ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ପରାଜିତ ସରପଞ୍ଚ ପ୍ରାର୍ଥୀନିଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୁଲାଗଡ଼ ପଞ୍ଚାୟତର ପରାଜିତ ସରପଞ୍ଚ ପ୍ରାର୍ଥୀନୀଙ୍କ ସ୍ୱାମୀ ବାବୁ ପ୍ରଧାନଙ୍କୁ ବୁଧବାର ସଂଧ୍ୟାରେ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ହତ୍ୟା କରାଯାଇଛି। ଧରାକୋଟ ଥାନା କୁଲାଗଡ଼ ପଞ୍ଚାୟତର ବାଦଗଡ଼ ଗାଁର ବାବୁ ଆଜି ସନ୍ଧ୍ୟାରେ ଘରୁ ବାହାରି…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା: ଭଡ଼ାଘରେ ବେକରେ ଫାଶ ଲଗାଇଲେ କନିଷ୍ଠଯନ୍ତ୍ରୀ, ନମ୍ବର କମ ମିଳିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଦଶପଲ୍ଲା/ବ୍ରହ୍ମପୁର: ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଜଣେ କନିଷ୍ଠଯନ୍ତ୍ରୀ ବୁଧବାର ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ର ମାସିକ ପରୀକ୍ଷାରେ ନମ୍ବର କମ୍‌ ଆସିବାରୁ ଜୀବନ ହାରିଛନ୍ତି। ସୂଚନା ଅନୁସାରେ ଦଶପଲ୍ଲା ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସ ଦୂର ପାଇଁ ଅଭିନବ ପଦକ୍ଷେପ: ଗୁଣିଗାରେଡ଼ି ପ୍ରମାଣ କଲେ ଗଞ୍ଜାମ ଜିଲ୍ଲାପାଳ ନିଜ ପକେଟ୍‌ରୁ ଦେବେ ୫୦ ହଜାର…

ବ୍ରହ୍ମପୁର: ଅତ୍ୟାଧୁନିକ ସମାଜରୁ ଆଜି ମଧ୍ୟ ସଂପୂର୍ଣ୍ଣ ରୂପେ ଅନ୍ଧବିଶ୍ୱାସ ଦୂର ହୋଇପାରି ନାହିଁ। ଅନ୍ଧବିଶ୍ୱାସକୁ ନେଇ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଅପରାଧିକ ଘଟଣାଗୁଡ଼ିକ ଘଟୁଛି। ତେଣୁ ଏଭଳି ସମସ୍ୟା ଦୂର କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ବଡ଼ବାପାଙ୍କୁ ହତ୍ୟା କରି ପୁତୁରା ଫେରାର

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ପୁତୁରା ନିଜର ବଡ଼ବାପାଙ୍କୁ ହତ୍ୟା କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଥାନାର ସୁନାରିଝୋଳା ଗାଁରେ ଏଭଳି ଘଟଣା ଘଟିଛି।ଏହାକୁ ଏକ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୫ବର୍ଷ ଜେଲ୍‌

ବ୍ରହ୍ମପୁର : ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଏଡିଜେ-୨ ତଥା ପୋକ୍‌ସୋ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ଜଣେ ଅଭିଯୁକ୍ତକୁ ୧୫ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତଙ୍କ ନାମ ହେଉଛି ବିଶୁ ବେହେରା(୫୩)। ଏହାସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ କରି ନୂଆ ଜୀବନର ମୂଳଦୁଆ ପକାଇଲେ ନବଦମ୍ପତି, ଭିନ୍ନ ଧରଣର ବିବାହ କରି ସାଜିଲେ ଉଦାହରଣ

ବ୍ରହ୍ମପୁର: ଭିନ୍ନ ଏକ ବିବାହ। ଭିନ୍ନ ଏକ ବାର୍ତ୍ତା। ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଥିଲା ଏକ ନିଆରା ବାହାଘର। ଯେଉଁଠି ନା ବାଜିଥିଲା ବାଜା, ନା ରୋଷଣୀ କରି ଶୋଭାଯାତ୍ରାରେ ଆସିଥିଲା ବର। ବିନା ଜାନି ଯୌତୁକ, ଜାତି, ଜାତକ ଓ କର୍ମକାଣ୍ଡରେ ସଂପନ୍ନ ହୋଇଛି ବାହାଘର। ବରଣମାଳା ପିନ୍ଧାଇ…
ଅଧିକ ଖବର ଦେଖନ୍ତୁ...

