ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବାହାଘର ଭୋଜିରେ ଅଘଟଣ: ଜେନେରେଟର ଧୂଆଁ ନେଲା ଦାଦା-ଝିଆରିଙ୍କ ଜୀବନ, ଜଣେ ଗୁରୁତର

ବ୍ରହ୍ମପୁର: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଦୁର୍ଗମ ସିଆଳିଲଟି ପଞ୍ଚାୟତର ବେତାରସିଂ ଗ୍ରାମରେ ବିବାହ ଭୋଜିରେ ଅଘଟଣ ଘଟିଛି। ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଭୋଜିରେ ବ୍ୟବହୃତ ହୋଇଥିବା ଜେନେରେଟର ଧୂଆଁ ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ଦୀପ ନିଆଁ ଲାଗି ୨ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଭଞ୍ଜନଗର/ବ୍ୟାସନଗର: ମହାଶିବରାତ୍ରି ଅବସରରେ ଦୀପ ନିଆଁ ଲାଗି ରାଜ୍ୟର ଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଗଂଜାମ ଓ ଯାଜପୁରରେ ଦୀପ ନିଆଁ ଲାଗି ୨ ଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀଙ୍କୁ ନେଇ ମୁମ୍ବାଇରେ ବିଜେପିର ରଣନୀତି, ସାମିଲ ହେଲେ ୬ ଲୋକସଭା ଅଞ୍ଚଳର ‌ଓଡ଼ିଆ

ବ୍ରହ୍ମପୁର : ସୁରତ ପରେ ଏବେ ମୁମ୍ବାଇରେ ଅବସ୍ଥାନ କରୁଥିବା ପ୍ରବାସୀଙ୍କ ଉପରେ ବିଜେପି ନଜର ପକାଇଛି। ୨୦୨୪ ମସିହା ନିର୍ବାଚନକୁ ଦୃଷ୍ଟିରେ ରଖି ମୁମ୍ବାଇସ୍ଥିତ ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ବସିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଡ୍ରେନ୍‌ ଲୁହାଜାଲିରେ ଫସିଲା ମହିଳାଙ୍କ ଗୋଡ଼, କଟର୍‌ରେ କାଟି ବାହାର କରାଗଲା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ବସଷ୍ଟାଣ୍ଡ୍‌ରେ ଥିବା ଏକ ଡ୍ରେନ୍ ଲୁହାଜାଲିରେ ଜଣେ ମହିଳା ପଡ଼ିଯାଇଥିଲେ। ଫଳରେ ତାଙ୍କ ଗୋଡ଼ ଅଧା ‌ଖୋଲା ହୋଇରହିଥିବା ଜାଲି ଭିତରେ ରହି ଫସିଯାଇଥିଲା।  ବହୁ ଚେଷ୍ଟା କରି ବି ସେ ମୁକୁଳି ପାରି ନଥିଲେ। ଫଳରେ ‌ସେଠାରେ ଭିଡ଼ ଜମିଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ପୁରୁଷୋତ୍ତମପୁରରେ ଲୁଟେରାଙ୍କ ଆତଙ୍କ: ଏଟିଏମ୍ ଭାଙ୍ଗି ୯ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଇଲାକାରେ ଗତ ବିଳମ୍ବିତ ରାତିରେ ଏଟିଏମ୍ ଲୁଟେରା ଆତଙ୍କ ଖେଳାଇଛନ୍ତି। ପ୍ରତାପୁର ଗ୍ରାମ ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ କାଉଣ୍ଟର୍‌ର ମେସିନ୍‌କୁ ଲୁଟେରାମାନେ ଲୁହାକଟର୍ ଦ୍ବାରା ସଂପୂର୍ଣ୍ଣ ଭାବେ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

କୃଷ୍ଣସାରଙ୍କ ଅଭୟ ବିଚରଣସ୍ଥଳ: ଜଗନ୍ନାଥପ୍ରସାଦ ବନାଞ୍ଚଳ

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ପରେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚଳ ସଂପ୍ରତି ବିରଳ କୃଷ୍ଣସାର ମୃଗଙ୍କ ଅଭୟ ବିଚରଣସ୍ଥଳ ପାଲଟିଛି। କେବଳ ଏତିକି ନୁହେଁ, ୨୦୧୫ରୁ ଆଜି ସୁଦ୍ଧା ତଥା ଗତ ୮ ବର୍ଷ ମଧ୍ୟରେ ମୃଗଙ୍କ ସଂଖ୍ୟା ବଢ଼ିଛି। ଯାହାକି…
ଅଧିକ ଖବର ଦେଖନ୍ତୁ...

