ଅନୁସନ୍ଧାନ କରୁଥିବା ବର୍ଗ

ଢେଙ୍କାନାଳ

ରାମିଆଳରେ ଲୀନ ହେବ କପିଳେଶ୍ବର ମନ୍ଦିର!

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଥିବା ଦ୍ବାଦଶ ଶତାବ୍ଦୀର ଐତିହ୍ୟ କପିଳେଶ୍ବର ମନ୍ଦିର ରାମିଆଳ ନଦୀରେ ଲୀନ ହେବା ନେଇ ଆଶଙ୍କା ସୃ‌ଷ୍ଟି ହୋଇଛି। ନଦୀର ଗତିପଥ ପରିବର୍ତ୍ତନ, ବାରମ୍ବାର କୂଳ ଲଙ୍ଘିବା ଓ ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ଗାଡ଼ି: ଜଣେ ଅଟକ

କାମାକ୍ଷାନଗର: ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡ଼ି। ଗାଡ଼ିରେ ଥିବା ଜଣଙ୍କୁ ଅଟକ ରଖିଲା ଅବକାରୀ ବିଭାଗ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୨ଟି ଟିମ କେନାଲ ରାସ୍ତାରେ ଗାଡ଼ିକୁ ପିଛା କରୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଭାଗବତ ପଢ଼ୁଥିବା ବେଳେ ନାଗ ଦଂଶିଲା

ଭାପୁର: ମୃତ୍ୟୁ ଏମିତି ବି ଆସେ। ଗତକାଲି ସନ୍ଧ୍ୟାରେ ଜଣେ ଜେଜେ ମା’ ନିଜ ନାତିକୁ ବଞ୍ଚାଇବାକୁ ଯାଇ ନାଗସାପ ଦଂଶନରେ ପ୍ରାଣ ହରାଇଛନ୍ତି। ଘଟଣା ଘଟିଛି, ଭାପୁର ବ୍ଲକ୍‌ ବଡ଼ସହରା ପଞ୍ଚାୟତର ବାଲିଆପଟା ଗ୍ରାମରେ। ସୂଚନାରୁ ଜଣାପଡ଼ିଛି ଯେ ବାଲିଆପଟା ଗ୍ରାମର ‘ସମ୍ବାଦ’ ବିତରକ ଧନେଶ୍ୱର…
ଅଧିକ ଖବର ଦେଖନ୍ତୁ...

୧୦ ଫୁଟିଆ ଅଜଗର ଉଦ୍ଧାର: ଗିଳିଥିଲା ୧୦ ବତକ ଛୁଆ

ଢେଙ୍କାନାଳ: ସଦର ବ୍ଲକ ଲମ୍ବୋଦରପୁର ଗ୍ରାମର ଏକ ଫାର୍ମରୁ ବତକ ଗିଳିଥିବା ୧୦ ଫୁଟ୍‌ ଲମ୍ବର ଏକ ଅଜଗର ସାପକୁ ଆଜି ଉଦ୍ଧାର କରାଯାଇଛି। ସାପଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସୂଚନା ଅନୁଯାୟୀ, ମନୋଜ ସାମଲ ଗାଁରେ ଥିବା ଶ୍ରୀକୃଷ୍ଣ ଫାର୍ମହାଉସ୍‌ରେ ବତକ ଚାଷ କରିଛନ୍ତି। ବତକ ଖୁଆଡ଼ ଭିତରେ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ମଦ ପିଇ ଚାଲିଗଲା ଯୁବକର ଜୀବନ: ଭାଟି ସାମ୍ନାରେ ଶବ ରଖି ବିକ୍ଷୋଭ କଲେ ସ୍ଥାନୀୟ ଲୋକ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞପିତ ଅଞ୍ଚଳର ନଟାକଟା ମୌଜାରେ ଥିବା ଦେଶୀ ମଦ ଭାଟିରୁ ମଦ ପିଇ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ହେଲେ ଦୟା ନାୟକଙ୍କ ପୁଅ ସନାତନ ନାୟକ। ଆଜି ସକାଳେ ଗ୍ରାମବାସୀ ସନାତନ ନାୟକର ମୃତଦେହକୁ ଧରି ଡାକ୍ତରଖାନାକୁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ହିନ୍ଦୋଳ: ବିଜେଡି ପାଇଁ ‘ସୀମା’ ସଂଜୀବନୀ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲାର ଏକମାତ୍ର ସଂରକ୍ଷିତ (ଅନୁସୂଚିତ ଜାତି) ଆସନ ହେଉଛି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ। ହିନ୍ଦୋଳ ବ୍ଲକ୍‌ର ୩୬ଟି ପଞ୍ଚାୟତ ସହିତ ଓଡ଼ାପଡ଼ା ବ୍ଲକ୍‌ର ୨୮ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ୧୯୫୧ ମସିହାରୁ ଆଜି ପର୍ଯ୍ୟନ୍ତ ହିନ୍ଦୋଳ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଲଘୁଚାପ ଏବେ ଗଙ୍ଗାନଗର, ନାରନୌଲ, ଗଓ୍ଵାଲିୟର, ସିଦ୍ଧି, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିଛି ଏବଂ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ କୂଅରେ ପଶିଲେ ମାଲିକ, ଶ୍ବାସରୁଦ୍ଧ ହୋଇ ଆଖି ବୁଜିଲେ ୨ ଜଣ

ପର୍ଜଙ୍ଗ/କାମାକ୍ଷାନଗର: ଶ୍ରମିକଙ୍କୁ ବଞ୍ଚାଇବା ପାଇଁ ମାଲିକ ଉଦ୍ୟମ କରିଛନ୍ତି। ଏଥି ପାଇଁ ସେ କୂଅ ଭିତରକୁ ପଶିଛନ୍ତି। କିନ୍ତୁ ଶ୍ରମିକଙ୍କ ସହିତ ନିଜେ ଶ୍ବାସରୁଦ୍ଧ ହୋଇ ଆଖି ବୁଜିଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଧିନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରଜଙ୍ଗ ଥାନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପ କାମ ବିଳମ୍ବ ହେଉଛି କାହିଁକି? ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ,…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଥାନା ଅଧିକାରୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାର ପୂର୍ବତନ ଅଧିକାରୀ ଚିତ୍ତରଞ୍ଜନ ବେହେରା ଏକ ମାମଲାରେ ଅଭିଯୁକ୍ତଙ୍କ ନାମରେ ଲାଗିଥିବା ଦଫାକୁ କାଟି ଦେବା ପାଇଁ  ଲାଞ୍ଚ ନେଇଥିଲେ। ଏହି ମାମଲାର ବିଚାର କରି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ବିଚାରପତି ବିକ୍ରମ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...