ଆଇନ୍‌ଜୀବୀଙ୍କୁ ପୁଲିସ୍‌ ମାଡ଼ମାରିବା ଅଭିଯୋଗ

କଟକ: ଜଣେ ଆଇନ୍‌ଜୀବୀଙ୍କୁ ମଙ୍ଗଳବାର ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁତର ଆଇନଜୀବୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମାଡ଼ ମାରିବା ସମୟର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣାର ତଦନ୍ତ ପାଇଁ ଚାଉଳିଆଗଞ୍ଜ ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଡିସିପି କହିଛନ୍ତି।

ସମ୍ବନ୍ଧିତ ଖବର