ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଧରାକୋଟ ବ୍ଲକରେ ୧୪ ନକଲି ଶିକ୍ଷକ

ଧରାକୋଟ: ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ଧରପଗଡ଼କୁ ଜୋର୍‌ଦାର୍ କରାଯାଇଛି। ଫଳରେ ନକଲି ଜାତିଗତ, ଜନ୍ମ ଓ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ହାତେଇଥିବା ଶିକ୍ଷକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହିକ୍ରମ‌ରେ ଧରାକୋଟ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ହସ୍ତଗତ…
ଅଧିକ ଖବର ଦେଖନ୍ତୁ...

ଡାକ ବିଭାଗରେ ଜାଲ୍‌ ସାର୍ଟିଫିକେଟ୍‌: ବାହାର ରାଜ୍ୟର ୧୫ରୁ ଧରାପଡ଼ିଲା ୨

ବ୍ରହ୍ମପୁର : ଗ୍ରାମୀଣ ଡାକ ସେବକ(ଜିଡିଏସ୍) ପଦବି ପାଇଁ ବ୍ରହ୍ମପୁର ପୋଷ୍ଟାଲ୍‌ ଡିଭିଜନ୍‌ ଅଧୀନରେ ଆବେଦନ କରିଥିବା ମୋଟ୍‌ ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ଜଣ ବାହାର ରାଜ୍ୟର ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ତନ୍ମଧ୍ୟରୁ ୧୦ଜଣ ଆନ୍ଧ୍ର ବୋର୍ଡ଼ର ଦଶମ ଶ୍ରେଣୀ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିର ପୂର୍ବତନ ଟ୍ୟାକ୍ସ କଲେକ୍ଟରଙ୍କୁ ଜେଲ୍‌ଦଣ୍ଡ

ବ୍ରହ୍ମପୁର : ଏକ ଲାଞ୍ଚ ଗ୍ରହଣ ମାମଲାରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ଟ୍ୟାକ୍ସ କଲେକ୍ଟର ଧରଣୀଧର ସ୍ବାଇଁ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଡା.ଅରୁଣ କୁମାର ସାହୁ ଏହି ମାମଲା ଶୁଣାଣି କରି ଆଜି ଚୂଡ଼ାନ୍ତ ରାୟ…
ଅଧିକ ଖବର ଦେଖନ୍ତୁ...

ସରିଲା ଶୂନ୍ୟ ଅକାଳ ମୃତ୍ୟୁ ସପ୍ତାହ: ସଚେତନତା କମ ଯୋଗୁଁ ଲୋକେ ସହଜରେ ଫସିଲେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁଲିସ ତରଫରୁ ଏବଂ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଗତ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ଅକାଳ ମୃତ୍ୟୁ ସପ୍ତାହ ପାଳନ ଅବସରରେ ଜୋରଦାର ଯାଞ୍ଚ କରାଯାଉଥିଲା। ଜିଲ୍ଲାରେ ରହିଥିବା ୧୭ଟି ଥାନା ଅଂଚଳର ସମସ୍ତ ମୁଖ୍ୟ ଛକମାନଙ୍କରେ ପୁଲିସ, ଆଞ୍ଚଳିକ ପରିବହନ…
ଅଧିକ ଖବର ଦେଖନ୍ତୁ...

ସରିଲା ଶୂନ୍ୟମୃତ୍ୟୁ ସପ୍ତାହ: ଗଂଜାମରେ ୧୦୯ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ,  ଧରାପଡ଼ିଲେ ୯ ନାବାଳକ

ବ୍ରହ୍ମପୁର: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନକୁ ସଂଶୋଧନ କରିଛନ୍ତି। ବର୍ତ୍ତମାନ ଏହି ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଥିପାଇଁ ଏପ୍ରିଲ ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ…
ଅଧିକ ଖବର ଦେଖନ୍ତୁ...

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ୩ମାସରେ ମୃତକଙ୍କ ସଂଖ୍ୟା ପହଞ୍ଚିଲା ୧୧

ଛତ୍ରପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ପରିବାର ପ୍ରତିପୋଷଣ ପାଇଁ ରୋଜଗାର ଆଶାରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ୩ ମାସ ଭିତରେ ୧୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଏହାର ଜ୍ବଳନ୍ତ ଉଦାହରଣ। ସେହିପରି କିଛି ଶ୍ରମିକ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁରକୁ ଟାଉନ୍‌ବସ ହିଁ ଭରସା, ରାଜଧାନୀକୁ ନାହିଁ ସିଧାସଳଖ ବସ୍‌ ସେବା

ଗୋପାଳପୁର: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ପାଇଛି। ପ୍ରତିଦିନ ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଗୋପାଳପୁରକୁ ପର୍ଯ୍ୟଟକଙ୍କ ଗମନାଗମନ ପାଇଁ ଟାଉନ୍‌ ବସ୍‌ ହିଁ ଏକମାତ୍ର ଭରସା।…
ଅଧିକ ଖବର ଦେଖନ୍ତୁ...

ଜାତୀୟ ପଞ୍ଚାୟତ ପୁରସ୍କାର: ‘ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ, ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩’ ଘୋ‌ଷଣା ହୋଇଛି। ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ଭାବେ ଘୋଷଣା ହୋଇଛି। ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଦାଦନ ଦୁଃଖ: ରୋଜଗାର ପାଇଁ ଯାଉଛନ୍ତି, ଶବହୋଇ ଫେରୁଛନ୍ତି

ବ୍ରହ୍ମପୁର : ବାହାର ରାଜ୍ୟକୁ ‌ରୋଜଗାର ପାଇଁ ଯାଉଛନ୍ତି, ହେଲେ ଶବହୋଇ ଫେରୁଛନ୍ତି। ଏହା ହିଁ ଦାଦନର କରୁଣ ଚିତ୍ର! ଗତ ୩ମାସ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରୁ ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ଘଟି ସାରିଲାଣି। ରାଜ୍ୟର ଅନ୍ୟ ଦାଦନପ୍ରବଣ ଜିଲ୍ଲା ଏବଂ ଏହାପୂର୍ବରୁ ଘଟିଥିବା ଘଟଣାକୁ ହିସାବକୁ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବାଦପଲ୍ଲୀ ପଞ୍ଚାୟତର କମାରସିଙ୍ଗି ଠାରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଛୁରୀମାଡ଼ କରାଯିବା ସହ ଖଣ୍ଡାରେ ହାଣିଛନ୍ତି ବିପକ୍ଷ ଗୋଷ୍ଠୀ। ତାଙ୍କୁ ପଥରରେ ଛେଚିଥିବା ମଧ୍ୟ ଜଣାଯାଇଛି। ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...