ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଅନ୍ତଃଜାତି ବିବାହ ପ୍ରୋତ୍ସାହନ ଆଶୀର୍ବାଦ ପାଲଟିଛି

ବ୍ରହ୍ମପୁର: ସମାଜରେ କାହିଁ କେଉଁ କାଳରୁ ରହି ଆସିଥିବା ଜାତିପ୍ରଥା ହଟାଇବା କ୍ଷେତ୍ରରେ ଅନ୍ତଃଜାତି ବିବାହ ପ୍ରୋତ୍ସାହନ ଯୋଜନା ପ୍ରତି ଏବେ ଅଗ୍ରହ ବଢ଼ିଛି। ବିଶେଷ କରି ଦଳିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନ୍ତଃଜାତି…
ଅଧିକ ଖବର ଦେଖନ୍ତୁ...

୯୫ର ରାଜ୍: ନାରାୟଣଙ୍କୁ ରୋଗ ଛୁଇଁନାହିଁ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ପଥରା ଗ୍ରାମର ନାରାୟଣ ଲେଙ୍କା। ବୟସ ୯୫ ଛୁଇଁଲାଣି। ତଥାପି ସେ ସୁସ୍ଥ ଓ ନିରୋଗ। ଆଉ ସବୁଠୁ ବଡ଼କଥା ହେଉଛି, ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ରୋଗ ନାରାୟଣଙ୍କୁ ଛୁଇଁ ନଥିବା ବେଳେ ବିନା ଆଶାବାଡ଼ି ଓ ବିନା କାହାର ସହଯୋଗରେ ସେ…
ଅଧିକ ଖବର ଦେଖନ୍ତୁ...

ହାତୀଙ୍କ ପ୍ରମୁଖ ଖାଦ୍ୟର ବେଆଇନ ବେପାର ଚାଲିଛି

ଭଞ୍ଜନଗର: ବାଉଁଶ ଗଜା ଧରିବା ଆରମ୍ଭ ହେଉ ହେଉ ବଜାରରେ ଆରମ୍ଭ ହୋଇଗଲାଣି ବାଉଁଶ ଗଜା ବା କରଡ଼ି ବ୍ୟବସାୟ। ଗଲା କିଛି ବର୍ଷ ଭିତରେ କରଡ଼ି ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିଛି। ଫଳରେ ବଜାର ଘାଟ ଠାରୁ ଆରମ୍ଭ କରି ଗାଁ ଗହଳି ସବୁଠାରେ ଖୋଲାମେଲାରେ ବିକ୍ରି ହେଉଛି କରଡ଼ି। ନୂଆ ନୂଆ ଗଜା ହେତୁ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ୨ ବ୍ୟବସାୟୀ ଭାଇଙ୍କୁ ଅପହରଣ

ଗଞ୍ଜାମ: ବନ୍ଧୁକ ମୁନରେ ୨ ବ୍ୟବସାୟୀ ଭାଇଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ୨ ଭାଇ ହେଲେ ଗଞ୍ଜାମ ଥାନା ଅଧୀନ ପୁଇଁତୋଳ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ(୫୫) ଓ ପଞ୍ଚାନନ ସାହୁ(୫୨)। ଦୁଇ ଭାଇ ମିଶି ପୁଇଁତୋଳା ଛକରେ ଭେରାଇଟ୍ ଷ୍ଟୋର କରିଛନ୍ତି। ସବୁଦିନ ପରି ଉଭୟ ଆଜି ଦୋକାନରେ ଥିଲେ।…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ପ୍ରଶାସନ ଉପରୁ ଭରସା ତୁଟିଲା, ନିଜ ଗାଁକୁ କାଠପୋଲ ନିର୍ମାଣ କଲେ ଆଦିବାସୀ

ପାତ୍ରପୁର : ଖରସ୍ରୋତା ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ପ୍ରଶାସନକୁ କହି କହି ଥକିଗଲେ। ଏଥିପାଇଁ ବାରମ୍ବାର ଆନ୍ଦୋଳନ ମଧ୍ୟ ହେବା ସହ ଦାବିପତ୍ର ଦିଆଗଲା। ଏପରିକି ଦୁଇବର୍ଷ ତଳେ ଲଗାଣ ବର୍ଷା ଯୋଗୁଁ ଆନ୍ଦୋଳନର ନେତୃତ୍ବ ନେଇଥିବା ଜଣେ ଯୁବକ ନାଳରେ ଭାସିଯାଇ ପ୍ରାଣ ହରାଇଲେ।…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ୧୨୦ ଘରୋଇ କ୍ଲିନିକ୍‌ : କେତେ ଅସଲି,କେତେ ନକଲି?

