ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଏସ୍‌ସିବିରୁ ସୁସ୍ଥ ହୋଇ ଫେରିଲେ କମଳା ପୂଜାରୀ

କଟକ: କଟକ ବଡଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଆଜି ତାଙ୍କର ସମସ୍ତ ପରୀକ୍ଷା ରିପୋର୍ଟ ଆସିଥିଲା। ତାଙ୍କର ଜ୍ବର, ମୁଣ୍ଡ ବୁଲାଇବା ସମସ୍ୟା ଦୂରହେବା ‌ସହ ଓ ପରିସ୍ରା ମଧ୍ୟ ସ୍ବାଭାବିକ ହୋଇଛି। ତାଙ୍କ ଅବସ୍ଥା ଠିକ୍‌ ଅଛି, ତେବେ ନିୟମିତ ଔଷଧ ସେବନ…
ଅଧିକ ଖବର ଦେଖନ୍ତୁ...

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା: ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

କଟକ: ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଜି ମିଳିଛି ଆଶ୍ୱସ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ…
ଅଧିକ ଖବର ଦେଖନ୍ତୁ...

ଶୁଖିଗଲା ମହାନଦୀ, କାଠଯୋଡ଼ି: କେମିତି ବଞ୍ଚିବ କଟକ? ତଳମୁଣ୍ଡରେ ସ୍ନାନ ପାଇଁ ଅଭାବ ହେଲାଣି ପାଣି

ଗଦାଧର ପଣ୍ଡା କଟକ: ମହାନଦୀ ଓ କାଠଯୋଡ଼ି ଘେରି ରହିଥିବା କଟକ ସହରର କେମିତି ବଞ୍ଚିବ? ନଦୀ ପାଇଁ ଗଢ଼ି ଉଠିଥିବା ସହରର ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି। ମହାନଦୀ ଓ କାଠଯୋଡ଼ିର ଶୁଷ୍କ ଅବସ୍ଥ‌ା ଏବେ ପରିବେଶବିତ୍‌ଙ୍କୁ ଆନ୍ଦୋଳିତ କରୁଛି। ଏ ସହର ନଦୀ ବିନା ବଞ୍ଚିବାକୁ ନେଇ…
ଅଧିକ ଖବର ଦେଖନ୍ତୁ...

୧୧ଶହ ଅପରାଧୀଙ୍କୁ ବାନ୍ଧିବ ପୁଲିସ: ୭୮୫ ବନ୍ଧୁକ ଫେରସ୍ତ ପ୍ରକ୍ରିୟା ଆରମ୍ଭ

କଟକ: କଟକ କମିସନରେଟ୍ ପୁଲିସରେ ସାଧାରଣ ନିର୍ବାଚନ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଦମନ କରିବାକୁ ରଣନୀତି ପ୍ରସ୍ତୁତ ହେଲାଣି। ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ୧ ହଜାର ଅପରାଧୀଙ୍କୁ ବନ୍ଧାଯିବ। ଏଥିପାଇଁ ଡିସିପି ଅଫିସ ପକ୍ଷରୁ ପ୍ରତ୍ୟେକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଏଥର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଡିଜିଟାଲ୍‌ ସାର୍ଟିଫିକେଟ୍‌: ଫଳ ପ୍ରକାଶନର ସପ୍ତାହକ ଭିତରେ ଅନଲାଇନ୍‌ରେ ମିଳିବ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଦେବ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌। ୨୦୨୪ରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ) ପରୀକ୍ଷା ଦେଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷାଫଳ ପ୍ରକାଶନର ସାତ ଦିନ ଭିତରେ…
ଅଧିକ ଖବର ଦେଖନ୍ତୁ...

ତୃତୀୟ-ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ଏହି ଅଞ୍ଚଳରେ ହେବ ମତଦାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ…
ଅଧିକ ଖବର ଦେଖନ୍ତୁ...

୫୫ଟି କେନ୍ଦ୍ରରେ ମାଟ୍ରିକ୍ ଖାତାର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି: ବୋର୍ଡ ସଭାପତି

କଟକ: ସାର୍ଟିଫିକେଟ୍ ପାଇଁ ଆଉ ବେଶି ଦିନ କରିବାକୁ ପଡିବ ନାହିଁ ଅପେକ୍ଷା। ବୋର୍ଡ ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ସଭାପତି ଶ୍ରୀକାନ୍ତ ତରାଇ। ସେ କହିଛନ୍ତି, ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍ ଖାତାର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଏସସିବି ଏମ୍ସ ପ୍ଲସ ନିର୍ମାଣସ୍ଥଳରେ ଯୁବକଙ୍କ ଆତ୍ମହତ୍ୟା

କଟକ: ଏସସିବି ଏମ୍ସ ପ୍ଲସ ନିର୍ମାଣସ୍ଥଳରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ନିର୍ମାଣାଧୀନ କୋଠାରେ ଦଉଡ଼ି ଦେଇ ଶ୍ରିମକ ଜଣକ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ମୃତକ ଢେଙ୍କାନାଳ ଅଂଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତି ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଅଗ୍ନିନିରାପତ୍ତା ବ୍ୟବସ୍ଥା: ୧୦ କୋଟିର ଯୋଜନା, ସ୍ବାସ୍ଥ୍ୟ ବିଭାଗର ମୋହର

କଟକ: ହାଇକୋର୍ଟଙ୍କ ତାଗିଦ୍‌ ପରେ କଟକ ବଡ଼ଡାକ୍ତରଖାନା ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଥା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ପାଖାପାଖି ୧୦କୋଟି ଟଙ୍କା ମଞ୍ଜୁର କରିଛି ସ୍ବାସ୍ଥ୍ୟ ବିଭାଗ। ହୃଦ୍‌ରୋଗ ବିଭାଗର ୪ ମହଲା କୋଠାର ଅଗ୍ନିନିରାପତ୍ତା ବ୍ୟବସ୍ଥା ଓ ଆଲାରାମ୍‌ ସିଷ୍ଟମ୍‌ ପାଇଁ ୧…
ଅଧିକ ଖବର ଦେଖନ୍ତୁ...

୨୦ ବର୍ଷ ହେଲା: କଟକରେ ମହିଳା ପ୍ରତିନିଧିତ୍ବ ଶୂନ

କଟକ: କଟକ ରାଜନୀତିରେ ସଫଳ ହୋଇ ପାରୁ ନାହାନ୍ତି ମହିଳା। ଗଲା ୨୦ ବର୍ଷ ଭିତରେ କଟକର ଲୋକସଭା ଅଥବା କୌଣସି ବିଧାନସଭା କ୍ଷେତ୍ରରେ ମହିଳା ନିର୍ବାଚିତ ହେବାରେ ସଫଳ ହୋଇ ପାରି ନାହାନ୍ତି। ୧୯୫୭ରୁ ୨୦୦୦ ମଧ୍ୟରେ ବଡ଼ମ୍ବା, ଆଠଗଡ଼ ଓ କଟକ ସଦରରୁ ୪ଜଣ ମହିଳା ବିଧାୟିକା ଗୋଟିଏଥର ପାଇଁ…
ଅଧିକ ଖବର ଦେଖନ୍ତୁ...