ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ୨ ଭଉଣୀଙ୍କ ଆତ୍ମହତ୍ୟା

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ ଛେଳିଗଡ଼ ଗ୍ରାମରେ ଦୁଇ ଭଉଣୀ କୂଅକୁ ଡେଇଁ ଆତ୍ମହତ୍ୟା କରିବା ଭଳି ଦୁଃଖଦ ଘଟଣା ଘଟିଛି। ୨ଝିଅଙ୍କ ମଧ୍ୟରୁ ବି. ସ୍ୱପ୍ନା ଆଚାରୀଙ୍କ ଭୁବନେଶ୍ୱରରେ ବିବାହ ଠିକ୍‌ ହୋଇଥିଲା। ବାହାଘର ପ୍ରସ୍ତାବ ଭାଙ୍ଗିଯିବା ଖବର ପାଇ ଦୁଃଖରେ ମ୍ରିୟମାଣ…
ଅଧିକ ଖବର ଦେଖନ୍ତୁ...

ଫେରାର କଏଦୀ ୧୯ ବର୍ଷ ପରେ ଗିରଫ

ଘୁ.ଉଦୟଗିରି: ୧୯ ବର୍ଷ ପରେ ହତ୍ୟା ମାମଲାରେ ଜେଲ୍‌ରୁ ଫେରାର୍ ଜ‌େଣ କଏଦୀକୁ ଘୁ.ଉଦୟଗିରି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଜଣକ ହେଉଛି, କଳିଙ୍ଗା ଦୁଗୁଡ଼ିପାରିର କାଳିଆ ପ୍ରଧାନ (୪୭)। ୧୯୯୯ ମସିହାରେ କଳିଙ୍ଗା ଦୁଗୁଡ଼ିପାରିରେ ଗୁଣିଆ ସନ୍ଦେହରେ ଜଣଙ୍କୁ ଜୀଅନ୍ତା ପୋଡ଼ି ଦେଇ…
ଅଧିକ ଖବର ଦେଖନ୍ତୁ...

ଆର ଉଦୟଗିରି: କୂଅ ଭିତରୁ ଦୁଇ ଯୁବତୀଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

ଗଜପତି/ ଆର ଉଦୟଗିରି: ଆଜି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ୍‌ର ଛେଳିିଗଡ଼ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁର କୁଅ ଭିତରୁ ଦୁଇ ଯୁବତୀଙ୍କ  ମୃତଦେହ ଜବତ କରାଯାଇଛିି। ଉଭୟଙ୍କୁ ହତ୍ୟା କରାଯାଇ କୂଅ ଭିତରେ ଫିଙ୍ଗି ଦିଆଯାଇଥିବା ମୃତ ଯୁବତୀଦ୍ୱୟଙ୍କ ବାପା ଅଭିଯୋଗ କରିଛନ୍ତି। ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ପ୍ରେମୀ ଯୁଗଳଙ୍କ ବିଷ ପିଇ ଆତ୍ମହତ୍ୟା

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ସମ୍ବଲପୁର ପଞ୍ଚାୟତ ବୁର୍ଦ୍ଧୁଗୁଡ଼ାରେ ବିଷ ପିଇଥିବା ଦୁଇ ଅପ୍ରାପ୍ତବୟସ୍କ ପୁଅ-ଝିଅଙ୍କ ଆଜି ମୃତ୍ୟୁ ଘଟିଛି। ବୁର୍ଦ୍ଧୁଗୁଡ଼ାର ଜୟନ୍ତ ଦଳବେହେରା। ତାଙ୍କ ୧୪ବର୍ଷର ଝିଅ ଜସ୍ମିନ୍ ଓ ସନ୍ତୋଷ ରଇତଙ୍କ ୧୭ ବର୍ଷୀୟ ପୁଅ ରମେଶ ଉଭ‌େୟ ପରସ୍ପରକୁ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ପୂର୍ବତନ ରାୟଗଡ଼ ବ୍ଲକ ପ୍ରତିନିଧି ଦେବାନନ୍ଦ ସ୍ୱାଲସିଂଙ୍କ ପରଲୋକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ପୂର୍ବତନ ‘ସମ୍ବାଦ’ ବ୍ଲକ ପ୍ରତିନିଧି ଦେବାନନ୍ଦ ସ୍ୱାଲସିଂ (୯୩)ଙ୍କ ଆଜି ପରଲୋକ ଘଟିଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାୟଗଡ଼ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦେବାନନ୍ଦ ପ୍ରଥମେ ଶିକ୍ଷକ ଓ ପରବର୍ତ୍ତୀ ସମୟରେ…
ଅଧିକ ଖବର ଦେଖନ୍ତୁ...

