ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଚିନି ଭାବି ୟୁରିଆ ଖାଇ ଶିଶୁ ଅସୁସ୍ଥ

ଦେବଗଡ଼: ଚିନି ଭାବି ୟୁରିଆ ସାର ଖାଇ ଜଣେ ଶିଶୁ ଅସୁସ୍ଥ ହୋଇପଡ଼ିଥିବା ଜଣାପଡିଛି। ଅସୁସ୍ଥ ଶିଶୁ ଜଣକ ହେଲା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ପଡିଆନାଳୀ ଗ୍ରାମର ରମେଶ ପାତ୍ର ପୁଅ ସାହିଲ (୫)। ମିଳିଥିବା ସୂଚନାନୁଯାୟୀ ଚାଷରେ ବ୍ୟବହାର କରିବା ପାଇଁ ରମେଶ ଘରେ ୟୁରିଆ ସାର ରଖିଥିଲେ।…
ଅଧିକ ଖବର ଦେଖନ୍ତୁ...

ଚିରଗୁଣିକୁଦରରେ ଧାନ ଖଳାରେ ଚାଷୀଙ୍କୁ ଦଳିଦେଲା ହାତୀ

ରିଆମାଳ: ଦେବଗଡ଼ ଜିଲ୍ଲାରେ ଥମୁନି ହାତୀ ଓ ମଣିଷ ଭିତରେ ଲଢ଼େଇ। ରିଆମାଳ ରେଞ୍ଜ କୋଲବସା ପଞ୍ଚୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଚାଷୀକୁ ଦଳି ଦେଇଛି ଏକ ହାତୀ। ମୃତ ଚାଷୀ ଜଣକ ହେଉଛନ୍ତି ଚିରଗୁଣିକୁଦର ଗ୍ରାମର ରମେଶ କିସାନଙ୍କ ପୁଅ ଭାଗ୍ୟ କିସାନ (୩୫)। ଭାଗ୍ୟ କିସାନ ଧାନ ଖଳାରେ ଧାନ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ତାର ଲାଗି ମାଈ ହାତୀ ମୃତ୍ୟୁ ଘଟଣା, ୨ ଚାଷୀ ଗିରଫ  

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ଘଟଣାରେ ଶୁକ୍ରବାର ରାତିରେ ଦୁଇ ଜଣ ଜମି ମାଲିକ ତଥା କମଳା ଚାଷୀଙ୍କୁ କୋର୍ଟଚାଲାଣ କରିଛି ବନ ବିଭାଗ।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ତାର ଲାଗି ହାତୀ ମୃତ୍ୟୁ ଘଟଣା, ୨ ଅଟକ  

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାରରେ ଲାଗି ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଇ ଜଣ ଜମି ମାଲିକ ଗୋଲେଖ ଚନ୍ଦ୍ର ବିଶ୍ବାଳ (୫୨)ଓ ଆଉ ଜଣେ ରୁଦ୍ର ନାରାୟଣ ବିଶ୍ବାଳ…
ଅଧିକ ଖବର ଦେଖନ୍ତୁ...

ଗୁଳିମାଡ଼ରେ ମହିଳା ଆହତ

ଦେବଗଡ଼ : ବାରକୋଟ ଥାନା ସିହଂଶାଳ ପଞ୍ଚାୟତ ଅନ୍ତର୍ଗତ କଦୋଗୁଡା ଗ୍ରାମରେ ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ରାଜେଶ ମହନ୍ତଙ୍କ ପତ୍ନୀ ଋକ୍ମିଣୀ ମହନ୍ତ (୩୦) ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ  ରହିଛି। ଋକ୍ମିଣୀ ଘର ଭିତରେ ରୋଷେଇ କରୁଥିବା ବେଳେ କେହି…
ଅଧିକ ଖବର ଦେଖନ୍ତୁ...

ରିଆମାଳରେ ମାଈ ହାତୀର ମୃତ୍ୟୁ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣୀ ଗ୍ରାମ ନିକଟରେ ଥିବା ଏକ କମଳା ବଗିଚା କଡରେ ହାତୀ ପଡି ରହିଛି। ରାତି ୨ ଟା ବେଳେ ୧୭ ରୁ ୧୮ ପଟ ହାତୀ ଏକ ସଙ୍ଗେ ଆସିଥିଲେ।…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ମହିଳାଙ୍କୁ ଗୁଳିମାଡ଼: ଗରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି

ଦେବଗଡ଼: ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସିଂହଶାଳ ପଞ୍ଚାୟତର କଦୋଗୁଡ଼ା ଗାଁର ଜଣେ ମହିଳାଙ୍କୁ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି । ଏଣେ ମହିଳାଜଣକ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଉଦ୍‌ଯାପିତ

ଦେବଗଡ଼: ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ୍‌ ହଲ୍‌ରେ ଚାଲିଥିବା ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲର ପକ୍ଷରୁ ଓଡ଼ିଆ ନାଟକ ‘ଲୁହର ରଙ୍ଗ’ ମଞ୍ଚସ୍ଥ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

୨ ବେଆଇନ୍ ବନ୍ଧୁକ ଜବତ, ଯୁବକ ଗିରଫ    

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ପୁଲିସ୍‌ ଦୁଇଟି ବେଆଇନ ବନ୍ଧୁକ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଉକ୍ତ ଗ୍ରାମର ପୁଲସ୍ତି ଧୀବର (୩୪)। ମିଳିଥିବା ସୂଚନାନୁସାରେ ପୁଲସ୍ତି ନିଜ ଘରେ ବେଆଇନ ବନ୍ଧୁକ ରଖିଥିବା ପୁଲିସ…
ଅଧିକ ଖବର ଦେଖନ୍ତୁ...

ବେଆଇନ ବନ୍ଧୁକ ଜବତ, ଯୁବକ ଗିରଫ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଆଜି ଜଣେ ଯୁବକକୁ ବାରକୋଟ ଥାନା ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅକ୍ଷରଶିଳାଗ୍ରାମର ପୁଲସ୍ତି ଧୀବର(୩୪) । ଅଭିଯୁକ୍ତଙ୍କ ନିକଟରୁ ୨ଟି ବନ୍ଧୁକ ଜବତ କରିଛି ପୁଲିସ । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...