ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଦେବଗଡ଼ରେ ହୋଇପାରିଲାନି ଓକିଲ ସଂଘ ନିର୍ବାଚନ

ଦେବଗଡ଼: ଦେବଗଡ଼ରେ ହୋଇପାରିଲା ନାହିଁ ଓକିଲ ସଙ୍ଘ ନିର୍ବାଚନ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶନିବାର ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଦେବଗଡ଼ରେ ଏହା ହୋଇନାହିଁ। ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀ ହେବାକୁ ସଙ୍ଘର କୌଣସି ସଦସ୍ୟ ରାଜି ନହେବାରୁ ଏହି ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ରିଆମାଳରେ ଚାଞ୍ଚଲ୍ୟ: ଜଘନ୍ୟ ହତ୍ଯାକାଣ୍ଡ, ପୁଲିସର ତଦନ୍ତ ଆରମ୍ଭ

ରିଆମାଳ:  ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମରେ ଜଘନ୍ୟ ହତ୍ଯାକାଣ୍ଡ ଘଟିଛି। ଗ୍ରାମର ଯୋଗୀନ୍ଦ୍ର ନାୟକ(୫୫)ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘର ଭିତରେ ପଶି ହତ୍ୟା କରିଛି। ମୃତକର ମୁହଁ ରକ୍ତରେ ଜୁଡ଼ୁବୁଡ଼ୁ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାର ୪ଟି ହାଇସ୍କୁଲରେ ଖୋଲିବ ଯୁକ୍ତ ୨ ଶ୍ରେଣୀ

ଦେବଗଡ଼: ଜିଲ୍ଲାର ୪ଟି ହାଇସ୍କୁଲକୁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ତେବେ ବାରକୋଟ ବ୍ଲକର କାଦୋପଡ଼ା ପଞ୍ଚାୟତ ହାଇସ୍କୁଲ, ଦନ୍ତାରିବାହାଲ ହାଇସ୍କୁଲ, ରିଆମାଳ ବ୍ଲକର ନୂଆଡ଼ିହି ଗ୍ରାମସ୍ଥିତ ପଞ୍ଚପାଲି ହାଇସ୍କୁଲ,…
ଅଧିକ ଖବର ଦେଖନ୍ତୁ...

କମୁଛି ଭୂତଳ ଜଳସ୍ତର, ଫେଲ୍ ମାରୁଛି ବୋରୱେଲ

ଦେବଗଡ଼ : କ୍ରମଶଃ ଜିଲ୍ଲାର ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଭୂତଳ ଜଳସ୍ତର କମିବାରରେ ଲାଗିଛି। ଫଳରେ ଜିଲ୍ଲାର ବୋରୱେଲ ଖୋଳିଲେ ମଧ୍ୟ ପାଣି ବାହାରୁ ନାହିଁ। ତେଣୁ ଲୋକେ ଚିନ୍ତାରେ ପଡ଼ିଛନ୍ତି। ଅବାଧରେ ଜଙ୍ଗଲ କାଟ ଓ ନିଆଁ ଲାଗିବା ଦ୍ୱାରା ଜଙ୍ଗଲ ନଷ୍ଟ ହେଉଛି। ଯେତିକି ପରିମାଣର ଜଙ୍ଗଲ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରରେ ଜିଲ୍ଲାର ୨ ଫରେଷ୍ଟ ଗାର୍ଡ ପୁରସ୍କୃତ

ଦେବଗଡ଼: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସମେତ ବନାଗ୍ନି ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦେବଗଡ଼ ବନଖଣ୍ଡର ୨ ଜଣ ଫରେଷ୍ଟ ଗାର୍ଡଙ୍କୁ ‘ୱାର୍ଲ୍ଡ ଫରେଷ୍ଟ୍ରୀ ଆୱାର୍ଡ -୨୦୨୩’ ପ୍ରଦାନ କରାଯାଇଛି। ଏନେଇ ମଙ୍ଗଳବାର ଭୁବେନଶ୍ବର ସ୍ଥିତ ଜୟଦେବ ଭବନରେ ଜଙ୍ଗଲ, ପରିବେଶ ଓ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ କାଳିଆକଟା ଗ୍ରାମ ନିକଟରୁ ଶନିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ୍‌ ଉଦ୍ଧାର କରିଛି। ମୃତକ ରିଆମାଳ ବ୍ଲକ ତାବଡା ଗ୍ରାମର ସ୍ବର୍ଗତ ବଙ୍ଗ ସଏଙ୍କ ପୁଅ ସାମା ସଏ (୩୫) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଗତ ବୁଧବାର ଦିନ ସାମାଙ୍କ ଦେହ ଅସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ନିଜ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଦେବଗଡ଼: ଦେବଗଡ଼ ଥାନା କାଲକାଠ ଗ୍ରାମର ବୁଧୁ କିଷାନଙ୍କ ସ୍ତ୍ରୀ ପବନୀ କିଷାନ ଶୁକ୍ରବାର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପାରିବାରିକ କଳହରୁ ସେ ଏପରି କରିଥିବା କୁହାଯାଉଛି। ଶୁକ୍ରବାର ବୁଧୁ ଓ ତାଙ୍କ ସ୍ତ୍ରୀ ପବନିଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ରିଆମାଳ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେର୍ଣ୍ଣି ଗ୍ରାମରେ ଜଣେ ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗ୍ରାମର ନିରଞ୍ଜନ ନାୟକ। ସେ ସ୍ତ୍ରୀ ନମିତା ଓ ଏକମାତ୍ର ପୁଅଙ୍କ ସହ ରହୁଥିଲେ। ସକାଳେ ନିରଞ୍ଜନ ଅସୁସ୍ଥ ଅନୁଭବ କରିବାରୁ ନମିତା ନିଜ ୨ ପୁତୁରାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ପାଲୁଣିପଡ଼ାରେ ବଧୂହତ୍ୟା ଅଭିଯୋଗ

ରିଆମାଳ: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପାଲୁଣିପଡ଼ା ଗ୍ରାମରେ ଏକ ବଧୁହତ୍ୟା ହୋଇଥିବା ନେଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମୃତ ଯୁବତୀଜଣକ ହେଲେ ପାଲୁଣୀପଡ଼ା ଗ୍ରାମର ଗୋଗୁଳା ଧରୁଆଙ୍କ ପତ୍ନୀ ତିଳୋତ୍ତମା ନାଏକ। ତିଳୋତ୍ତମାଙ୍କ ନାକରୁ ରକ୍ତସ୍ରାବ ହେଉଥିବାରୁ ତା’ଙ୍କ…
ଅଧିକ ଖବର ଦେଖନ୍ତୁ...

ମାରଣାସ୍ତ୍ର ଦେଖାଇ ୯୨ ହଜାର ଟଙ୍କା ଲୁଟ୍‌

ଦେବଗଡ଼ : ଦେବଗଡ଼ ଥାନା ଚିକିଣିଘାଟି ନିକଟରେ ଗୁରୁବାର ଦ୍ବିପହର ସମୟରେ ମାରଣାସ୍ତ୍ର ଦେଖାଇ ୨ଜଣ ଯୁବକଙ୍କଠାରୁ ୯୨ ହଜାର ଟଙ୍କା ଲୁଟ୍‌ ହୋଇଥିବା ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ସହରର ରଞ୍ଜନ ପାଢ଼ୀ ଓ ସମ୍ବଲପୁର ଜିଲ୍ଲା ଖରସନମାଲର…
ଅଧିକ ଖବର ଦେଖନ୍ତୁ...