ଛେଳି ଚରାଇ ଘରକୁ ଫେରବା ବେଳେ ବଜ୍ରପାତ, ଦମ୍ପତ୍ତି ମୃତ

0 53

କଟକ: ନରସିଂହପୁର ଅଞ୍ଚଳର ଏକ ସମ୍ପତ୍ତି ମଙ୍ଗଳବାର ବଜ୍ରପାତର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିଲିଣ୍ଡା ଜାନିସାହିର ନରି ଗଡ଼ନାୟକ(୬୦) ଓ ତପି ଗଡ଼ନାୟକ(୫୫) ଅପରାହ୍ନ ପ୍ରାୟ ୫ଟା ହେବ ଛେଳି ଚରାଇ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରାପାତ ହେବାରୁ ଘଟଣାସ୍ଥଲରେ ହିଁ ସେମାନଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.