କେନ୍ଦ୍ରାପଡ଼ା: ଇଞ୍ଜିନିୟରଙ୍କୁ ଗୁଳିମାଡ଼

 

କେନ୍ଦ୍ରାପଡ଼ା: ଆଜି ପୂର୍ବହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ  କେନ୍ଦ୍ରାପଡ଼ାର ଇଲେକ୍ଟ୍ରିକାଲ ଇଞ୍ଜିିନିୟର  ଦେବାଶିଷ ସାହୁ(୨୭ ବର୍ଷ)ଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଦାଦା ବଟି ଆଦାୟକୁ କେନ୍ଦ୍ର କରି ଶ୍ରୀ ସାହୁଙ୍କୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ଗୁରୁତର ଅବସ୍ଥାରେ ଶ୍ରୀ ସାହୁଙ୍କୁ ଉଦ୍ଧାର କରାଯାଇ  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର