ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

ଦେବଗଡ଼: ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛି ବାପା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ। ବାପା ବିଜୁ କିଷାନଙ୍କୁ ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ତିଳେଇବଣି ବ୍ଲକର ଲମ୍ବଡୁରା ଗ୍ରାମର ବିଜୁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଦାଦାଗିରି କରୁଛି, ଜନପ୍ରତିନିଧି କାମ କରି ପାରିବେନି : ବିଧାୟକ

ଦେବଗଡ଼ : ବିଜେଡି ଯେପରି ଦାଦାଗିରି କରୁଛି, କୌଣସି ଜନପ୍ରତିନିଧି କାମ କରି ପାରିବେନି ବୋଲି ଅଭିଯୋଗ କରିଛନ୍ତି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ। ମୁକ୍ତା ଯୋଜନାରେ ମିସନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ସ୍ଥାନୀୟ ଟାଉନ ହଲ୍‌ ନିକଟରେ ଡ୍ରେନ୍‌…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଲେ

ଭୁବନେଶ୍ୱର: ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଓ ଗୁଣ୍ଡାଗର୍ଦ୍ଦି ସୀମା ଅତିକ୍ରମ କରିଛି ବୋଲି ବିଜେଡି ଅଭିଯୋଗ ଆଣିଥିଲା। ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିଜର ମତ ରଖିଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ। ସେ ନିଜର ମତ ରଖି କହିଛନ୍ତି କି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍

ଦେବଗଡ଼: ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବସନ୍ତ ମାଝୀଙ୍କୁ ଆଜି ସହକାରୀ ଦୌରାଜଜ ସୁଧୀର ମିଶ୍ର ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଗତ ୮.୮.୨୦୧୫ରେ ଝାରସୁଗୁଡ଼ା ଜିଲ୍ଲାର ବସନ୍ତ ମାଝୀ ଦେବଗଡ ଜିଲ୍ଲା ବଡ଼ବାହାଳ ଗ୍ରାମର ଜନୈକ ମହିଳାଙ୍କୁ ତାଙ୍କ ଘରେ ପଶି ଜୋର୍‌…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଏସିଡ୍‌ ମାଡ଼

ଦେବଗଡ଼ : ଏସିଡ୍‌ ମାଡ଼ରେ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡା ମୁଣ୍ଡାସାହିର ସିକନ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସିକନ ସୋମବାର ରାତିରେ ନିଜ ଘରପାଖ ଛକରେ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଆସି ଏସିଡ୍‌ ମାଡ଼କରି ଘଟଣାସ୍ଥଳରୁ ଫେରାର ହୋଇ…
ଅଧିକ ଖବର ଦେଖନ୍ତୁ...

ସାଂସଦଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ  

ଦେବଗଡ଼: ପୁଣି ଚର୍ଚ୍ଚାରେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ହକି ବିଶ୍ବ କପ୍‌ ଟ୍ରଫି ଆସିବା ଦିନ ଅର୍ଥାତ୍‌ ଗତ ୫ ତାରିଖରେ ବିଜେପିର ବରିଷ୍ଠ କର୍ମୀ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସମ୍ୱଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ  

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବାହାଡାପଶି ଗ୍ରାମ ନିକଟ ବାରକୋଟ ଦଳମଳ କେନ୍ଦ୍ର ସମ୍ମୁଖରେ ଶନିବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକକ ହେଲେ ଗୁରାଣ୍ଡିଖୋଳ ଗ୍ରାମର ପ୍ରଦୀପ ଭୂୟାଁ। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ହକି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ

ଦେବଗଡ଼ : ଓଡ଼ିଶାରେ ପରିଭ୍ରମଣ କରୁଥିବା ହକି ବିଶ୍ୱକପ୍ ଟ୍ରଫି ବୁଧବାର ରାତିରେ ଦେବଗଡ଼ ଜିଲ୍ଲାରେ ପହଞ୍ଚିଥିଲା। ତେବେ ଗୁରୁବାର ସକାଳେ ହକି ବିଶ୍ବକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ‘ଆଇ ଲଭ ଦେବଗଡ଼’ ଠାରେ ହକି…
ଅଧିକ ଖବର ଦେଖନ୍ତୁ...

ଟିପିରିସିଂହାରେ ବିଚିତ୍ର ପରମ୍ପରା: ଖଟରେ ଶୋଉନାହାନ୍ତି ଗାଁଲୋକ

ଦେବଗଡ଼ : ଦଉଡ଼ି ଖଟରେ ଶୋଇଲେ ଗ୍ରାମଦେବୀ ରୋଷ ହେବେ ସେଥିପାଇଁ କାହିଁ କେଉଁଦିନରୁ ଖଟରେ ଶୁଅନ୍ତିନି ଗ୍ରାମବାସୀ। ଆଜିର ଏହି ଅତ୍ୟାଧୁନିକ ଯୁଗରେ ମଧ୍ୟ ଏଭଳି ଏକ ପ୍ରଥାକୁ ବଞ୍ଚାଇ ରଖିଛନ୍ତି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଟିପିରିସିଂହା ଗ୍ରାମବାସୀ। ଯେଉଁଠି ଖଟ ପରିବର୍ତ୍ତେ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ହତ୍ୟା: ମଦ ପିଇବାକୁ ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା କଲା ପୁଅ

ଦେବଗଡ଼: ନୂଆବର୍ଷରେ ପୁଅର ଅମାନବୀୟକାଣ୍ଡ। ନୂଆବର୍ଷ ପାଳନ ପାଇଁ ମଦ ପିଇବାକୁ ଟଙ୍କା ନ ଦେବାରୁ ବାପାଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମରେ। ପୁଅର ଛୁରାମାଡ଼ରେ ବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ମୃତକ…
ଅଧିକ ଖବର ଦେଖନ୍ତୁ...