ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ; ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ‘ଏକ୍ସ’ରେ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ଅନୁଗାମୀଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର…
ଅଧିକ ଖବର ଦେଖନ୍ତୁ...

ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ, ୧୦ ଥର ହୋଇଥିଲେ ବିଧାୟିକା

ଭୁବନେଶ୍ବର/କବିସୂର୍ଯ୍ୟନଗର: ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ଓ ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାମିଲନାଡୁର ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ସୁଜ୍ଞାନ କୁମାରୀଙ୍କୁ ଚେନ୍ନାଇର ହସ୍‌ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାତି ତାମିଲନାଡୁ ଗସ୍ତରେ ଯାଇ ଗଂଜାମର ପୂର୍ବତନ ବିଧାୟିକ ଭି ସୁଜ୍ଞାନ କୁମାରଙ୍କୁ ଭେଟିଛନ୍ତି। ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୁଜ୍ଞାନ କୁମାରଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଚିଟଫଣ୍ଡ ଠକେଇ ଘଟଣା: ବ୍ୟାଙ୍କ କାରବାର ଯାଞ୍ଚ କରୁଛି ଇଡି

ବ୍ରହ୍ମପୁର: ଗୋଲଡେନ୍‌ ଲ୍ୟାଣ୍ଡ୍‌ ଚିଟ୍‌ଫଣ୍ଡ କମ୍ପାନି ଲିଙ୍କ୍‌ରେ ହୋଇଥିବା ଠକେଇ ମାମଲାର ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗତକାଲି ଇଡିର ଅଧିକାରୀମାନେ ସିଆର୍‌ପିଏଫ୍‌ଙ୍କୁ ନେଇ ବ୍ରହ୍ମପୁର ସହରରେ ଚଢ଼ଉ କରିଥିଲେ। ବ୍ରହ୍ମପୁର ସହରର ବିଭିନ୍ନ ୪ଟି ସ୍ଥାନରେ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିବାକୁ ଚେନ୍ନାଇ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

୧୨ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ଛତ୍ରପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲା ପରିବହନ ବିଭାଗ ଡାଟା ଏଣ୍ଟ୍ରି ଅପରେଟର। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଧରିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍। କୋଭିଡ୍ ସମୟରେ ଜବତ୍ ହୋଇଥିବା ୨ଟି ବାଇକ୍‌ର ଜରିମାନା ରାଶି ଛାଡ଼ କରିବା ନେଇ ଡାଟା ଏଣ୍ଟ୍ରି…
ଅଧିକ ଖବର ଦେଖନ୍ତୁ...

ଅପରାଧରେ ମାତିଲେଣି ନାବାଳକ: ଗଞ୍ଜାମରେ ୩ ବର୍ଷରେ ଧରାପଡ଼ିଛନ୍ତି ୫୬୭, କାଉନ୍‌ସେଲିଂ ସତ୍ତ୍ବେ ସୁଧୁରୁ ନାହାନ୍ତି

ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଅପରାଧ ଦୁନିଆରେ ପାଦ ଥାପିଛନ୍ତି ଏବେ ନାବାଳକ ପାଦ ଦେଇଛନ୍ତି, ଯାହାକି ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ଗଞ୍ଜାମ ଜିଲ୍ଲାର ଅପରାଧ ରେକର୍ଡ କହୁଛି, ଗତ ୩ ବର୍ଷରେ ୫୬୭ ନାବାଳକ ବିଭିନ୍ନ ମାମଲାରେ ସାମିଲ ହୋଇଛନ୍ତି। ହତ୍ୟା ସହିତ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ହଜିଯିବ ବ୍ରହ୍ମପୁରୀ ପାଟ: ଚାହିଦା ଅତୁଟ, ବୁଣାକାର ପରିବାର ୩ଶହରୁ ଏବେ ୪୦

ବ୍ରହ୍ମପୁର: ବ୍ରହ୍ମପୁରର ସ୍ବତନ୍ତ୍ର ପରିଚୟ ହେଉଛି ‘ରେଶମ ପାଟବସ୍ତ୍ର’। ଦେଶ ଭିତରେ ଓ ବାହାରେ ଏହାର ଆଦୃତ୍ତି ରହିଛି। ଏଥିପାଇଁ ବ୍ରହ୍ମପୁରକୁ ରେଶମ ସହର ବୋଲି ମଧ୍ୟ କୁହାଯାଏ। ଉଦ୍‌ବେଗର ବିଷୟ, ବ୍ରହ୍ମପୁରର ଏହି ପରିଚୟ ଏବେ ହଜିଯିବାକୁ ବସିଲାଣି। କାରଣ ଶାଢ଼ି ବୁଣିବା ପାଇଁ ଆଉ ବୁଣାକାର…
ଅଧିକ ଖବର ଦେଖନ୍ତୁ...

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କୁ ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବି

ବ୍ରହ୍ମପୁର: ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କୁ ଆକ୍ରମଣ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରୁଢ଼ାପଦର ସରକାରୀ ଆଶ୍ରମ ବିଦ୍ୟାଳୟରେ ରହି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସୁବଳ ନାଇକଙ୍କୁ ଆକ୍ରମଣ ହୋଇଛି। ପ୍ରଧାନଶିକ୍ଷକଙ୍କ ଜାଣତାରେ କିଛି ସହପାଠୀ ମାନେ ତାଙ୍କୁ ଅତି ନିର୍ମମ ଭାବେ ମାଡ଼…
ଅଧିକ ଖବର ଦେଖନ୍ତୁ...

ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀ ଆତଙ୍କ, ଘରୁ ନ ବାହାରିବାକୁ ବନବିଭାଗର ପରାମର୍ଶ

ବ୍ରହ୍ମପୁର: ଆସିକା ରେଞ୍ଜର ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଏଠାରେ୧୨ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି। ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି। ହାତୀ ପ୍ରବେଶକୁ ରୋକିବା ପାଇଁ ସନ୍ଧ୍ୟା ହେଲେ ବିଦ୍ୟୁତ…
ଅଧିକ ଖବର ଦେଖନ୍ତୁ...