ରାଇବୋଲ ଗାଁରେ ଅବକାରୀ ଚଢ଼ାଉ; ନକଲି ବିଦେଶୀ ମଦ ଜବତ, ଦୁଇ ଗିରଫ

0

କାମାକ୍ଷାନଗର: ରବିବାର ଦିନ ଢେଙ୍କାନାଳ ଜିଲ୍ଲା ଅବକାରୀ ଓ କାମାକ୍ଷାନଗର ଅବକାରୀ ବିଭାଗ କଙ୍କଡ଼ାହାଡ଼ ଥାନା ରାଇବୋଲ ଗାଁ’ରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ, ଗୋଟିଏ ବୋଲେରୋ କାର୍‌, ଗୋଟିଏ ଅଟୋରିକ୍ସା ଜବତ କରିଛନ୍ତି ଓ ବ୍ୟବସାୟୀ ଶ୍ରୀକାନ୍ତ ସାହୁ ଓ ଭୁବନ ଅଞ୍ଚଳର ଅଜୟ ବେହେରାଙ୍କୁ ଗିରଫ କରିଛନ୍ତି।

ଆଜି ସକାଳୁ ରାଇବୋଲ ସ୍କୁଲ୍‌ ନିକଟରେ ଭୁବନର ଅଜୟ ବେହେରାଙ୍କ ଠାରୁ ଶ୍ରୀକାନ୍ତ ତାଙ୍କ ବୋଲେରୋରେ ମଦ ନେଉଥିବା ଅବକାରୀ ଟିମ୍‌ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.