ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଘାଟିରେ ମିନିବସ୍‌ ଓଲଟି ୨ ମୃତ, ୧୫ ଆହତ

ପାତ୍ରପୁର : ଗଞ୍ଜାମ-ଗଜପତି ସୀମାନ୍ତ ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ବଣିଆବସା ମାଙ୍କଡ଼ଡିଆଁ ନିକଟ କାନକଟା ଘାଟିରେ ଏକ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ୨ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ମୋହନା…
ଅଧିକ ଖବର ଦେଖନ୍ତୁ...

ବହୁଚର୍ଚ୍ଚିତ ରାମ ପାଢ଼ୀ ହତ୍ୟାକାଣ୍ଡ ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର: ରାଜନୈତିକ ଶତ୍ରୁତାରୁ ୨୦୧୨ ମସିହା ଫେବ୍ରୁଆରି ମାସରେ ସଂଗଠିତ ବହୁ ଚର୍ଚ୍ଚିତ ରାମ ପାଢ଼ୀ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍‌(ଏଡିଜେ-୩) ଇନ୍ଦୁ ଶର୍ମା ସାକ୍ଷ୍ୟପ୍ରମାଣ ଅଭାବରୁ ୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହି ହତ୍ୟାକାଣ୍ଡ…
ଅଧିକ ଖବର ଦେଖନ୍ତୁ...

୬ ବର୍ଷର ଝିଅକୁୁ କୂଅରେ ଠେଲି ଦୌଡ଼ିଲା ମା

ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ କଙ୍କୋରଡା ଗ୍ରାମ ବ୍ରାହ୍ମଣସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ଗତକାଲି ବିଳମ୍ବିତ ରାତିର ଘଟଣା। ମାନସିକ ଭାରସାମ୍ୟ ହରାଇ ଜଣେ ମହିଳା ନିଜ ୬ ବର୍ଷର ଶିଶୁକନ୍ୟାକୁ କୂଅକୁ ଠେଲି ଦେଇଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...

ଘାଟିରେ ଯାତ୍ରୀବାହୀ ମିନିବସ୍‌ ଓଲଟି ୨ ମହିଳା ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ ସୂଚନା

ପାତ୍ରପୁର: ଘାଟିରେ ଯାତ୍ରୀବାହୀ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ୨୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ଅବସ୍ଥା ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଆସିକା ଚିନିଶିଳ୍ପରେ ଧଳାହାତୀ ‌ପୋଷା; ଆଖୁଚାଷୀ, ଚାଷକୁ ପ୍ରୋତ୍ସାହନ ଚିନ୍ତା ନାହିଁ

ଆସିକା : ସମଗ୍ର ଏସିଆରେ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଆସିକାର ଚିନିଶିଳ୍ପ ପାଇଁ ମୁଖ୍ୟ ଆବଶ୍ୟକ ଆଖୁର ଉତ୍ପାଦନ ହ୍ରାସ ପାଇଛି। ଏବେ ଏହା ଏକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏପଟେ, ଚିନିଶିଳ୍ପର ପରିଚାଳନା ଦାୟିତ୍ବ ବଡ଼ବଡ଼ ଅଧିକାରୀଙ୍କୁ ଦିଆଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତା ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନାଞ୍ଚଳର ମାଣପୁର ‌ବିଟ୍‌ ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପରିବା କ୍ଷେତରୁ ଦନ୍ତାହାତୀର ଶବ ଠାବ ହୋଇଛି। ହାତୀଟିର ବୟସ ଆନୁମାନିକ ୩୫ରୁ ୪୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତା ମୃତ; ଉଭୟ ଦାନ୍ତ ସୁରକ୍ଷିତ, ଯୁଗ୍ମ ଟାସ୍କ୍‌ଫୋର୍ସର ତଦନ୍ତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନାଞ୍ଚଳର ମାଣପୁର ‌ବିଟ୍‌ ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପରିବା କ୍ଷେତରୁ ଦନ୍ତାହାତୀର ଶବ ଠାବ ହୋଇଛି। ହାତୀଟିର ବୟସ ଆନୁମାନିକ ୩୫ରୁ ୪୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ରାଗ ସୁଝାଇବାକୁ ଦବଙ୍ଗଗିରି ଦେଖାଇଲେ ଏନ୍‌ଏସି ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର : ଏକ ପରିବାର ସହ ବ୍ୟକ୍ତିଗତ ଆକ୍ରୋଶରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଦବଙ୍ଗଗିରି ଦେଖାଇଥିବା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ରାଧାକାନ୍ତ ସାହିର ବାସିନ୍ଦା ସୁପ୍ରଭା ଶତପଥୀଙ୍କ ଦୁଇପୁଅଙ୍କ ଉଠା ଦୋକାନକୁ ଜେସିବି ସାହାଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆସିକା ସମବାୟ ଚିନିଶିଳ୍ପରେ ଧଳାହାତୀ ‌ପୋଷା: ଆଖୁଚାଷୀ, ଚାଷକୁ ପ୍ରୋତ୍ସାହନ ଚିନ୍ତା ନାହିଁ

ଆସିକା : ସମଗ୍ର ଏସିଆରେ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଆସିକାର ଚିନିଶିଳ୍ପ ପାଇଁ ମୁଖ୍ୟ ଆବଶ୍ୟକ ଆଖୁର ଉତ୍ପାଦନ ହ୍ରାସ ପାଇଁ ଏକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଉଭା ହୋଇଛି। ୨୦୧୩ ମସିହା ଫାଇଲିନ୍ ବାତ୍ୟାର କ୍ଷତି ପରେ ଆଖୁଚାଷ ପ୍ରତି ଚାଷୀ ବିମୁଖ ହୋଇଯାଇଛନ୍ତି। ଫଳରେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ୩୫୧୧୪ ଜଣ ଯୋଗ୍ୟ ପିଏମ୍‌ଏୱାଇ ହିତାଧିକାରୀ

ଛତ୍ରପୁର : ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍‌ ଯୋଜନାରେ ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ୫୦୩ ପଞ୍ଚାୟତରୁ ମୋଟ ୩୫ହଜାର ୧୧୪ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ୨୦୧୯ ରୁ ଆଜି ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...