ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ରଜାମୁଣ୍ଡା ଚୋରି ଘଟଣାରେ ୨ ଗିରଫ

ଦେବଗଡ଼: ଗତ ରବିବାର ବିଳମ୍ବିତ ରାତିରେ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡାର ପ୍ରଦୀପ ସାହୁଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ଦେବଗଡ଼ ପୁଲିସ୍‌ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରଘୁ କାରିଗର ଓ ରାକେଶ ସ୍ୱାଇଁ। ସେମାନଙ୍କଠାରୁ ପୁଲିସ୍‌ କାନଫୁଲ, ପାଉଁଜି, ଲେଡିଜ୍‌ ଓ୍ଵାଚ୍‌, ଦୁଇଟି…
ଅଧିକ ଖବର ଦେଖନ୍ତୁ...

ଫ୍ୟୁଜ୍‌ ବାନ୍ଧିବା ବେଳେ ଟ୍ରାନ୍ସଫର୍ମର ଉପରେ ପଡ଼ି ଯୁବକ ମୃତ

ପାଇକମାଲ: ପାଇକମାଲ ଥାନା ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଭୁତମୁଣ୍ଡା ଗାଁରେ ଖୁଣ୍ଟରେ ଚଢ଼ି ଫ୍ୟୁଜ୍‌ ବାନ୍ଧିବା ବେଳେ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର୍‌ ଉପରେ ପଡ଼ିଯିବାରେ ବିଦ୍ୟୁତ୍‌ ଆଘାତରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ଆଜି ଦିନ ପ୍ରାୟ ୧ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ଶ୍ୱଶୁର ଘରେ ଜ୍ୱାଇଁକୁ ହତ୍ୟା ମାମଲା : ଶ୍ୱଶୁର, ଶଳା ସମେତ ୫ ଗିରଫ

ଦେବଗଡ଼ : ବୁଧବାର ଘରୋଇ କଳହକୁ କେନ୍ଦ୍ର କରି ଜିଲ୍ଲାର ଗୋବିନ୍ଦପୁର ଗାଁରେ ଶ୍ୱଶୁର ଘର ଲୋକ ଜ୍ୱାଇଁକୁ ପିଟି ପିଟି ହତ୍ୟା କରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦେବଗଡ଼ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଶ୍ୱଶୁର, ଶଳା, କକା ଶ୍ୱଶୁର ଓ ଅନ୍ୟ ୨ଜଣ ମୋଟ୍‌ ୫ ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଏଟିଏମ ହୋର୍ଡିଂ ଖସି ପଡ଼ିଛି

ଦେବଗଡ: ସହରରେ କଚେରୀ ରୋଡ ଏସବିଆଇ ଏଟିଏମର ହୋର୍ଡିଂ ଖସି ପଡି ଗେଟ ସମ୍ମୁଖରେ ପଡିଛି। ସାଧାରଣ ଲୋକ ଓ ଉପଭୋକ୍ତା ଏହାଦ୍ୱାରା ବହୁ ହଇରାଣ ହେଉଛନ୍ତି। ହୋର୍ଡିଂ ଖସି ପଡ଼ିବା ପରେ ବି କର୍ତୃପକ୍ଷ ଏହା ଉପରେ ଧ୍ୟାନ ଦେଇ ନଥିବା ଜଣାପଡ଼ିଛଇ। ଉକ୍ତ ରାସ୍ତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବହୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଜାମିନ ନାମଞ୍ଜୁର

ସମ୍ବଲପୁର/ଭୁବନେଶ୍ୱର/ଦେବଗଡ଼: ରେଙ୍ଗାଲୀ ବିସ୍ଥାପିତଙ୍କ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଜାମିନ ଆବେଦନକୁ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହେବା…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନ ଗିରଫ

ଭୁବନେଶ୍ୱର/ଦେବଗଡ଼: ରେଙ୍ଗାଲୀ ବିସ୍ଥାପିତଙ୍କ ଅର୍ଥ ହଡ଼ପ ଅଭିଯୋଗରେ ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନ ମଙ୍ଗଳବାର ଗିରଫ ହୋଇଛନ୍ତି। ବିଧାୟକ ପ୍ରଧାନଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। କ୍ରାଇମବ୍ରାଞ୍ଚ ଶାଖା ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଅସଦାଚରଣ ଏବଂ ହତ୍ୟା ଉଦ୍ୟମ

ଦେବଗଡ଼: ଦେବଗଡ଼ ଥାନା ମାକରମୁଣ୍ଡା ଗାଁର ଜଣେ ମହିଳାଙ୍କୁ ଅସଦାଚରଣ ସହିତ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତା ମହିଳା ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ଗୁରୁବାର ଦିନ ମାକରମୁଣ୍ଡା ଗାଁରେ…
ଅଧିକ ଖବର ଦେଖନ୍ତୁ...

୪ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ଦେବଗଡ଼: ଗତ ୨୭ ତାରିଖ ବିଳମ୍ବତ ରାତିରେ ଦେବଗଡ଼ ମହୁଲଢିପା ସାହିର ସ୍ୱର୍ଗତ ତ୍ରିଲୋଚନ ଦେହୁରୀଙ୍କ ଘରୁ ଚୋରି ହୋଇଥିଲା। ଚୋରମାନେ ତାଙ୍କ ଘରୁ ସୁନା ମୁଦି, କାନ ଫୁଲ ସହ ୪ଟି ପିତ୍ତଳ ହାଣ୍ଡି ଓ ୧୦ ହଜାର ଟଙ୍କା ନେଇ ଯାଇଥିବା ସ୍ୱର୍ଗତ ଦେହୁରୀଙ୍କ ପତ୍ନୀ ଇନ୍ଦୁମତି ଦେହୁରୀ ଦେବଗଡ଼ ଥାନାରେ…
ଅଧିକ ଖବର ଦେଖନ୍ତୁ...

ବାଇକ ଦୁର୍ଘଟଣାରେ ୨ ଗୁରୁତର

ଦେବଗଡ: ରବିବାର ମଧ୍ୟାହ୍ନ ସମୟରେ ଦେବଗଡ ଥାନା ବିଜୟନଗର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସମରଖାଇ ଗ୍ରାମର ନାରାୟଣ ମହାକୁଳଙ୍କ ପୁଅ ବୁଲୁ ମହାକୁଳ (୨୪) ଓ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ସେବାଧାମ କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ, ୩ ଗୁରୁତର

ଦେବଗଡ଼/ରିଆମାଳ : ମୃତ୍ୟୁ କାହା ପାଇଁ କେଉଁ ପରିସ୍ଥିତିରେ ଆସିବ ତାହା କେହି ବି କହିପାରିବେ ନାହିଁ। ଚାରିଆଡ଼େ ଦଶହରା ଉତ୍ସବ ପାଇଁ ଖୁସିର ପରିବେଶ ଥିବା ବେଳେ ଏକ ଅଭାବନୀୟ ପରିସ୍ଥିତିରେ ଆଖି ବୁଜିବାକୁ ପଡ଼ିଛି ଦୁଇ ଜଣ ନିରୀହ ଶିଶୁଙ୍କୁ। ଘଟଣାଟି ଘଟିଛି ଶନିବାର ସକାଳେ ଦେବଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...