୩୦୦ଗ୍ରାମ ଗଞ୍ଜେଇ ସହିତ ଜଣେ ଗିରଫ

କନ୍ଧମାଳ: କାମାତେଣା ବାଘା ନଦୀ ପୋଲ ନିକଟରୁ ଗୋଚ୍ଛାପଦା ପୁଲିସ ସୋମବାର ୩୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ଭୁଲେଶ୍ୱର ମଲ୍ଲିକ। ଭୁଲେଶ୍ୱର ସୋମବାର ଗଞ୍ଜେଇ ଚାଲାଣ କରିବା ପାଇଁ ଆସୁଥିବା ସମୟରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ଗିରଫ କରିଥିଲା ଏବଂ ତାଙ୍କଠାରୁ ହିରୋ ଏସ୍‌ଏଫ୍‌ ଡିଲକ୍ସ ଗାଡ଼ି (ଓଡି ୧୨ଏ ୬୨୧୨) ଜବତ କରିଛି।

ସମ୍ବନ୍ଧିତ ଖବର