ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ଅତିପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସଂପ୍ରତି ଲଘୁଚାପଟି ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ…
ଅଧିକ ଖବର ଦେଖନ୍ତୁ...

ପୁଣି ଦାନାବାନ୍ଧୁଛି ଲଘୁଚାପ: ୨୪ ଘଣ୍ଟା ୧୦ ଜିଲ୍ଲାରେ ପ୍ରବଳ ବର୍ଷା; ୧୨ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ୮ ଜିଲ୍ଲାରେ ପ୍ରବଳ ବର୍ଷା; ୧୦ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇପଡ଼ିଛି। ଏହାର ଆଉ କୌଣସି ପ୍ରଭାବ ଏବେ ରାଜ୍ୟ ଉପରେ ନାହିଁ। ତେବେ, ଲଘୁଚାପ ପ୍ରଭାବରେ ରାଜ୍ୟ ଉପରେ ଦୁର୍ବଳ ସ୍ଥିତିରେ ଥିବା ମୌସୁମୀ ପୁର୍ନବାର ସକ୍ରିୟ ହୋଇପଡ଼ିଛି। ଫଳରେ ଆସନ୍ତା ୨୪…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଶିକ୍ଷୟିତ୍ରୀଙ୍କ ଧାରଣା ଓ ଦାବିକୁ ସମର୍ଥନ ଜଣାଇଲେ ପାରଳା ବିଧାୟକ

ଗୋଷାଣି: ଓଡିଶା ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଆହ୍ୱାନକ୍ରମେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ଫେଡରେସନ ଶାଖାର ସମସ୍ତ କର୍ମକର୍ତ୍ତାଗଣ ଓ ସଭ୍ୟସଭ୍ୟାଗଣ ସାମୂହିକ ଛୁଟିରେ ରହି ଧାରଣା ଦେଇଥିବାର ଦେଖିବାକୁ ମିଳିଛି। ଏହି ଧାରଣା ଗତ ଚାରିଦିନ ଧରି ଚାଲୁ ରହିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ହେଲା ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୫ ଜିଲ୍ଲାକୁ ଲାଲ୍‌, ୮ ଜିଲ୍ଲାକୁ…

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର…
ଅଧିକ ଖବର ଦେଖନ୍ତୁ...

ଗଜପତିରେ ଧସିଲା ପାହାଡ଼: ୩ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ପାରଳାଖେମୁଣ୍ଡି: ଆଜି ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଗୁମ୍ମା ବ୍ଲକ୍‌ ଦେବଗିରି ପାହାଡ଼ରୁ କିଛି ବଡ଼ ପଥର ଧସି ଆସି ରାସ୍ତା ଅବରୋଧ ହୋଇଯାଇଛି। ଏହା ଦ୍ବାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ସମେତ ଗୁମ୍ମା…
ଅଧିକ ଖବର ଦେଖନ୍ତୁ...

ଅନ୍ୟଜାତିରେ ବାହା ହୋଇଗଲା ବୋଲି….ବଞ୍ଚି ଥାଉଥାଉ ଝିଅର ଶୁଦ୍ଧିକ୍ରିୟା

ମୋହନା: ଫଟୋରେ ଝୁଲୁଛି ଫୁଲମାଳ। ଶୋକ ପାଳୁଛନ୍ତି ପୂରା ପରିବାର। ଘରେ ଉପସ୍ଥିତ ପୁରୋହିତ ପିଣ୍ଡଦାନ ମନ୍ତ୍ର ଉଚ୍ଚାରଣ କରି କ୍ରିୟାକର୍ମ ସଂପାଦନ କରୁଛନ୍ତି। ପରିବାର ଲୋକଙ୍କ ଅ ଗୋଚରରେ ଝିଅ ଅନ୍ୟଜାତିରେ ବାହା ହୋଇଯିବାରୁ ଆଜି ପୂରା ପରିବାର ଝିଅର ଶୁଦ୍ଧିକ୍ରିୟା ଓ ଦଶାହ କର୍ମ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ମା କଥା ନ ଭାବି ପ୍ରେମିକଙ୍କୁ ବାହା ହେଲେ ଯୁବତୀ, ବଞ୍ଚିଥିବା ଝିଅର ଶୁଦ୍ଧିକ୍ରିୟା କଲେ ବାପା-ମା

ଗଜପତି: ବଞ୍ଚିଥିବା ଝିଅର ଆଜି ଶୁଦ୍ଧିକ୍ରିୟା ଦଶାହ କାର୍ଯ୍ୟ କରୁଛନ୍ତି ପରିବାର ଲୋକେ । ହଁ, ଆଜ୍ଞା କଥାଟା ଶୁଣିବାକୁ ଆପଣଙ୍କୁ ଅଡ଼ୁଆ ଲାଗୁଥାଇ ପାରେ କିନ୍ତୁ ଘଟଣାଟି ସତ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଏହି ଘଟଣା ଘଟିଛି | ଆଜି ଦିପାଞ୍ଜଳି-୨ ଭଳି ଘଟଣା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...