କୋରାପୁଟ: ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ବାପାଙ୍କ ପରଲୋକ

ଜୟପୁର: ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କର ବାପା ଡମ୍ବରୁଧର ରନ୍ଧାରୀ (୬୭)ଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଡମ୍ବରୁଧର ଅସୁସ୍ଥ ଥିବାରୁ ତାଙ୍କୁ ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଡମ୍ବରୁଧରଙ୍କର ଅନ୍ତିମ ସଂସ୍କାର ବୁଧବାର ଭଟିଗାଁ ମଶାଣୀରେ ହେବ।

ସମ୍ବନ୍ଧିତ ଖବର