ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଅଲ୍‌ଟ୍ରାସାଉଣ୍ଡ୍ ପାଇଁ ଗର୍ଭବତୀଙ୍କୁ ୭୫ କିମି ରାସ୍ତା ଯନ୍ତ୍ରଣା

ବୁଗୁଡ଼ା : ଗର୍ଭବତୀଙ୍କ ସ୍ବାସ୍ଥ୍ୟର ଯତ୍ନକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ତୃଣମୂଳସ୍ତର‌ରେ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗର୍ଭବତୀଙ୍କ ପାଇଁ ପ୍ରତି ୩ ମାସକୁ ଥରେ ସମୁଦାୟ ୩ ଥର ମାଗଣା…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କ ପେନ୍‌ସନ୍ ଆକାଉଣ୍ଟରୁ ୬ଲକ୍ଷଟଙ୍କା ଠକେଇ ଅଭିଯୋଗ

ବ୍ରହ୍ମପୁର : ଜଣେ ବରିଷ୍ଠ ନାଗରିକଙ୍କ ଏସ୍‌ବିଆଇରେ ଥିବା ପେନ୍‌ସନ୍ ଜମାଖାତା (ଆକାଉଣ୍ଟ)ରୁ ତାଙ୍କ ଅଜାଣତରେ ୬,୦୩,୩୦୧ଟଙ୍କା ଏକାଧିକ ଅଜଣା ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିବା ନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ଏକ ମାମଲା ‌ରୁଜୁ କରି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

କାଜୁ ତୋଟାକୁ ଡକାଇଲେ, ହତ୍ୟା କରିଦେଲେ!

କୁକୁଡ଼ାଖଣ୍ଡି : ଜଣେ ଯୁବକଙ୍କୁ ବିଳମ୍ବିତ ରାତିରେ ଘରୁ ଡକାଇ ନିକଟସ୍ଥ ଏକ କାଜୁ ତୋଟା ଭିତରେ ହତ୍ୟା କରାଯିବା ଭଳି ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଓ କୁକୁଡ଼ାଖଣ୍ଡି ବ୍ଲକ୍ ଅଧୀନ ନୂଆବାଇଗଣବାଡ଼ି ଗ୍ରାମରେ ଘଟିଛି। ରାସ୍ତା ପାର୍ଶ୍ବ କାଜୁତୋଟାରୁ…
ଅଧିକ ଖବର ଦେଖନ୍ତୁ...

ମେଣ୍ଡରାଜପୁର ବସ୍ ଟ୍ରାଜେଡି: ୧୨ ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଗୋଳନ୍ଥରା : ୨୦୨୦ ମସିହା ଫେବ୍ରୁଆରି ୯ ତାରିଖରେ ଗଞ୍ଜାମ ଜିଲ୍ଲା  ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ନିର୍ବନ୍ଧରେ ଯୋଗ ଦେବାକୁ ଯାଉଥିବା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିଲା। ଏହି ଘଟଣା ସାରା…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ଥାନାରେ ଥାର୍ଡ଼ଡିଗ୍ରୀ: ଖମାରୀଙ୍କୁ ୫ ଘଣ୍ଟା ଜେରା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଫୁଲବାଣୀ/ଗୋପାଳପୁର : ଗୋପାଳପୁର ଥାନାରେ ରାଇକିଆର ବ୍ୟବସାୟୀ ସୁମନ ସାହୁଙ୍କୁ ଥାର୍ଡଡିଗ୍ରୀ ଘଟଣାରେ ଗୋପାଳପୁର ଥାନା ଓ ରାଇକିଆ ଥାନାର ତତ୍କାଳୀନ ଅଧିକାରୀ ଶ୍ରୀକାନ୍ତ ଖମାରୀ ଜେରାର ସମ୍ମୁଖୀନ ହୋଇଛନ୍ତି। ଗତକାଲି କନ୍ଧମାଳ ଡିଏସ୍‌ପି ସ୍ନେହାଶିଷ ସାହୁ ଗୋପାଳପୁର ଥାନାରେ…
ଅଧିକ ଖବର ଦେଖନ୍ତୁ...

