ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଜମି ହୁଡ଼ାରୁ ମୃତଦେହ ଉଦ୍ଧାର     

ଦେବଗଡ଼: ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ବୁଧବାର ଜମି ହୁଡାରୁ ସେହି ଗାଁର ବୁଧୁରାମ ମାଝୀ (୫୩)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧୁରାମ ମଙ୍ଗଳବାରଠାରୁ ଘରୁ ନିଖୋଜ ଥିଲେ। ବୁଧବାର ସକାଳେ ତାଙ୍କ ମୃତଦେହ ଜମି ହୁଡାରେ ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର…
ଅଧିକ ଖବର ଦେଖନ୍ତୁ...

ତେନ୍ତୁଳି ଗଛ ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀରରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଟିଙ୍କବୀର ଧୋବା ସାହିର ଏକ ତେନ୍ତୁଳି ଗଛ ମୂଳରେ ପଡ଼ି ରହିଥିଲା। କେହି ଜଣେ ମହିଳା ନିଜର ନବଜାତ ନ୍ୟାକୁ ଜନ୍ମ ଦେଇ ଫେରାର଼୍ ମାରିଥିବା କୁହାଯାଉଛି। ଲୋକେ ଛୁଆଟି କାନ୍ଦୁଥିବା ଶବ୍ଦ…
ଅଧିକ ଖବର ଦେଖନ୍ତୁ...

ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ: ୯ ଗିରଫ

ରିଆମାଳ: ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗତ ସୋମବାର ଦିନ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ୯ ଜଣ ଶିକାରୀକୁ ଗିରଫ କରିଛି…
ଅଧିକ ଖବର ଦେଖନ୍ତୁ...

ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ

ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର କୁରଡ ଗ୍ରାମ ନିକଟରେ ଆଜି ବାଇକ ଧକ୍କାରେ ଜଣେ ସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କୁରଡ ଗ୍ରାମର ବିନୋଦ ବାଘ(୬୦) । ଅନ୍ୟପଟେ ବାଇକ ଚାଳକ ଶିକ୍ଷକ କସ୍ତୁ ଝାଙ୍କର ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମ ପତ୍ରା ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ଲୁଚାଇବା ପାଇଁ କେହି ଉକ୍ତ ବିଦ୍ୟୁତ୍ ତାରକୁ ନେଇ ଯାଇଥିବା ବେଳେ ଘଟଣାସ୍ଥଳରେ କାଠ ଖୁଣ୍ଟି ଓ…
ଅଧିକ ଖବର ଦେଖନ୍ତୁ...

ବିରାଟ ପେଚା ଉଦ୍ଧାର

ଦେବଗଡ଼: ଦେବଗଡ଼ ବନାଞ୍ଚଳ ତିଲେଇବଣି ସେକ୍ସନ ଅନ୍ତର୍ଗତ କୁରଡ଼ ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରୁ ଆହତ ଅବସ୍ଥାରେ ଏକ ବିରାଟକାୟ ପେଚାକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଗ୍ରାମର ସୁଶିଲ ପ୍ରଧାନ, ପ୍ରେମାନନ୍ଦ ସାହୁ, ପୁପୁନ ବେହେରା ଦେଖିବା ପରେ ବନ ବିଭାଗକୁ…
ଅଧିକ ଖବର ଦେଖନ୍ତୁ...

କୁମୁରାପାଲିରେ ଚର୍ଚ୍ଚ ନିର୍ମାଣ ନେଇ ଉତ୍ତେଜନା   

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଢୋଲପଡ଼ା ପଞ୍ଚାୟତ ଅନ୍ତର୍ଗତ କୁମୁରାପାଲି ଗ୍ରାମରେ ଚର୍ଚ୍ଚ ନିର୍ମାଣକୁ ନେଇ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁସାରେ ଗ୍ରାମର ଗାବ୍ରେଲ୍ କୁଲ୍ଲାଙ୍କ ପୂର୍ବ ପୁରୁଷ ଏହି ଜମିକୁ ଅକ୍ତିଆର କରି ଚାଷ କରୁଥିଲେ। ଜମିଟି ୧୨ ଡିସିମିଲ୍…
ଅଧିକ ଖବର ଦେଖନ୍ତୁ...

ଏନ୍‌ପିଏସ୍ ଶିକ୍ଷକ ସଂଘର ୪ ଦଫା ଦାବିପତ୍ର 

ଦେବଗଡ଼: ନୂତନ ପେନସନ ଅନ୍ତର୍ଭୁକ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଶନିବାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଗୋପାଳଜିଉ ମନ୍ଦିରରେ ସଂଘ ସଭାପତି ତ୍ରିନାଥ ଖୁଣ୍ଟିଆଙ୍କ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପ୍ରୋଗ୍ରାମ୍ ମ୍ୟାନେଜରଙ୍କୁ ହତ୍ୟା ଧମକ 

ଦେବଗଡ଼: ତିଲେଇବଣି ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପ୍ରୋଗ୍ରାମ ମ୍ୟାନେଜର ଦୀପକ ବେହେରାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଶ୍ରୀ ବେ‌ହେରା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶୁକ୍ରବାର ରାତିରେ ବ୍ଲକ୍‌ ଉପାଧ୍ୟକ୍ଷା ଆରତୀ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ଯୁବକର ମୃତ୍ୟୁ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖାରୁମୁଣ୍ଡା ଗ୍ରାମ ନିକଟରେ ଆଜି ଏକ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ବାରକୋଟ ବ୍ଲକ ଅନ୍ତର୍ଗତ ଝୁମ୍ଫୁରା ଗ୍ରାମର ସନ୍ତୋଷ ପାତ୍ର(୩୮)। ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷ କୌଣସି…
ଅଧିକ ଖବର ଦେଖନ୍ତୁ...