ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ମାରଣାସ୍ତ୍ର ଦେଖାଇ ୯୨ ହଜାର ଟଙ୍କା ଲୁଟ୍‌

ଦେବଗଡ଼ : ଦେବଗଡ଼ ଥାନା ଚିକିଣିଘାଟି ନିକଟରେ ଗୁରୁବାର ଦ୍ବିପହର ସମୟରେ ମାରଣାସ୍ତ୍ର ଦେଖାଇ ୨ଜଣ ଯୁବକଙ୍କଠାରୁ ୯୨ ହଜାର ଟଙ୍କା ଲୁଟ୍‌ ହୋଇଥିବା ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ସହରର ରଞ୍ଜନ ପାଢ଼ୀ ଓ ସମ୍ବଲପୁର ଜିଲ୍ଲା ଖରସନମାଲର…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ ଯୁବକ ମୃତ

ଦେବଗଡ଼: ଦେବଗଡ ଥାନା କଳାମାଟି ଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରରେ ଶୁକ୍ରବାର ସଂଧ୍ୟାରେ ଅଜଣା ଗାଡି ଧକ୍କାରେ ସୁମନ୍ତ ହାଏତ (୪୫)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କଳାମାଟି ଗାଁର ସୁମନ୍ତ ନିକଟସ୍ଥ ଦୋକାନକୁ ଜିନିଷ କିଣିବା ପାଇଁ ଯାଇଥିଲେ। ତେବେ ସେ ରାସ୍ତା ପାର ହେଉଥିବା…
ଅଧିକ ଖବର ଦେଖନ୍ତୁ...

ବ୍ଲକ ସମ୍ମୁଖରେ ଟୁହିଲାମାଳ ସରପଞ୍ଚଙ୍କ ନେତୃତ୍ବରେ ଧାରଣା

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ ଓ ଯନ୍ତ୍ରୀମାନଙ୍କ ଅସହଯୋଗ ପାଇଁ ଟୁହିଲାମାଳ ପଞ୍ଚାୟତର ସରପଞ୍ଚ ଜଲି ନାୟକ ନିଜର ୧୧ ମାସର ଶିଶୁ ପୁତ୍ରଧରି ସମସ୍ତ ୱାର୍ଡ ମେମ୍ବରଙ୍କ ସହ ଆଜି ଦିନ ୧୦ଟାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି। ସରପଞ୍ଚଙ୍କ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା ମାଂସ ପାଇଁ ବାପାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ନିର୍ଦ୍ଦୋଷ

ଦେବଗଡ଼,: ଦେବଗଡ଼ ଜିଲ୍ଲା ଓ ଦୌରାଜଜ୍‌ ଗୌତମ ଶର୍ମା ଏକ ହତ୍ୟା ମାମଲାର ଶୁଣାଣି କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନା ଅନୁଯାୟୀ, ୨୦୨୦ ମସିହା ଅଗଷ୍ଟ ମାସ ୨୨ ତାରିଖ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକିରା ଗ୍ରାମର ଗୋବିନ୍ଦ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ଗ୍ରାମରକ୍ଷୀ ମୃତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ବଳମ ଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥର କଳାଜିରା ବ୍ରିଜ ନିକଟରେ ରବିବାର ଟ୍ରକ୍‌ ଧକ୍କାରେ ବସାଲଇ ଗ୍ରାମର ଗ୍ରାମରକ୍ଷୀ ଭୁବନେଶ୍ବର କଲେତ (୫୦)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ଅପରାହ୍‌ଣରେ ବଳମ ପଟୁ ନିଜ ବାଇକ (ଓଆର୍‌-୧୪…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଖୁଣ୍ଟରୁ ଖସି ଶ୍ରମିକ ମୃତ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟରେ ଏକ ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନାଞ୍ଚଳର ହେମନ୍ତ ଚାୱାନ (୩୫) ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଚଟିବରଘାଟ ଗ୍ରାମ ନିକଟରେ ମଙ୍ଗଳବାର ଏକ…
ଅଧିକ ଖବର ଦେଖନ୍ତୁ...

ଅଜଣା ଟ୍ରକ୍‌ ଧକ୍କାରେ ଶ୍ରମିକ ମୃତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଗାର୍ଡୱାଲ ନିର୍ମାଣରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଆଜି ଏକ ଅଜଣା ଟ୍ରକ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ଆଲାମ…
ଅଧିକ ଖବର ଦେଖନ୍ତୁ...

ମହିଳା ଆଇଆଇସିଙ୍କୁ ଧକ୍କାମରା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ଅରୁନ୍ଧତୀ

ଦେବଗଡ଼ : ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇଆଇସି ଅନୀତା ପ୍ରଧାନଙ୍କୁ ବି‌ରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଧକ୍କା ମାରିବା ଘଟଣାରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବିଷୟ ପାଲଟିଛି। ଏହାକୁ ନେଇ ଶାସକ ଓ ବିରେଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

ନକଲି ସୁନା କାରବାର ଗ୍ୟାଙ୍ଗକୁ କାବୁ କଲା ପୁଲିସ୍‌

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପୁଲିସ ଏକ ନକଲି ସୁନା କାରବାର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ପାଖରୁ ବିପୁଳ ପରିମାଣରେ ନକଲି ସୁନା ଜବତ କରିବା ସହ ୨ ଜଣ ନକଲି ସୁନା ବ୍ୟବସାୟୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ପୌର କାର୍ଯ୍ୟାଳୟରେ ଲାଗିଲା ନିଆଁ

ଦେବଗଡ଼: ଦେବଗଡ଼ ପୌର କାର୍ଯ୍ୟାଳୟରେ ଥିବା କାଉନସିଲ ହଲରେ ରବିବାର କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଫଳରେ ଏହି ହଲରେ ଥିବା କାର୍ଯ୍ୟାଳୟର ଅଡିଟ ପାଇଁ ରଖାଯାଇଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ପୌର ନିର୍ବାଚନ ପରଠାରୁ କେତେବେଳେ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...