ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଟିକା ଦେବାପରେ ୫ ମାସର ଶିଶୁପୁତ୍ରର ମୃତ୍ୟୁ ଅଭି‌ଯୋଗ

ବୁଗୁଡ଼ା: ଟିକା ଦେବା ପରେ ଜଣେ ୫ ମାସର ଶିଶୁପୁତ୍ରର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁ ଜଣକ ବୁଗୁଡ଼ା ଖଦାଳ ସାହିର ମାଗି ନାୟକଙ୍କ ପୁତ୍ର ସାଇ ନାୟକ। ସୂଚନା ପ୍ରକାରେ ଆଜି ସାପ୍ତାହିକ ଟିକାଦାନ ଦିବସ ଥିବାରୁ ଆଶାଦିଦିଙ୍କ ପରାମର୍ଶ କ୍ରମେ ସକାଳ ୧୧ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ନବୀନ ବାବୁଙ୍କୁ ହଟାଇ ବିଜେପିକୁ କ୍ଷମତା ଆଣିବାର ସମୟ ଆସିଛି: ଡକ୍ଟର ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ସେ ପଦ୍ମ ଧରିଛନ୍ତି।  ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

୨୨ରେ ଆସୁଛନ୍ତି ରାଜନାଥ ସିଂହ: ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରିବେ!

ବ୍ରହ୍ମପୁର: ଆସନ୍ତା ୨୨ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଓଡ଼ିଶା ଗସ୍ତରେ ବ୍ରହ୍ମପୁର ସ୍ଥାନ ପାଇଛି। ସେହିଦିନ ଅପରାହ୍ନରେ ପ୍ରାୟ ଗୋଟାଏ ବେଳେ ଆମ୍ବପୁଆଠାରେ ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଯୋଗଦେବାର…
ଅଧିକ ଖବର ଦେଖନ୍ତୁ...

ବନ୍ଦ ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର: ବନ୍ଦ ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ହେଲେ ଡାଲି ନିଲାବେଣି (୩୫) ଓ ତାଙ୍କ ୯ ବର୍ଷର ପୁଅ। ବିଲମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ସୂଚନା ଅନୁଯାୟୀ, ଡାଲି ନିଲାବେଣିଙ୍କ…
ଅଧିକ ଖବର ଦେଖନ୍ତୁ...

ଆର୍ମିର ସ୍ବତନ୍ତ୍ର ଡ୍ରେସ କପଡ଼ା ବିକି ହରଡ଼ଘଣାରେ ଦୋକାନୀ: ୪୮୮ ମିଟର କପଡ଼ା ଜବତ କଲା ପୁଲିସ

ବ୍ରହ୍ମପୁର: ଆର୍ମିର ଏକ ସ୍ବତନ୍ତ୍ର ଡ୍ରେସ କପଡ଼ା ବିକି ହରଡ଼ଘଣାରେ ଦୋକାନୀ। ଦୋକାନୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ପୁଲିସ ଓ ମିଲିଟାରି ଗୁଇନ୍ଦା ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଦୋକାନରୁ ୪୮୮ ମିଟର କପଡ଼ା ଜବତ କରିଛି ଟାଉନ ଥାନା ପୁଲିସ। ଗୋଳାବନ୍ଧ ଆର୍ମି…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଚିତ୍ର ଅସ୍ପଷ୍ଟ, ସବୁଠି ଦ୍ବନ୍ଦ୍ବ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ରାଜନୈତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଧାନସଭା ନିର୍ବଚାନମଣ୍ଡଳୀରେ ରାଜନୈତିକ ଚିତ୍ର ଅସ୍ପଷ୍ଟ ରହିଛି। କେଉଁ ଦଳରୁ କିଏ ପ୍ରାର୍ଥୀ ହେବ? ତାହା ସ୍ପଷ୍ଟ ହୋଇପାରୁନି। ବିଶେଷକରି ୨୦୨୪ରେ ବ୍ରହ୍ମପୁର ଆସନରୁ ବିଜେଡି ପ୍ରାର୍ଥୀ କିଏ ? ଏହି ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ବଜ୍ରକାପ୍ତା ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କତୁରୁ ପଞ୍ଚାୟତ ରାମେୟାପଟଣା ସମୁଦ୍ରତଟରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଆଜି ଭୋର୍‌ରେ ମତ୍ସ୍ୟଜୀବୀମାନେ ବଜ୍ରକାପ୍ତାଟିକୁ ଠାବ କରିଥିଲେ। ଗାଁ ମୁଖିଆ ତଥା ନାଇଡୁ ଦିଲ୍ଲେ‌ଶ ରେଡ୍ଡୀ ବଜ୍ରକାପ୍ତାଟିକୁ ବନ ବିଭାଗକୁ ହସ୍ତାନ୍ତର…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ଗୁଳିମାଡ଼: ମହିଳା ଗୁରୁତର, ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତିି

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବେଡ଼ିଗୋବା ଗ୍ରାମ ନିକଟ ଜଙ୍ଗଲକୁ ଗତକାଲି ପତ୍ର ତୋଳିବାକୁ ଯାଇଥିବା ବେଳେ ଜଣେ ମହିଳା ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି। ମହିଳାଜଣକ ହେଉଛନ୍ତି, ଉକ୍ତ ଗ୍ରାମର ସ୍ବପ୍ନା ସାହୁ(୩୫)। ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀର ବେକ କାଟିଦେଲା ସ୍ତ୍ରୀ: ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି

ଧରାକୋଟ: ପାରିବାରିକ କଳହର କରୁଣ ପରିଣତି। ଘରୋଇ କଳି ପରେ ସ୍ୱାମୀର ବେକ କାଟିଦେଲା ସ୍ତ୍ରୀ। ଗୁରୁତର ସ୍ୱାମୀ ରୋହିତ ପାତ୍ର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ରୋହିତ…
ଅଧିକ ଖବର ଦେଖନ୍ତୁ...

ବସ୍-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ

ଆସିକା: ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ବେଳେ ଆସିକାରୁ…
ଅଧିକ ଖବର ଦେଖନ୍ତୁ...