ଗଂଜାମ ଜିଲ୍ଲା କ୍ରିକେଟ୍ ସଂଘକୁ ବିବାଦ ପିଛା ଛାଡୁନି

ବ୍ରହ୍ମପୁର : ଗଂଜାମ ଜିଲ୍ଲା କ୍ରିକେଟ୍ ସଂଘ(ଜିଡିସିଏ)କୁ ବିବାଦ ପିଛା ଛାଡ଼ିବାର ନାଁ ଧରୁନି। ନୂଆ ସଦସ୍ୟ ଗ୍ରହଣକୁ ନେଇ ଗତକାଲି କିଛି ବରିଷ୍ଠ ଖେଳାଳି ପ୍ରତିବାଦ କରିବା ସାମ୍ନାକୁ ଆସିଥିଲା। ‌ପୁଣି ସନ୍ଧ୍ୟାରେ ଜିଡିସିଏର ନିର୍ବାଚନ ପ୍ରକ୍ରିୟା ଓ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଡାକ୍ତରଖାନା ପ୍ରତି ଦୟା ନା ଅବହେଳା

ଭଞ୍ଜନଗର : ଡାକ୍ତର ଅଭାବ ଓ ଭିତ୍ତିଭୂମି ସମସ୍ୟା ଭିତରେ ସନ୍ତୁଳି ହେଉଥିବା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପ୍ରତି ସ୍ବାସ୍ଥ୍ୟ ବିଭାଗ ପୁଣି ଅବହେଳା ମନୋଭାବ ଦେଖାଇଛି। ବହୁଦିନର ଦାବି ଏବଂ ଆନ୍ଦୋଳନ ପରେ ତିନିଜଣ ଡାକ୍ତରଙ୍କୁ ଏଠାରେ ଅବସ୍ଥାପିତ କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ବିକାଶରେ କଣ୍ଟା ଗୋଷ୍ଠୀକନ୍ଦଳ

ଛତ୍ରପୁର : ପଞ୍ଚାୟତ ନିର୍ବାଚନକୁ ଦେଖୁ ଦେଖୁ ଏହାମଧ୍ୟ‌ରେ ୧୦ ମାସ ବିତିସାରିଛି। କିନ୍ତୁ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବ୍ଲକ୍‌ରେ ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ଗୋଷ୍ଠୀ ଭିତରେ ଛକାପଞ୍ଝା ଏବଂ ଗୋଷ୍ଠୀକନ୍ଦଳର ସମାଧାନ ବାଟ ବାହାରିପାରୁନି। ଫଳରେ ୧୮ ପଞ୍ଚାୟତରୁ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ କୁନି ପ୍ରତିଭା ଅନନ୍ୟା 

ପୋଲସରା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଷଣ୍ଢମୂଳ ଗ୍ରାମର ରମେଶ ଚନ୍ଦ୍ର ସ୍ବାଇଁ ଓ ସୁନୀତା ପରିଡ଼ାଙ୍କ ଝିଅ ଅନନ୍ୟା ପ୍ରିୟଦର୍ଶିନୀ ସ୍ବାଇଁ। ବୟସ ମାତ୍ର ୪ ବର୍ଷ ୯ ମାସ। କିନ୍ତୁ ‌ଏତେ କମ୍ ବୟସରେ ଅନନ୍ୟାର ବିଚକ୍ଷଣ ବୁଦ୍ଧି ଓ ତା’ର ଅବିଶ୍ବସନୀୟ ପ୍ରତିଭା ଆଜି ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ଧର୍ମପୁରରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୨ ଛୁଇଁଲା, ୭ ଆକ୍ରାନ୍ତ

ପାଟପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଛଣମେରି ପଞ୍ଚାୟତ ଧର୍ମପୁର ଗ୍ରାମରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣର ବାହାରକୁ ଚାଲିଯାଇଛି। ଗତକାଲି ଝାଡ଼ାବାନ୍ତିରେ ଆକ୍ରାନ୍ତ ପରି ଗୌଡ଼ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି କୁମାରୀ ପ୍ରଧାନ (୬୨) ପ୍ରାଣ ହରାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...