ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ସାଇବର୍‌ ଠକ ହାବୁଡ଼ରେ ମହିଳା ଡାକ୍ତର

ବ୍ରହ୍ମପୁର : ବ୍ରହ୍ମପୁର ସହର‌ରେ ପୁଣିଥରେ ଜଣେ ମହିଳା ସାଇବର୍‌ ଠକ ଜାଲରେ ପଡ଼ିଛନ୍ତି। ଅନ୍‌ଲାଇନ୍‌ରେ ହୋଟେଲ୍‌ ବୁକ୍‌ କରିବା ବେଳେ ମହିଳା ଜଣଙ୍କ ୯ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ବ୍ରହ୍ମପୁରର ଜଣେ ମହିଳା ଡାକ୍ତର ତାଙ୍କର ବାପାଙ୍କ…
ଅଧିକ ଖବର ଦେଖନ୍ତୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଭଞ୍ଜନଗର-କୁଲାଡ଼ ରାସ୍ତା ସାହାଣପଲ୍ଲୀ ଗ୍ରାମ ନିକଟରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ ଯୁବକଙ୍କ ଜୀବନ ନେଇଯାଇଛି। ମୃତକମାନେ ହେଲେ, ଗୋଲାପଡ଼ା ଗ୍ରାମର ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ପୁଅ ନରେନ୍ଦ୍ର ପ୍ରଧାନ ଓରଫ୍ ଭୋଳା ( ୨୫)…
ଅଧିକ ଖବର ଦେଖନ୍ତୁ...

ଗ୍ରୁପ୍‌ କ୍ୟାପଟେନ୍‌ ଅମିୟକାନ୍ତଙ୍କୁ ବାୟୁସେନା ମେଡାଲ୍‌

ବ୍ରହ୍ମପୁର : ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଓଡ଼ିଆ ପୁଅ ତଥା ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌ ଅମିୟକାନ୍ତ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ବାୟୁସେନା ମେଡାଲ୍‌ ପ୍ରଦାନ କରିଛନ୍ତି। କର୍ମକ୍ଷେତ୍ରରେ ଅତୁଳନୀୟ ଅବଦାନ ଓ କର୍ମନିଷ୍ଠା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ…
ଅଧିକ ଖବର ଦେଖନ୍ତୁ...

ପଙ୍ଗୁ ପାଲଟିଛି ଏମ୍‌କେସିଜିର ହୃଦ୍‌ରୋଗ ବିଭାଗ; ସିଟି ସର୍ଜରିରେ ଜଣେ ଡାକ୍ତର, ଅସ୍ତ୍ରୋପଚାର ସ୍ବପ୍ନ

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାର ନାଁ କେବଳ ବଡ଼। ଏଠାରେ ରୋଗୀଙ୍କୁ ମୌଳିକ ସୁବିଧା ବି ମିଳିପାରୁ ନାହିଁ। ଡାକ୍ତର ଅଭାବ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବାରୁ ଠିକ୍‌ ସମୟରେ ରୋଗୀ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଆବାସ ଅଡ଼ୁଆ; ୨୯ଶହ ଅଭିଯୋଗରୁ ୫ଶହ ଅଯୋଗ୍ୟ, ଗ୍ରାମସଭାରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆବାସ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ପ୍ରକାଶ କରା ଯାଇଥିବା ହିତାଧିକାରୀ ତାଲିକାରେ ତ୍ରୁଟି ରହିଥିବା ବିଭିନ୍ନ ମହଲରେ ଅଭିଯୋଗ ଉଠିଥିଲା। ଏଣୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଗଜରାଜଙ୍କ ପାଇଁ ରାତି ହେଲେ ୪ ପଞ୍ଚାୟତ ଅନ୍ଧାର

ପ୍ରତାପୁର : ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସ‌ାଦ ରେଞ୍ଜ୍ ଗେରେଡ଼ା ଅଞ୍ଚଳର ମାଣପୁର ନିକଟରେ ଗତ ସପ୍ତାହରେ ହାତୀ ମୃତ୍ୟୁ ପରେ ବନ ବିଭାଗ ତତ୍ପର ହୋଇଉଠିଛି। ହାତୀପଲଙ୍କ ଗତିବିଧି ଉପରେ ବରାବର ନଜର ରଖାଯାଇଛି। ତେବେ ହାତୀଙ୍କ ସୁରକ୍ଷା ପାଇଁ କୁଡୁତାଇ, ଗେରେଡା, ହଜପଲ୍ଲୀ, ସମରବନ୍ଧ ଓ…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ଘେରରେ ବେଗୁନିଆପଡ଼ା ସହର

ବେଗୁନିଆପଡ଼ା : ବେଗୁନିଆପଡ଼ା ସହରରେ ସଂପ୍ରତି ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ପାଲଟିଛି। ବସ୍‌ଷ୍ଟାଣ୍ଡ୍ ଓ ଅଟୋଷ୍ଟାଣ୍ଡ୍ ନଥିବାରୁ ଦିନ ୧୧ଟା ପରେ ମୁଖ୍ୟରାସ୍ତା ଲୋକାରଣ୍ୟ ହେଉଛି। ଯାନବାହନ ଅତିକ୍ରମ କରିବା ମଧ୍ୟ କଷ୍ଟସାଧ୍ୟ ହେଉଛି। ବିଶେଷକରି ପରିବାବଜାର ଓ ମୁଖ୍ୟରାସ୍ତା ଛକରେ ୨୪…
ଅଧିକ ଖବର ଦେଖନ୍ତୁ...

୬୫ ବର୍ଷ ବୟସରେ ବି ଖବରକାଗଜ ବିକି ସ୍ବାବଲମ୍ବୀ ସୀମାଞ୍ଚଳ; ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ 

ଭଞ୍ଜନଗର: ବୟସ ୬୫। ତଥାପି ଆଜି ବି ଖବରକାଗଜ ବିକ୍ରିକୁ ପ୍ରମୁଖ ପେସା ଭାବେ ଗ୍ରହଣ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ସୀମାଞ୍ଚଳ ପାଳ। ଯାହାକି ତାଙ୍କୁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ସହ ସେ ନିଜେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଅନେକ ଝଡ଼ଝଞ୍ଜା ସତ୍ତ୍ବେ ସୀମାଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ରେଳ ବିଭାଗରେ ଚାକିରି ନାଁରେ ୫.୪୮ ଲକ୍ଷ ଠକେଇ, ୨ ଗିରଫ

କାଶୀନଗର : କାଶୀନଗର ଅଞ୍ଚଳର ୨ ଜଣ ଯୁବକଙ୍କ ଠାରୁ ରେଳ ବିଭାଗରେ ଚାକିରି ପ୍ରଲୋଭନ ଦେଖାଇ ମୋଟ ୫ ଲକ୍ଷ ୪୮ ହଜାର ଟଙ୍କା ଠକେଇ ଘଟଣାରେ ସ୍ଥାନୀୟ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦ୍ବୟ ହେଲେ ଗଜପତି ଜିଲ୍ଲା ରାୟଗଡ଼ ଥାନା ବୁରୁଜଙ୍ଗ ଗ୍ରାମର ସୁରେଶ ପରିଛା(୨୯) ଓ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍

ଆସିକା : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାର ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାର ବିଚାରଣା କରି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୧୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ ପ୍ରଭାକର…
ଅଧିକ ଖବର ଦେଖନ୍ତୁ...