟକ ପୁଲିସ ମିଳିତ ଭାବେ ଚଢ଼ଉ କରି ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବୋଲି କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ବିଜେଡି ସରକାରକୁ ବାରବାଟୀ-କଟକ ଡର!

କଟକ : ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନକୁ ଡରୁଛନ୍ତି କି ରାଜ୍ୟ ସରକାର? ନା କଂଗ୍ରେସ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌ଙ୍କୁ ବିଜେଡି ସରକାର ପରୋକ୍ଷ ସୁରକ୍ଷା ଦେଉଛନ୍ତି? ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବେ ବିଭିନ୍ନ ମହଲରେ ଏଭଳି ଚର୍ଚ୍ଚାକୁ ହାୱା…
ଅଧିକ ଖବର ଦେଖନ୍ତୁ...

‘ଚର୍ଚ୍ଚ ଅଫ୍ ଗଡ୍‌’ରେ ଚିରନିଦ୍ରାରେ ଅଭିନେତ୍ରୀ‌‌ ଝୁମୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣା ଦାସଙ୍କ ଶେଷକୃତ୍ୟ

କଟକ : ଶନିବାର ଅପରାହ୍‌ଣରେ ରାଷ୍ଟ୍ରୀୟ ‌ମର୍ଯ୍ୟାଦାର ସହିତ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭ‌ିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଅପରାହ୍‌ଣ ୨ଟାରେ ଆତ୍ମୀୟସ୍ବଜନ ଓ ଶୁଭେଚ୍ଛୁଙ୍କ ମେଳରେ ଚଣ୍ଡୀମନ୍ଦିର ପାଖ ଖ୍ରୀଷ୍ଟିଆନସାହି ବାସଭବନରୁ ଝରଣାଙ୍କ ଅନ୍ତିମ ଶୋଭାଯାତ୍ରା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖ୍ରୀଷ୍ଟ୍ରୀୟ ପରମ୍ପରା ଅନୁଯାୟୀ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ସଂପନ୍ନ

କଟକ: ମାଟିରେ ମିଶିଲେ ମାଟିର କଳାକାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ । ରାଜ୍ୟ ପୁଲିସ ବାହିନୀର ଗାର୍ଡ ଅଫ୍ ଅନର ପ୍ରଦାନ ପରେ ଚର୍ଚ୍ଚ ଅଫ ଗଡ଼ରେ ତାଙ୍କୁ କବର ଦିଆଯାଇଛି । ଖ୍ରୀଷ୍ଟ୍ରୀୟ ପରମ୍ପରା ଅନୁଯାୟୀ ଶେଷକୃତ୍ୟ କରାଯାଇଛି…
ଅଧିକ ଖବର ଦେଖନ୍ତୁ...

ପୌର ନିଗମରେ ବିପର୍ଯ୍ୟସ୍ତ ପରିମଳ, ଅନୁମତି ପରେ ବି ସବୁ ୱାର୍ଡରେ ଆରମ୍ଭ ହେଲାନି ସଫେଇ

କଟକ: ସହରର ପରିମଳ ଟେଣ୍ଡରକୁ ନେଇ ସରକାରଙ୍କ ପକ୍ଷରୁ ଗଲା ସେପ୍ଟେମ୍ବର ମାସରେ ଅନୁମତି ମିଳିଥିଲା। ମାତ୍ର ଏହା ମଧ୍ୟରେ ୨ମାସ ବିତି ଯାଇଥିଲେ ବି ଏହାକୁ ସଂପୂର୍ଣ୍ଣ ଭାବେ ନିଗମର ସବୁ ୱାର୍ଡରେ କାର୍ଯ୍ୟକ୍ଷମ କରାଯାଇ ପାରିଲା ନାହିଁ। ଦୁଇ ମାସ ମଧ୍ୟରେ ନିଗମର ୫୯ଟି ୱାର୍ଡରୁ କେବଳ ୨୫ଟି…
ଅଧିକ ଖବର ଦେଖନ୍ତୁ...

