ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଗୋହିରା ଡ୍ୟାମରୁ ଜଳ ନିଷ୍କାସନ ବେଳେ ୯ ଜଣ ଭାସିଗଲେ: ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ହେଲେ

ରିଆମାଳ: ଦେବଗଡ଼ ଜିଲ୍ଲାର ଗୋହିରା ଡ୍ୟାମରୁ ଶୁକ୍ରବାର ଜଳ ନିଷ୍କାସନ ବେଳେ ତଳ ମୁଣ୍ଡରେ ଥିବା ଗୋହିରାନାଳରେ ଫଟୋ ଉଠାଇବାକୁ ଯାଇଥିବା ୫ ଜଣ ଓ ଗାଧୋଇବାକୁ ଯାଇଥିବା ୪ଜଣ ଭାସିଯାଇଥିଲେ।ସେମାନେ ସମସ୍ତେ ରିଆମାଳ ଥାନା କଂସରଫାଣ୍ଡି ଦୁଧିଆନାଳୀ ପଞ୍ଚାୟତ ଅନ୍ତର୍ଗତ ଜାମ୍ବୁନାଳୀ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ପଞ୍ଚାୟତ ଜଗୁଆଳି ମୃତ

ରିଆମାଳ : ରିଆମାଳ ଥାନା ଗୁଣ୍ଡିଆପାଲି ପଞ୍ଚାୟତର ରାତ୍ର ଜଗୁଆଳି ଯାତ୍ରା ନାୟକ (୫୫)ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଯାତ୍ରା ଗୁରୁବାର ଅପରାହ୍‌ଣ ୩ ଟାରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜା ଖୋଜି କରି ନିରାଶ ହୋଇଥିଲେ। ଏ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଯୁବକ ଗୁରୁତର

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରେ ହାତୀ ଆକ୍ରମଣରେ ସାଇକଲ ଅରୋହୀ ଶରତ ଶବର (୪୫) ଗୁରୁତର ହୋଇଛନ୍ତି। ବାଘବର ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ଶରତ ବୁଧବାର ରାତି ୮ଟାରେ କଣ୍ଟାବାହଳରୁ ନିଜ ଗାଁକୁ ଫେରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କିରାସିନି ବଣ୍ଟନ ବେଳେ ଯୋଗାଣ ସହାୟକଙ୍କୁ ଆକ୍ରମଣ

ଦେବଗଡ଼: ବାରକୋଟ ବ୍ଲକ୍‌ ବଳମ ପଞ୍ଚାୟତରେ କିରାସିନି ବଣ୍ଟନ ବେଳେ ସଂପୃକ୍ତ ପଂଚାୟତର ଯୋଗାଣ ସହାୟକ ସଞ୍ଜୀବ ବିଶ୍ବାଳଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ହାତୀ ଘଉଡାଇବାକୁ ଯାଇ ଆକ୍ରମଣରେ ଶିକାର ହେଲେ ଚାଷୀ, ଦିନକ ପରେ ଉଦ୍ଧାର

ରିଆମାଳ: ହାତୀ ଘଉଡାଇବାକୁ ଯାଇ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଇରିପାଲି ଗ୍ରାମର ଜଣେ ଚାଷୀ ଆକ୍ରମଣର ଶିକାର  ହୋଇଛନ୍ତି। ଯୁବକ ଜଣଙ୍କର ପିଞ୍ଜରା ଓ ଦେହକୁ ଆଘାତ ଲାଗିଛି। ତେବେ ହାତୀ ଆକ୍ରମଣର ୨୪ ଘଣ୍ଟା ପରେ ସଂପୃକ୍ତ ଯୁବକଙ୍କୁ ଜମିରୁ ଉଦ୍ଧାର କରାଯାଇ…
ଅଧିକ ଖବର ଦେଖନ୍ତୁ...

ବେଆଇନ ବନ୍ଧୁକ ଜବତ, ଯୁବକ ଗିରଫ  

ଦେବଗଡ଼: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଶୁକ୍ରବାର ବାରକୋଟ ଥାନା ପୁଲିସ ଜୟପିଛୁଳା ଗ୍ରାମର ମହାନ୍ତି ମୁଣ୍ଡା (୨୫)କୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ, ଦୁର୍ଗା ପୂଜା ଉପଲକ୍ଷେ ଜିଲ୍ଲାର ସମସ୍ତ ଥାନାଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ସ୍ବତନ୍ତ୍ର ପାଟ୍ରୋଲିଂ ଚାଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଅସହାୟ ବୃଦ୍ଧାଙ୍କ ମୃତ୍ୟୁ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ଦେବଗଡ଼ : ଦେବଗଡ଼ ପୌର ପରିଷଦ ୫ ନଂ ୱାର୍ଡରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର କେହି ନଥିବାରୁ ଶବ ପଡ଼ି ରହିଥିଲା। ମାନବିକତା ଦେଖାଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ହ୍ୟାପି ଟୁ ହେଲ୍ପ ଫାଉଣ୍ଡେସନ୍‌ର ସଦସ୍ୟ ଓ ଅନ୍ୟ ସ୍ବେଚ୍ଛାସେବୀ ମିଶି ଶବ ସତ୍କାର କରିଥିଲେ। ସୂଚନା…
ଅଧିକ ଖବର ଦେଖନ୍ତୁ...

ଗୋରୁ ମାଂସ ବିକ୍ରି ବେଳେ ଉତ୍ତେଜନା   

ଦେବଗଡ଼: ଦେବଗଡ଼ ଥାନାଞ୍ଚଳର ବଡବାଲିପଶି ଗ୍ରାମରେ ବୁଧବାର ଗୋରୁ ମାଂସ ବିକ୍ରି ବେଳେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ପାଇ ଦେବଗଡ଼ ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କଟା ଗୋରୁ ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ରିଆମାଳ ବନ ବିଭାଗର ଜଗୁଆଳିଙ୍କ ଆତ୍ମହତ୍ୟା  

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନ ବିଭାଗ କର୍ମଚାରୀ ପୌଲସ୍ତି ପ୍ରଧାନ (୫୦) ମଂଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମର ପୌଲସ୍ତି ଜଗୁଆଳି ଭାବରେ କାର୍ଯ୍ୟରତ ଥିଲେ। ତେବେ, ଦରମା ପାଉ ନ ଥିବାରୁ ମାନସିକ ଅଶାନ୍ତି ଯୋଗୁଁ ସେ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ବନ ବିଭାଗର ଜଗୁଆଳଙ୍କ ଆତ୍ମହତ୍ୟା: ଦରମା ଦେଉ ନ ଥିବାରୁ ପରିବାର ମଧ୍ୟରେ କଳହ ଲାଗିଥିଲା, ଥାନାର ଦ୍ବାରସ୍ଥ ହେଲେ…

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନ ବିଭାଗର ପ୍ଲାଣ୍ଟେସନର ଜଣେ ଜଗୁଆଳ ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ବନ ବିଭାଗର କାର୍ଯ୍ୟ କରି ଦରମା ପାଇ ନ ଥିବାରୁ ଆତ୍ମହତ୍ୟା କରି ଥିବା ପରିବାର ଲୋକ ରିଆମାଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ରିଆମାଳ ଥାନା ନାଉଲିପଡା…
ଅଧିକ ଖବର ଦେଖନ୍ତୁ...