ଅନୁସନ୍ଧାନ କରୁଥିବା ବର୍ଗ

ଢେଙ୍କାନାଳ

ପ୍ରାତଃଭ୍ରମଣ କରୁଥିବା ମହିଳାଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି

କାମାକ୍ଷାନଗର: ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭୋର ସମୟରେ ପ୍ରାତଃଭ୍ରମଣରେ ଯାଉଥିବା ଜଣେ ମହିଳାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଜାତୀୟ ରାଜପଥ-୫୩ରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ମହିଳାଜଣକ ଗୁରୁତର ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ମାଟିରେ ମିଶିଲା ୨୫୬ ମିଟର ଉଚ୍ଚ ଚିମ୍‌ନି, ୭୫୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହୃତ

ମେରାମଣ୍ଡଳୀ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ କୁଶୁପଙ୍ଗା ପଞ୍ଚାୟତର କୁରୁଣ୍ଟିସ୍ଥିତ ଲାନ୍‌କୋ ପାୱାର୍‌ ପ୍ଲାଣ୍ଟ ୨୫୬ ମିଟର ଉଚ୍ଚ ବିଶିଷ୍ଟ ଚିମ୍‌ନି ସୋମବାର ଦିନ ମାଟିରେ ମିଶିଯାଇଛି। ଏହାକୁ ଭାଙ୍ଗିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରାୟ ୭୫୦ କିଲୋ ଗ୍ରାମର ବିସ୍ଫୋରକ…
ଅଧିକ ଖବର ଦେଖନ୍ତୁ...

ଧରାଶାୟୀ ହେଲା ଲାନକୋ ପାୱାର ପ୍ଲାଣ୍ଟର ଚିମିନି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଖଳପ୍ରସାଦ ଗାଁରେ ଥିବା ଲାନ୍‌କୋ ପ୍ଲାଣ୍ଟ୍‌ର ଚିମିନିକୁ ବ୍ଲାଷ୍ଟ କରି ଭଙ୍ଗାଯାଉଛି। ସୂଚନାଯୋଗ୍ୟ ଲାନ୍‌କୋ ପକ୍ଷରୁ ଏହାକୁ ଏକ ପାୱାର ପ୍ଲାଣ୍ଟ୍‌ କରାଯାଇଥିଲା। ମାତ୍ର କୌଣସି କାରଣରୁ ଏହା ନ ଚାଲିବାରୁ ଏହାକୁ ଅନ୍ୟ ଏକ କମ୍ପାନିକୁ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ନୋଟ୍ ଜବତ ଘଟଣାରେ ଆଉ ୨ ଗିରଫ

ଢେଙ୍କାନାଳ : ଜାଲ୍ ନୋଟ୍ ଜବତ କରିବା ଘଟଣାରେ ସଦର ଥାନା ପୁଲିସ୍‌କୁ ବଡ଼ ସଫଳତା ମିଳିଛି । ଜାଲ୍ ନୋଟ୍ ଛପାଯାଉଥିବା ସ୍ଥାନକୁ ସଦର ଥାନା ପୁଲିସ୍‌ ଠାବ କରିବା ସହ ସେଠାରେ ଚଢ଼ାଉ କରି ଘଟଣାରେ ସଂପୃକ୍ତ ଆଉ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଲାପ୍‌ଟପ୍‌ ଓ ପ୍ରିଣ୍ଟର ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

୨ ଲକ୍ଷର ନକଲି ନୋଟ୍ ଜବତ

ଢେଙ୍କାନାଳ : ସଦର ଥାନା ଭାପୁର ଫାଣ୍ତି ଅନ୍ତର୍ଗତ ରଥପଦାଠାରେ ଶନିବାର ଦିନ ଭୁବନେଶ୍ବର ଏସ୍‌ଟିଏଫ୍‌ର ଏକ ଦଳ ନକଲି ନୋଟ୍ ଚାଲାଣକାରୀ ଜଣେ ଯୁବକକୁ କାବୁ କରିବା ସହ ତା’ଠାରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ କରିଛି। ସଂପୃକ୍ତ ଯୁବକ ଦେବଗଡ଼ ଅଞ୍ଚଳର ତୁଷାର କୁମାର ବିଶ୍ବାଳ (୨୭) ବୋଲି…
ଅଧିକ ଖବର ଦେଖନ୍ତୁ...

ନର୍ସରୀ କେୟାରଟେକରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ନିଳକଣ୍ଠପୁର ରାସ୍ତାରୋକ

ଭୁବନ: ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଛକ ବ୍ରାହ୍ମଣୀ ନଦୀ କୂଳରେ ଥିବା ସାଇ ନର୍ସରୀର କେୟାରଟେକର ଅଲେଖ ସେନାପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଗତକାଲି ଗୁରୁବାର ସନ୍ଧ୍ୟା ସମୟରେ ଶ୍ରମିକମାନେ କାମ ସାରି ଘରକୁ ଫେରିଯିବା ପରେ ୨୪ ବର୍ଷୀୟ ଯୁବକ ଅଲେଖ ନର୍ସରୀରେ ଥିଲେ । ଏକା ଥିବା…
ଅଧିକ ଖବର ଦେଖନ୍ତୁ...

କୁକୁରକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ପୌରାଞ୍ଚଳର ଖମାର ସାହିରେ ଆଜି ରାତି ପ୍ରାୟ ୧୧ଟା ବେଳେ କୁକୁର ବୁଲାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଖବରପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଆହତ ଯୁବକଙ୍କୁ ଉଦ୍ଧାର କରିବା ବେଳେ ପୁଲିସ ଗାଡ଼ି ଉପରକୁ…
ଅଧିକ ଖବର ଦେଖନ୍ତୁ...

କାମାକ୍ଷାନଗର: କାର ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ନିକଟରେ କାର ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଆଜି ଗାଁର ଦୁର୍ଯ୍ୟୋଧନ ଖୁଣ୍ଟିଆ ଚାଲିକି ଯାଉଥିବା ବେଳେ ଗୋଟିଏ କାର୍ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଦୁର୍ଯ୍ୟୋଧନ ଆହତ ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

କାମାକ୍ଷାନଗରରେ ଝାଡ଼ାବାନ୍ତି ଆତଙ୍କ: ୬୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ଗାଁରେ ଦେଖା ଦେଇଛି ଝାଡ଼ାବାନ୍ତି ଆତଙ୍କ। ଆଜିକୁ ୩ /୪ ଦିନ ହେଲାଣି ବ୍ୟାପିଛି ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ଗାଁର ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭଲ ରାସ୍ତା ନାହିଁ, ଷ୍ଟ୍ରେଚର୍‌ରେ ବୋହିଲେ: ଜଙ୍ଗଲ ଭିତରେ ସନ୍ତାନ ପ୍ରସବ

କାମାକ୍ଷାନଗର : ଗାଁକୁ ଭଲ ରାସ୍ତା ନାହିଁ। ରବିବାର ଦିନ ଜଣେ ପ୍ରସୂତିଙ୍କୁ ଷ୍ଟ୍ରେଚର୍‌ରେ ବୋହି ଦେଢ଼ କିଲୋମିଟର ବିପଜ୍ଜନକ ଖାଲପଥର ରାସ୍ତାରେ ଅଣାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଜଙ୍ଗଲ ଭିତରେ ଥିବା ଏକ ନାଳ ନିକଟରେ ମହିଳା ଜଣକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ…
ଅଧିକ ଖବର ଦେଖନ୍ତୁ...