ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଦେବଗଡ଼ ଜିଲ୍ଲାରୁ ତୀର୍ଥ ଯାତ୍ରାରେ ଯିବେ ୨୭ ବରିଷ୍ଠ ନାଗରିକ

ଦେବଗଡ଼: ରାଜ୍ୟର ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି। ୨୦୧୯-୨୦ ବର୍ଷରେ କରୋନା ମହାମାରୀ ଯୋଗୁଁ ଯାଇ ପାରି ନଥିବା ତୀର୍ଥ ଯାତ୍ରୀଙ୍କ ନିମନ୍ତେ ପୁଣି ଥରେ ସୁଯୋଗ ଆଣିଛନ୍ତି ସରକାର।…
ଅଧିକ ଖବର ଦେଖନ୍ତୁ...

ରାସ୍ତା ନଥିବାରୁ ୨୮ ଗାଁକୁ ଯାଉନି ଆମ୍ବୁଲାନ୍ସ

ଦେବଗଡ଼ : ଦେବଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଭଲ ରାସ୍ତା ନ ଥିବାରୁ ଆଜି ବି ପ୍ରସବ ମହିଳାଙ୍କୁ ଖଟିଆରେ ବୁହା ହେବା ଓ ରୋଗୀଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ବୋହି ଆମ୍ବୁଲାନ୍ସରେ ପାଖକୁ ଆଣିବା ଘଟଣା ବହୁ ସମୟରେ ଦେଖିବାକୁ ମିଳୁଛି। ଇତିମଧ୍ୟରେ ଦେବଗଡ଼ ଜିଲ୍ଲା ଗଠନକୁ ୨୮ ବର୍ଷ…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ଦେବଗଡ଼ : ୪୯ନଂ ଜାତୀୟ ରାଜପଥର ପୁରୁଣାଗଡ଼ ସ୍ଥିତ ଓଭରବ୍ରିଜରେ ଆଜି ରାତିରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଇକ୍‌ରେ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଖବରଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନଥିବା ବେଳେ ଆହତ ଜଣକ ବାରକୋଟ ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ପ୍ରଥମ ଥର ପାଇଁ ମହିଳା କିଣିଲେ ଧାନ  

ରିଆମାଳ: ଦେବଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା କିଣିଲେ ଧାନ। ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚୟତ ତେଲିମୁଣ୍ଡାର ପଦ୍ମାଳୟ ଏସ୍ଏଚ୍‌ଜି ଧାନ କିଣା ଆରମ୍ଭ କରିଛି। ଗ୍ରୁପ୍‌ର ସଭାପତି ରାନୁ ପ୍ରଧାନ ଓ ସମ୍ପାଦକ ମମତା ବିଶ୍ବାଳଙ୍କ ତତ୍ବାବଧାନରେ ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ…
ଅଧିକ ଖବର ଦେଖନ୍ତୁ...

ହଜିଯାଉଛି ନବବର୍ଷ ଅଭିନନ୍ଦନ ପତ୍ର            

ଦେବଗଡ: ୪ ଦିନ ପରେ ନୂଆ ବର୍ଷ। ପୂର୍ବରୁ ଯୁବ ପିଢ଼ିଠାରୁ ଆରମ୍ଭ କରି ସମସ୍ତେ ଗ୍ରିଟିଙ୍ଗ୍ସ କାର୍ଡ ମାଧ୍ୟମରେ ଦୂରରେ ଥିବା ବନ୍ଧୁ ତଥା ପରିବାର ଲୋକଙ୍କୁ ନୂତନ ବର୍ଷର ଶୁଭେଛା ଜଣାଉଥିଲେ। ନବବର୍ଷ ଅଭିନନ୍ଦନ ପତ୍ର ସେତେବେଳେ ନବବର୍ଷ ଶୁଭେଛା ପ୍ରଦାନ କରିବାର ମୁଖ୍ୟ ମାଧ୍ୟମ ରହିଥିଲା।…
ଅଧିକ ଖବର ଦେଖନ୍ତୁ...