ଶିଶୁଭବନରେ ଏମିତି ଡିଜିଟାଲ୍ ବ୍ୟବସ୍ଥା, ଅନ୍‌ଲାଇନ୍ ଟିକଟ୍ ବୁକିଂ ବନ୍ଦ; ଦୈନିକ ଧାଡ଼ିରେ ୬୦୦ ରୋଗୀ

କଟକ: ଶିଶୁଭବନରେ ଓପିଡି ଟିକଟ୍ ପାଇଁ ଘଣ୍ଟାଘଣ୍ଟା ଧାଡ଼ି ବାନ୍ଧି ଛିଡ଼ା ନହେବା ପାଇଁ ଶିଶୁ ରୋଗୀଙ୍କ ଅଭିଭାବକ ଘରୁ ଅନଲାଇନରେ ଟିକଟ୍ ବୁକିଂ କରିବା ବ୍ୟବସ୍ଥା ହୋଇଥିଲା। କିନ୍ତୁ କର୍ତ୍ତୃପକ୍ଷ ଏଭଳି ଅନଲାଇନ୍ କାର୍ଯ୍ୟକ୍ରମକୁ ଲମ୍ବା ସମୟ ଧରି କାର୍ଯ୍ୟକ୍ଷମ କଲେନାହିଁ। ଯାହାଫଳରେ…
ଅଧିକ ଖବର ଦେଖନ୍ତୁ...

ପିଚୁ ଉପରେ କଂକ୍ରିଟ୍, କଂକ୍ରିଟ୍ ଉପରେ ପିଚୁ, ପିଚୁ ଉପରେ ଏବେ ପୁଣି କଂକ୍ରିଟ୍‌

କଟକ: ପ୍ରଥମେ ପିଚୁ, ତା’ ଉପରେ କଂକ୍ରିଟ୍, କଂକ୍ରିଟ୍ ଉପରେ ପିଚୁ ଆଉ ପୁଣି ପିଚୁ ଉପରେ କଂ‌କ୍ରିଟ। ଏହା ଶୁଣିବାକୁ ବଡ଼ ବିଚିତ୍ର ଲାଗୁଥିଲେ ବି ଏଭଳି ଢଙ୍ଗରେ ରାସ୍ତା ନିର୍ମାଣ ହେଉଛି କଟକର ସିଡିଏ ଅଞ୍ଚଳରେ। ଏ ସଂପର୍କରେ ମେୟରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ମେୟର ଅଧିକାରୀଙ୍କୁ ଏ…
ଅଧିକ ଖବର ଦେଖନ୍ତୁ...

କମିଟି ଗଠନ ହୋଇନି, ୧୬ରେ ଆସୁଛନ୍ତି ଏଆଇଜି ପ୍ରତିନିଧି

କଟକ : ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଲିଭର ପ୍ରତିରୋପଣ ବ୍ୟବସ୍ଥାର ତଦାରଖ ପାଇଁ ପୁଣି ଆସନ୍ତା ୧୬ ତାରିଖରେ ଆସିବେ ହାଇଦ୍ରାବାଦ୍‌ ଏସିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି)ର ପ୍ରତିନିଧି ଦଳ। ଲିଭର ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ପାଇଁ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୫ ତାରିଖ ଅପରାହ୍ନ ୪ ସୁଦ୍ଧା ଓଟିଏମ୍‌କୁ ଦଖଲ ନେବେ ସରକାର

କଟକ : ଆସନ୍ତା ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ଚୌଦ୍ବାରର ଓଟିଏମ୍‌କୁ ହାତକୁ ନେବେ। ଏ କ୍ଷେତ୍ରରେ ଆଉ କୌଣସି ଟାଳଟୁଳ ନୀତି ଗ୍ରହଣୀୟ ହେବନାହିଁ। ଯଦି ତାହା କାର୍ଯ୍ୟକାରୀ ନ ହୁଏ, ତେବେ ବିଳମ୍ବ ପାଇଁ ମାସକୁ ସରକାର ୬ ଲକ୍ଷ ଟଙ୍କା ଦେବେ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ…
ଅଧିକ ଖବର ଦେଖନ୍ତୁ...