ପାଣି ଭାବି ଡିଜେଲ୍‌ ପିଇ ୫ ବର୍ଷର ଶିଶୁ ମୃତ

ଦିଗପହଣ୍ଡି: କଇଠଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୋତଲ ପାଣି ବୋଲି ଡିଜେଲ୍‌ ପିଇ ୫ ବର୍ଷର ଶିଶୁ ଜି. ଅମିତ କୁମାର ରେଡ୍ଡିଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଶେରଗଡ଼ ଥାନା ରାମକୃଷ୍ଣପୁର ଶାସନ କାଳିଆଘାଇ ଗ୍ରାମର କେ. ସିମାଞ୍ଚଳ ରେଡ୍ଡିଙ୍କ କନ୍ୟା କେ. ରୁବିନା ରେଡ୍ଡି ପ୍ରସବ ପାଇଁ…
ଅଧିକ ଖବର ଦେଖନ୍ତୁ...

୫୬୦ ପିଲାଙ୍କୁ ୪ ଶିକ୍ଷକ, ପିଲା ଘରୁ ଆଣନ୍ତି ମଧ୍ୟାହ୍ନ ଭୋଜନ 

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍‌ଏସିରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ। ଗୋଟିଏ ପଟେ ଶିକ୍ଷାଦାନ ବ୍ୟବସ୍ଥା ସମସ୍ୟା ଘେରରେ ଥିବା ବେଳେ ଅନ୍ୟ ପଟେ ମଧ୍ୟାହ୍ନ ଭୋଜନରେ ବି ବିଭ୍ରାଟ ଉପୁଜିଛି। ଅଧିକାଂଶ ପିଲା ଘରୁ ଟିଫିନ୍‌ ଆଣି ମଧ୍ୟାହ୍ନ ଭୋଜନ…
ଅଧିକ ଖବର ଦେଖନ୍ତୁ...

ନକଲି ସୁନାଇଟା ର‍୍ୟାକେଟ୍‌ ଠାବ : କିଙ୍ଗ୍‌ପିନ୍‌ ସମେତ ୩ ଗିରଫ

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ପୁଲିସ ଏକ ବଡ଼ ଧରଣର ନକଲି ସୁନାଇଟା କାରବାର ଚଳାଇ ଠକୁଥିବା ର‍୍ୟାକେଟ୍‌କୁ ଠାବ କରିଛି। ସୁନା ଇଟା ଲୋଭରେ ଗଂଜାମ ଜିଲ୍ଲା ପାଟପୁର ଥାନା ପୁଡ଼ାମାରୀ ଗ୍ରାମର ପ୍ରଫୁଲ୍ଲ ବୈଠାରୁ ନାମକ ଜଣେ ସୁନାରୀ ଏହି ର‍୍ୟାକେଟ ଜାଲରେ ପଡ଼ି ୭ଲକ୍ଷ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ପାରଳାରେ ‘ମୁଁ ହିରୋ ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ 

ପାରଳାଖେମୁଣ୍ଡି: ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱଂଶାସିତ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ‘ମୁ ହିରୋ ମୁ ଓଡିଶା’ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାଯ୍ୟର୍କ୍ରମରେ ଜିଲ୍ଲାପାଳ ଅନୁପମ ସାହା ଯୋଗ…
ଅଧିକ ଖବର ଦେଖନ୍ତୁ...

ଅଣାୟତ୍ତ ହେଲାଣି ସିଙ୍ଗିପୁର ସ୍ଥିତି : ଡେଙ୍ଗୁ ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୫ ଛୁଇଁଲା

କାଶୀନଗର/ପାରଳାଖେମୁଣ୍ଡି : ଡେଙ୍ଗୁ ଜ୍ୱରରେ କମ୍ପୁଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମ। ନିୟନ୍ତ୍ରଣ ବଦଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ବ୍ରହ୍ମପୁର ବଡ଼ମେଡିକାଲରେ ଆଜି ସକାଳେ ଆଉ ଜଣେ ଡେଙ୍ଗୁ…
ଅଧିକ ଖବର ଦେଖନ୍ତୁ...