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଳକ ମୃତ

ଦେବଗଡ: ୪୯ ନମ୍ବର ଜାତୀୟ ରାଜପଥର କଂସର ଦ୍ଵିବାଟି ଛକ ନିକଟରେ ଶନିବାର ରାତିରେ ୨ଟି ଟ୍ରକ ମଧ୍ୟରେ ମୁହାଁମୁଁହି ଧକ୍କା ହୋଇଛି। ଏଥିରେ ଗୋଟିଏ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ହେଲେ ବିହାର ରାଜ୍ୟର ସତ୍ୟାନନ୍ଦ କୁମାର। ମିଳିଥିବା ସୂଚନାନୁଯାୟୀ କୁକୁଡ଼ା ଦାନା ନେଇ…
ଅଧିକ ଖବର ଦେଖନ୍ତୁ...

ବାମଣ୍ଡା କପ୍‌ କ୍ରିକେଟ୍: କେନ୍ଦୁଝର ଏକାଦଶ ବିଜୟୀ 

ଦେବଗଡ଼: ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ବାମଣ୍ଡା କ୍ରିକେଟ୍‌ କ୍ଲବ ପକ୍ଷରୁ ଆୟୋଜିତ ୩୨ତମ ବାମଣ୍ଡା କପ୍‌ କ୍ରିକେଟ ପ୍ରତିଯୋଗିତାର ଶନିବାର ରାଉରକେଲାର ୟୁଥ୍‌ କ୍ଲବ ଓ କେନ୍ଦୁଝର ଏକାଦଶ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଦଳ ଟସ ଜିତି ରାଉରକେଲାକୁ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ବାମଣ୍ଡା କପ୍‌ କ୍ରିକେଟ୍ ଉଦ୍‌ଘାଟିତ 

ଦେବଗଡ଼: ବାମଣ୍ଡା କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୩୨ତମ ବାମଣ୍ଡା କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀରେ ବ୍ଲୁ ଡାଇମଣ୍ଡ ବରଗଡ଼ ବନାମ କେନ୍ଦୁଝର ଏକାଦଶ ମଧ୍ୟରେ ଟ୍ୱେଣ୍ଟି -୨୦ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ମହିଳା ଅସୁରକ୍ଷିତ: କାଇନାତ କାଜି

ଦେବଗଡ଼ : ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା କାଇନାତ କାଜି ୨ଦିନିଆ ଦେବଗଡ ଗସ୍ତରେ ଆସିଛନ୍ତି। ଏ ପରିପ୍ରେକ୍ଷୀରେ ସଂଧ୍ୟାରେ ବିଜେପି ପକ୍ଷରୁ ବିଧାୟକଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଥିବା…
ଅଧିକ ଖବର ଦେଖନ୍ତୁ...

ଚିନି ଭାବି ୟୁରିଆ ଖାଇ ଶିଶୁ ଅସୁସ୍ଥ

ଦେବଗଡ଼: ଚିନି ଭାବି ୟୁରିଆ ସାର ଖାଇ ଜଣେ ଶିଶୁ ଅସୁସ୍ଥ ହୋଇପଡ଼ିଥିବା ଜଣାପଡିଛି। ଅସୁସ୍ଥ ଶିଶୁ ଜଣକ ହେଲା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ପଡିଆନାଳୀ ଗ୍ରାମର ରମେଶ ପାତ୍ର ପୁଅ ସାହିଲ (୫)। ମିଳିଥିବା ସୂଚନାନୁଯାୟୀ ଚାଷରେ ବ୍ୟବହାର କରିବା ପାଇଁ ରମେଶ ଘରେ ୟୁରିଆ ସାର ରଖିଥିଲେ।…
ଅଧିକ ଖବର ଦେଖନ୍ତୁ...