ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଦେବଗଡ଼ ଶିଶୁକନ୍ୟା ଅପହରଣ ମାମଲା: ସୁନ୍ଦରଗଡ଼ ପାର୍ବତୀ ରେସିଡେନ୍ସିକୁ ଆସିଥିଲେ ଅପହର୍ତ୍ତା

ସୁନ୍ଦରଗଡ଼: ୧୮ ତାରିଖରେ ଦେବଗଡ଼ର ଶିଶୁକନ୍ୟା ପିହୁକୁ ଅପହରଣ କରି ଦୁର୍ବୃତ୍ତମାନେ ସୁନ୍ଦରଗଡ଼ ନେଇ ଆସିଥିଲେ। ଏକ ଧଳା ରଙ୍ଗାର କାରରେ ଆସି ସହରର ମିସନରୋଡସ୍ଥିତ ହୋଟେଲ ପାର୍ବତୀ ରେସିଡେନ୍ସି ନିକଟରେ ଅଟକିଥିଲେ। ରାତି ୧୦ଟା ୩୭ରେ ହୋଟେଲ ଭିତରକୁ ୨ ଜଣ ଯାଇ ରୁମ୍ ମାଗିଥିଲେ। ହୋଟେଲ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

ସୁନ୍ଦରଗଡ଼/ଦେବଗଡ଼: ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ…
ଅଧିକ ଖବର ଦେଖନ୍ତୁ...

ଟିଉସନରୁ ଫେରୁଥିବାବେଳେ ନାବାଳିକାକୁ ଅପହରଣ: ନାବାଳିକାକୁ ବାଇକରେ ଟେକି ନେଲେ ଦୁର୍ବୁତ୍ତ

ଦେବଗଡ଼: ଦେବଗଡ ସହରର ଡେଲି ମାର୍କେଟ ଛକ ନିକଟରେ ଆଜି ସଂଧ୍ୟାରେ ନିଜ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ନିଜ ଘର ସମ୍ମୁଖରୁ ଜଣେ ନାବାଳିକାକୁ ବାଇକରେ ଦୁର୍ବୁତ୍ତମାନେ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଉକ୍ତ ଘଟଣା ଦେବଗଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଗତକାଲି ଘରକୁ ଫେରିନଥିଲେ ପିଅନ: ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା - ମହୁଲନାଳୀ ରାସ୍ତାକଡ଼ ଜମିରୁ ଆଜି ସକାଳେ ବାରକୋଟ ଯୁକ୍ତ ୨ ମହାବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ପିଅନ ରେଙ୍ଗାଳବାହାଳର ମିଲୁ ଚରଣ ବେହେରା(୪୭)। ପରିବାରଲୋକ ତାଙ୍କୁ ହତ୍ୟା କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଶାରିରୀକ ଓ ମାନସିକ ନିର୍ଯାତନା ଅସହ୍ୟ ହେଲା: ବିଷପିଇ ଜୀବନ ହାରିଲେ ବିବାହିତ ମହିଳା

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଗୋଡଭଙ୍ଗା ଗ୍ରାମର ପରମାନନ୍ଦ ବାଘଙ୍କ ପତ୍ନୀ ରୀତାଞ୍ଜଳି ବାଘଙ୍କ ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ରୀତାଞ୍ଜଳିଙ୍କ ଭାଇ କରିଥିବା ଅଭିଯୋଗ ଅନୁସାରେ ୯ ବର୍ଷ ତଳେ ପରମାନନ୍ଦ ଓ ଅନୁଗୁଳ ଜିଲ୍ଲା ଖମାର ଥାନାଞ୍ଚଳର ରୀତାଞ୍ଜଳିଙ୍କ…
ଅଧିକ ଖବର ଦେଖନ୍ତୁ...

ଉପାନ୍ତ ଅଞ୍ଚଳବାସୀଙ୍କୁ ଟମାଟୋ ଦେଇଛି ଜୀବିକା

ଦେବଗଡ଼: ବଣ ପାହାଡ଼ଘେରା ଦେବଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବରେ ଜଣାଶୁଣା ସଡ଼ୋ ପଞ୍ଚାୟତ। ପଞ୍ଚାୟତବାସୀ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିକରି ଏବଂ ପ୍ରାଣୀପାଳନ କରି ପରିବାର ପୋଷଣ କରନ୍ତି। ତେବେ ପଞ୍ଚାୟତର ଆଦିବାସୀବହୁଳ ଗ୍ରାମ କାଲଚିପଡ଼ାଡିହି, ବେଲୁଆମ, ଡଙ୍ଗାପଥର, ପତରାଝରୀ, ଟୁଲୁବଡ଼ିହି ଓ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧୫ରୁ ଖୋଲିବ ମଣ୍ଡି

ଦେବଗଡ଼: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ୨୦୨୩-୨୪ ଖରିଫ ଧାନକ୍ରୟ ନୀତି ନିର୍ଦ୍ଧାରଣ ସଂପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ୧୫…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ମୃତ ମହିଳାଙ୍କ ଶବ ରଖି ରାସ୍ତାରୋକ

ରିଆମାଳ: ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେବଗଡ଼-ଅନୁଗୁଳ‌ ୫୩ ନମ୍ବର ଜାତୀୟ ରାଜପଥ ନେଭ୍ରାପାଳ ଛକରେ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହ ରଖି ଗୁରୁବାର କ୍ଷତିପୂରଣ ଦାବିରେ ୪ ଘଣ୍ଟା ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଏଥିସହ ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଘରେ ପଶିଲା ହାଇୱା: ଦୁଇ ଗୁରୁତର, ତିନି ଘଣ୍ଟା ପରେ ଡ୍ରାଇଭର ଉଦ୍ଧାର

ରିଆମାଳ: ରିଆମାଳ ବ୍ଲକ ଦେବଗଡ଼-ଅନୁଗୁଳ ଜାତୀୟ ରାଜପଥ ତେଲିମୁଣ୍ଡାଠାରେ ରାତି ୩ଟାରେ ଏକ ମାଟି ବୋଝେଇ ହାଇୱା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ବେରିକେଡକୁ ଭାଙ୍ଗି ନାରାୟଣ ପ୍ରଧାନଙ୍କ ଘରେ ପଶି ଯାଇଛି। ଏଥିରେ ଇଟା, ସିମେଣ୍ଟ ଓ ଆଜବେଷ୍ଟସ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରିବା ପାଇଁ ଛିଡ଼ା ହୋଇଥିଲେ ଯୁବ ବ୍ୟବସାୟୀ, ଆକ୍ରମଣ କରି ଦୁର୍ବୃତ୍ତ ଲୁଟିଲେ ୬୦ ହଜାର ଟଙ୍କା

ଦେବଗଡ଼: ଘରକୁ ଫେରିବା ପାଇଁ ଛକରେ ଛିଡ଼ା ହୋଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ଅତର୍କିତ ଆକ୍ରମଣ କରି ଦୁର୍ବୃତ୍ତମାନେ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ତିଲେଇବଣୀ ବ୍ଲକ ସଦର ମହକୁମାରେ ମଙ୍ଗଳବାର ଅପରାହ୍‌ଣରେ ଏହି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି କୁନା ନାଏକ (୨୭)। ସୂଚନା…
ଅଧିକ ଖବର ଦେଖନ୍ତୁ...