ଫାଇଲିନ୍ ଉଡ଼ାଇ ନେଇଥିଲା ଘର : ବୁଢୀ ମା’ ମାଳର ବସା ପାଲଟିଛି ବିଦ୍ୟାଳୟ ପିଣ୍ଡା, ମାନସିକ ରୋଗଗ୍ରସ୍ତ ପୁଅ ସହ ବିତୁଛି…

ଜଗନ୍ନାଥପ୍ରସାଦ : ୬ ବର୍ଷ ତଳେ ଫାଇଲିନ୍ ମହାବାତ୍ୟା ଘର ଉଡ଼ାଇ ନେଇଥିଲା। ଦୁଃଖ ଶୁଣି ସରକାରୀ ସହାୟତା ଦେବା ତ ଦୂରର କଥା, ଆହା ପଦେ ବି କହିବାକୁ ନା ସରକାରୀ ବାବୁ ନା ଜନପ୍ରତିନିଧି କାହାରି ବି ଦେଖା ମିଳି ନଥିଲା। ଝାଟିମାଟିର ଘର ଖଣ୍ଡିଏ ଭାଙ୍ଗିଯିବା ପରେ ୭୦ ବର୍ଷୀୟା ଆଦିବାସୀ ବୃଦ୍ଧା…
ଅଧିକ ଖବର ଦେଖନ୍ତୁ...

ବିରଳ ‘ବମ୍ବେ ଫିନୋଟାଇପ୍‌’ ଗ୍ରୁପ୍‌ର ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଦିଲୀପ; ରାଉରକେଲାରୁ ବ୍ରହ୍ମପୁରକୁ…

ବ୍ରହ୍ମପୁର : ‘ରକ୍ତଦାନ ମହତ ଦାନ, ରକ୍ତଦାତା ଜୀବନଦାତା।’ ଏହା କେବଳ ସ୍ଲୋଗାନ୍ ନୁହେଁ ବୋଲି ପ୍ରମାଣିତ କରିଛନ୍ତି ୪୧ ବର୍ଷୀୟ ଦିଲୀପ କୁମାର ବାରିକ। ରାଉରକେଲା ସେଣ୍ଟ୍‌ କଲୋନି ବାସିନ୍ଦା ଦିଲୀପଙ୍କ ଶରୀରରେ ବିଶ୍ବର ସବୁଠାରୁ ବିରଳ ଗ୍ରୁପ୍‌ ‘ବମ୍ବେ ଫିନୋଟାଇପ୍’ ବା ‘ଏଚ୍‌ଏଚ୍‌’…
ଅଧିକ ଖବର ଦେଖନ୍ତୁ...

ରାମେୟାପାଟଣାରେ ବିଶ୍ୱବ୍ୟାଙ୍କ ପ୍ରତିନିଧିଦଳ, ସମୁଦ୍ରକୁ ରୋକିବ ୨୨ କୋଟିର ପ୍ରାଚୀର

ବ୍ରହ୍ମପୁର : ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ (ଆଇସିଜେଏମ୍‌ପି) ଜରିଆରେ ଗଞ୍ଜାମ ଜିଲ୍ଲା ରାମେୟାପାଟଣା ଉପକୂଳରେ ସମୁଦ୍ରକୁ ରୋକିବା ଲାଗି ୧୨ଶହ ମିଟର ସମୁଦ୍ର ପ୍ରାଚୀର କରାଯିବାକୁ ନିଷ୍ପତ୍ତି ହୋଇଛି। କୂଳଠାରୁ ୨୫ ମିଟର ସମୁଦ୍ର ଜଳରାଶିରେ ଏହି ପ୍ରାଚୀର ନିର୍ମାଣ ସରିବା ପରେ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର : ବଧୂ ହତ୍ୟା ନେଇ ଥାନାରେ ଅଭିଯୋଗ, ଶଶ୍ମାନରୁ ହାଡ ଓ ପାଉଁଶ ସଂଗ୍ରହ କଲେ ସାଇଣ୍ଟିଫିକ୍ ଟିମ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ସ୍ଥାନୀୟ ବଡତୋଟା ସାହିରେ ଜଣେ ବଧୂକୁ ହତ୍ୟା କରିଦେଇଥିବା ଘଟଣା ସାମନାକୁ ଆସିଛି। ସ୍ଥାନୀୟ ବଡତୋ୍ଟା ସାହିର ରଞ୍ଜିତ ନାହାକଙ୍କ ପତ୍ନୀ ଆରତୀ ନାହାକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ଶଶୂର ଘର ଲୋକେ ହତ୍ୟା କରି ଦେଇଥିବା ନେଇ ଆରତୀଙ୍କ ଭାଇ…
ଅଧିକ ଖବର ଦେଖନ୍ତୁ...