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏମ୍‌ସ ବିଶେଷଜ୍ଞ ପରିଚୟ ଦେଇ ଏକାଧିକ କ୍ଲିନିକ୍‌ ଚଳାଇଥିବା ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଗିରଫ ହେବା ପରେ ପୁଲିସ ଓ ପ୍ରଶାସନିକ ଟିମ୍‌ ଅଧିକ ତନାଘନା ଚଳାଇଛନ୍ତି। ଗତକାଲି ଡେଙ୍ଗାଉସ୍ତା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଡେଣ୍ଟାଲ୍‌ କ୍ଲିନିକ୍‌କୁ ଠାବ…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ ଯୁବକ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମ୍ବାରିଗାଁ ଗ୍ରାମରେ ଆଜି କୁମ୍ଭୀର ଆକ୍ରମଣରୁ ବର୍ତ୍ତିବାକୁ ତା’ ସହ ଲଢ଼ିଛନ୍ତି ଏବଂ ଶେଷରେ ଜୀବନ ବଞ୍ଚାଇଛନ୍ତି ଜଣେ ଯୁବକ। ହେଲେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଗୌଡ଼ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଟୁକୁନା ବେହେରା (୨୭)।…
ଅଧିକ ଖବର ଦେଖନ୍ତୁ...

ଗାଧୋଉଥିବାବେଳେ ଟାଣିନେଲା କୁମ୍ଭୀର, ଗତ ମାସ ବି ନାବାଳକଙ୍କୁ ଟାଣିନେଇଥିଲା

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ଡ୍ୟାମ ନିକଟ ଦିଗପହଣ୍ଡି ବ୍ଲକ ଖମାରି ଗାଁ ସାଗର ପୋଖରୀକୁ ଗାଧୋଇ ଯାଇଥିବାବେଳେ କୁମ୍ଭୀର ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ଆହତ ଜଣକ ହେଲେ ଦାଉଣୀ ଗାଁ'ର ଟୁକୁନା ବେହେରା | ଚିକିତ୍ସା ପାଇଁ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଆସିକାରେ ବି ଚାଲିଥିଲା ନକଲି ଡାକ୍ତର ଶୁଭ୍ରଜିତ୍‌ଙ୍କ ସାମ୍ରାଜ୍ୟ; ମାସକୁ ଦୁଇଥର ଆସୁଥିଲେ, ଲିଫଲେଟ୍ ବାଣ୍ଟି ରୋଗୀ…

ଆସିକା: ଗତ ୧୭ ତାରିଖରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତାରୁ ପୁଲିସ ନକଲି ଡାକ୍ତର ଶୁଭ୍ରଜିତ୍ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ କ୍ଲିନିକ୍‌କୁ ମଧ୍ୟ ସିଲ୍ କରିଥିଲା। ତେବେ ଅର୍ଥୋ‌ପେଡିକ୍ ଆଣ୍ଡ ସ୍ପାଇନାଲ୍ ସର୍ଜରିରେ ଶିକ୍ଷାପ୍ରାପ୍ତ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପୁଣି ଅଶାନ୍ତ ବାବନପୁର: ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, କଟକ ସ୍ଥାନାନ୍ତର

ପାତ୍ରପୁର: କିଛି ଦିନର ବିରତି ପରେ ପୁଣି ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଓ ପାତ୍ରପୁର ବ୍ଲକ୍ ଅଧୀନ ଖମ୍ବାରିଗାଁ ପଞ୍ଚାୟତର ବାବନପୁର ଗ୍ରାମ। ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ କେ.ସୁନ୍ଦର ରାଓ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...