ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଘରକୁ ଫେରିବା ପାଇଁ ଛିଡ଼ା ହୋଇଥିଲେ ଯୁବ ବ୍ୟବସାୟୀ, ଆକ୍ରମଣ କରି ଦୁର୍ବୃତ୍ତ ଲୁଟିଲେ ୬୦ ହଜାର ଟଙ୍କା

ଦେବଗଡ଼: ଘରକୁ ଫେରିବା ପାଇଁ ଛକରେ ଛିଡ଼ା ହୋଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ଅତର୍କିତ ଆକ୍ରମଣ କରି ଦୁର୍ବୃତ୍ତମାନେ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ତିଲେଇବଣୀ ବ୍ଲକ ସଦର ମହକୁମାରେ ମଙ୍ଗଳବାର ଅପରାହ୍‌ଣରେ ଏହି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି କୁନା ନାଏକ (୨୭)। ସୂଚନା…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ୧୭ ହଜାର ଲୁଟ୍‌

ଦେବଗଡ଼: ମାରଣାସ୍ତ୍ର ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ହୋଇଥିବା ନେଇ ଶନିବାର ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପୌରାଞ୍ଚଳ ଲାଲୁସାହିର କୁଳମଣି ସାହୁ ନିଜ…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ଦେବଗଡ଼: ତିଲେଇବଣି ବ୍ଲକର ଲଇମୁରା-କୈଳାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା‌ ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ପୌରାଞ୍ଚଳ ମହୁଲଢ଼ିପା ସାହିର ଯଶୋବନ୍ତ ନାୟକ(୨୧) ଏବଂ ଆହତ ଜଣକ ସେହି ସାହିର ସୌଭାଗ୍ୟ…
ଅଧିକ ଖବର ଦେଖନ୍ତୁ...

ବିକାଶରେ ଲାଗିଲା ବ୍ରେକ୍: ୧୫ ବର୍ଷ ହେଲା ୪ ଗ୍ରାମର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଠପ୍

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମଳେହିପଡ଼ା ପଞ୍ଚାୟତରେ‌ ରାଜ୍ୟ ସରକାରଙ୍କ ବିକାଶରେ ଲାଗିଲା ବ୍ରେକ୍। ପଞ୍ଚାୟତର ୪ ଗାଁର ରାସ୍ତା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବା ବେଳେ ଗମନାଗମନ ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି। ପଞ୍ଚାୟତର ହରିହରପୁର ମାଝିସାହିରୁ ଭାୟା ଖଣ୍ଡମୁଣ୍ଡା ଦେଇ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ସାଂସଦ-ବିଧାୟକ ମୁହାଁମୁହିଁ

ଶକ୍ତି ସୌରଭ ନନ୍ଦ ଦେବଗଡ଼: ‘ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ପୂର୍ବରୁ ଥିବା ଲୋକପ୍ରିୟତା ହରାଇ ସାରିଛନ୍ତି। ସେ ଲୋକସଭା କିମ୍ବା ବିଧାନସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କଲେ ହାରିବା ନିଶ୍ଚିତ’ ବୋଲି ବୁଧବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି ଖୋଦ୍‌ ବିଜେପିର ଦେବଗଡ଼ ବିଧାୟକ ସୁବାସ…
ଅଧିକ ଖବର ଦେଖନ୍ତୁ...

ପିକ୍ଅପକୁ ପିଟିଲା ଟ୍ରକ୍‌: ଦୁର୍ଘଟଣାରେ ୩ ମୃତ୍ୟୁ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ୫୩ ନଂ. ଜାତୀୟ ରାଜପଥର ଚଟିବରଘାଟ-କଂସରଦ୍ବିବାଟି ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏକ ପିକ୍ ଅପକୁ ଅଜଣା ଟ୍ରକ୍ ଧକ୍କା ଦେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଥାନା ବଳମ ଗ୍ରାମର ସଂଜୀବ ରାଉତ(୨୩) ଓ ଭାଲୁମୁଣ୍ଡା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ରିଆମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ଅବ୍ୟବସ୍ଥା: ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଫାଟକରେ ଝୁଲୁଛି ତାଲା

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ଆଜି ଆଜି ସକାଳ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଫାଟକରେ ତାଲା ଝୁଲୁଥିଲା। ତେବେ ଆଜି ନୁହେଁ ବହୁ ଦିନ‌ ହେଲା ବିଳମ୍ବରେ ଚିକିତ୍ସାଳୟ ଖୋଲୁଥିବା ଚାଷୀ କହିଛନ୍ତି। କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବହୁ ଗୋ…
ଅଧିକ ଖବର ଦେଖନ୍ତୁ...

୨୩ ବର୍ଷ ତଳୁ ନିଖୋଜ ଥିବା ପୁଅକୁ ପାଇଲେ ପରିବାର

ରିଆମାଳ: ଆଜିକୁ ୨୩ ବର୍ଷ ତଳେ ନିଖୋଜ ହୋଇଯାଇ ଥିବା ରିଆମାଳ ବ୍ଲକ୍ ପରା ପଞ୍ଚାୟତ ତାଳବାହାଳି ଗ୍ରାମର ହାଡ଼ିବନ୍ଧୁ ପ୍ରଧାନଙ୍କ ବଡ଼ପୁଅ କୁଳମଣି ପ୍ରଧାନଙ୍କୁ ପରିବାର ଲୋକେ ଫେରି ପାଇଛନ୍ତି। ସୋମବାର ମୁମ୍ବାଇର ‘ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ’ ସହାୟତାରେ କୁଳମଣି ଘରକୁ ଫେରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଗତକାଲିର ସଦୃଶ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିଛି। ତେବେ, ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି।…
ଅଧିକ ଖବର ଦେଖନ୍ତୁ...