ଯୌତୁକ ନିର୍ଯାତନା ଅଭିଯୋଗ

ଦେବଗଡ଼: ପୁରୁଣାଗଡର ସ୍ୱର୍ଗତ ଲୁକା ବେହେରାଙ୍କ ପୁଅ ସମୀର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁର ମୁଳିଆ ବସନ୍ତରାଙ୍କ ଝିଅ ମିଲିବାଳା (୨୧)ଙ୍କୁ ବିବାହ କରିଥିଲେ। ଯୌତୁକ ପାଇଁ ମିଲିବାଳାଙ୍କୁ ସ୍ୱାମୀ ସମୀର ନିର୍ଯାତନା ଦେଇ ଆସୁଥିବାରୁ ବାଧ୍ୟ ହୋଇ ଗୁରୁବାର ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଦେବଗଡ଼ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର