ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଅଂଶୁଘାତ ମୁକାବିଲା ପ୍ରସ୍ତୁତି ଆରମ୍ଭ

ଦେବଗଡ଼: ଚଳିତ ବର୍ଷ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସଭାକକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ଜିଲ୍ଲାରେ ମାଟ୍ରିକ ପରୀକ୍ଷା:୩୩ କେନ୍ଦ୍ରରେ ୪୮୩୨ ପରୀକ୍ଷାର୍ଥୀ

ଦେବଗଡ଼: ସମଗ୍ର ରାଜ୍ୟରେ ଶୁକ୍ରବାରଠାରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଦେବଗଡ଼ ଜିଲ୍ଲାରେ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସମଗ୍ର ଜିଲ୍ଲାରେ ୩୩ଟି କେନ୍ଦ୍ର କରାଯାଇଥିବା ବେଳେ ମୋଟ ୪୮୩୨ ଜଣ…
ଅଧିକ ଖବର ଦେଖନ୍ତୁ...

ହସ୍ତକ୍ଷେପ ପରେ ବାଲ୍ୟ ବିବାହ ବନ୍ଦ

ଦେବଗଡ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ହସ୍ତକ୍ଷେପରେ ରିଆମାଳ ବ୍ଲକ ତାରଙ୍ଗ ଗ୍ରାମରେ ମଙ୍ଗଳବାର ବାଲ୍ୟ ବିବାହ ହେବାକୁ ଯାଉଥିବା ବେଳେ ଶିଶୁ ସୁରକ୍ଷା ୟୁନିଟର ହସ୍ତକ୍ଷେପ ପରେ ଏହି ବାଲ୍ୟ ବିବାହ ବନ୍ଦ କରାଯାଇଛି। ଉକ୍ତ ଘଟଣା ସଂପର୍କରେ ସୂଚନା ପାଇ ଗ୍ରାମକୁ ଦିଶା ଅନୁଷ୍ଠାନର…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଦୁର୍ବ୍ୟବହାର: ଲାଇବ୍ରେରି ଆଟେଣ୍ଡାଣ୍ଟ ନିଲମ୍ବିତ

ସଇନ୍ତଲା: ସଇନ୍ତଲା ପଂଚାୟତ ସମିତି କଲେଜର ଜନୈକ ଆଟେଣ୍ଡାଣ୍ଟ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀମାନଙ୍କୁ ଶାରୀରିକ ନିର୍ଯାତନା ତଥା ଦୁର୍ବ୍ୟବହାର ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି। ଗତ ଶନିବାର ଅଧ୍ୟକ୍ଷଙ୍କଠାରେ ଲିଖିତ ଅଭିଯୋଗ ହେବା ପରେ ଏହାର…
ଅଧିକ ଖବର ଦେଖନ୍ତୁ...

ଜଳୁଛି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ

ଦେବଗଡ଼: ଶୁକ୍ରବାର ସକାଳେ କୁରୁଡକୋଡ ରାସ୍ତାରେ ଥିବା ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ଜଳୁଛି। ଗତ ତିନି ଦିନ ହେଲା ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଲାଗିବା ଦ୍ଵାରା ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଥିବା ଔଷଧୀୟ ବୃକ୍ଷ ଓ ଅନ୍ୟାନ୍ୟ ଗଛଲତା ନଷ୍ଟ ହେଉଛି। ଏହାଦ୍ୱାରା ବୃକ୍ଷଲତା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

ଦେବଗଡ଼: ଦେବଗଡ ଥାନା ତିଲେଇବଣି ଗ୍ରାମରେ ଜଣେ ମହିଳାଙ୍କ ବୁଧବାର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ସୁରେଶ ଶବରଙ୍କ ସ୍ତ୍ରୀ ସୌଦାମିନୀ (୩୬)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଗଡ ପୁଲିସ ଏକ ଅପମୃତ୍ୟୁ ମାମଲାରେ ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଦେଶୀ ମଦ ଓ ପୋଚ ଜବତ

ଦେବଗଡ଼: ଦେବଗଡ଼ ଅବକାରୀ ବିଭାଗ ଓ ପୁଲିସ ମଙ୍ଗଳବାର ବାରକୋଟ ବ୍ଲକ୍‌ ଅନ୍ତର୍ଗତ କାଲକାଠ, ଗୌଡ଼ନାଳି ଓ ବଗଛରା ଗାଁରେ ଚଢ଼ଉ କରି ଦେଶୀ ମଦ ସହ ମହୁଲ ପୋଚ, କୁସୁନା ଓ ଗୋଟିଏ ସାଇକଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ବିଭାଗୀୟ ସୂଚନାନୁସାରେ ଦେବଗଡ଼ ଅବକାରୀ ଅଧୀକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ ଘରୁ ଚୋରି

ଦେବଗଡ଼: ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ଖପର ସାହିର ଜଣେ ବ୍ୟବସାୟୀଙ୍କ ଘରୁ ଶନିବାର ରାତିରେ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖପର ସାହି ନିବାସୀ ବ୍ୟବସାୟୀ ଶ୍ୟାମବାବୁ ପ୍ରସାଦଙ୍କ ପରିବାର ସବୁଦିନ ଭଳି ଗତ ରାତିରେ ବି ଖାଇ ପିଇ ଶୋଇଥିଲେ। ଏକ ବ୍ୟାଗରେ ଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାକୁ ବନ୍ଦ କୋଠରିରେ ରଖିଥିବା ଅଭିଯୋଗ

ଦେବଗଡ଼/ରିଆମାଳ: ପ୍ରେମ ବିବାହ ପାଇଁ ଘରୁ ଉଠାଇ ନେଇଥିବା ଜଣେ ପ୍ରେମିକ ନିଜ ଗାଁର ଜଣେ ଯୁବତୀଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିଥିବା କୁଣ୍ଡେଇଗୋଳା ଥାନାରେ ଅଭିଯୋଗ ହୋଇଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି କୁଣ୍ଡେଇଗୋଳା ଥାନାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ଟଙ୍କା ଲୁଟ୍‌ ଘଟଣା: ୪ ଗିରଫ,ଡିଟୋନେଟର ସହ ବନ୍ଧୁକ ଓ ଟଙ୍କା ଜବତ

ଦେବଗଡ଼: ଦେବଗଡ ଥାନା ଛୁରିଆବାହାଳ ଗ୍ରାମ ନିକଟରେ ନିର୍ମାଣକାରୀ ସଂସ୍ଥା ଓରିଆଲ ଷ୍ଟ୍ରକଚରାଲ କଂପାନି କ୍ୟାମ୍ପରୁ ମାଓବାଦୀ ପରିଚୟ ଦେଇ ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣାରେ ଦେବଗଡ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରେୁ ୭୦ ହଜାର ଟଙ୍କା, ବନ୍ଧୁକ, ୪ଟି…
ଅଧିକ ଖବର ଦେଖନ୍ତୁ...