ପୁରୋହିତ କାମ ବିବାଦରୁ ସାନଭାଇକୁ ଛୁରି ଭୁସି ହତ୍ୟା, ବଡ଼ଭାଇ ସହ ୩ ପୁଅ ଫେରାର୍‌

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯଜମାନ ଛଡ଼ାଇବାକୁ କେନ୍ଦ୍ର କରି ପୁରୋହିତ କାମ କରୁଥିବା ଦୁଇ ଭାଇଙ୍କ ମଧ୍ୟରେ ବିବାଦରୁ ହତ୍ୟାକାଣ୍ଡ ଘଟିଯାଇଛି। ଗାଁର ରୋଡ଼ ସାହିରେ ରହୁଥିବା ପୁରୋହିତ ପରିବାରର ଦୁଇ ଭାଇ…
ଅଧିକ ଖବର ଦେଖନ୍ତୁ...

ଔଷଧ ନଦେବାରୁ ବୈଦ୍ୟଙ୍କୁ ମାରିଦେଲେ

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତ ପୀତାମ୍ବରପୁର ଗ୍ରାମରେ ଜଣେ ବୈଦ୍ୟଙ୍କୁ ଆକମ୍ରଣ କରି ହତ୍ୟା କରାଯାଇଛି। ମୃତ ବୈଦ୍ୟ ଜଣଙ୍କ ହେଲେ ବଙ୍ଗାଳି ସେଠୀ(୬୮)। ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଔଷଧ ନଦେବାରୁ ବୃଦ୍ଧ…
ଅଧିକ ଖବର ଦେଖନ୍ତୁ...

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଜିଆର୍‌ପି ଥାନା ଅନ୍ତର୍ଗତ ଗୋପାଳପୁର ଲେବଲ୍‌ କ୍ରସିଂ ନିକଟସ୍ଥ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ ଭଞ୍ଜବିହାର ନିକଟସ୍ଥ ଜଗନ୍ନାଥବିହାରର ଦୀପକ କୁମାର ଗୌଡ଼(୨୬) ବୋଲି ପୁଲିସ କହିଛି। ପୁଲିସ ମୃତ ଯୁବକଙ୍କ ପକେଟରୁ ଏକ…
ଅଧିକ ଖବର ଦେଖନ୍ତୁ...

ଉପାନ୍ତ ଗସ୍‌ମାହାରେ ଅଭିଶପ୍ତ ଜୀବନ: ବେସାହାରା ପାର୍ବତୀ ଓ କମାଙ୍କୁ ସାହା ହେବ କିଏ?

ଭଞ୍ଜନଗର : ଓଡ଼ିଶାରେ ନକ୍ସଲ୍ ହମ୍‌ଲା ଇତିହାସରେ ନୟାଗଡ଼ ହମ୍‌ଲା ‘ଅପରେସନ୍‌ ରୋପ୍‌ୱେ’ ଓ ନକ୍ସଲଙ୍କ ବିରୋଧରେ ଗସ୍‌ମାହାରେ ଅପରେସନ୍ ପୁଲିସ ବାହିନୀର ପ୍ରଥମ ସମ୍ମୁଖ ଯୁଦ୍ଧ ଆଜି ବି ଏକ ଅଭୁଲା ଅଧ୍ୟାୟ। ଏହି ଘଟଣା ପରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ତଥା କନ୍ଧମାଳ ଜିଲ୍ଲା ଅଧୀନ ରାଇକିଆ…
ଅଧିକ ଖବର ଦେଖନ୍ତୁ...