ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ

ଭଂଜନଗର : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ଏବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗାଁ (ଜି.ନୂଆଗାଁ)କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲ ହୋଇ କୃତ୍ରିମ ପୋଖରୀ ସବୁ ସୃଷ୍ଟି ହୋଇଛି। ଦିନ…
ଅଧିକ ଖବର ଦେଖନ୍ତୁ...

ପୁରୁଣାବନ୍ଧ ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୮ ଆହତ

ଛତ୍ରପୁର: ଆଜି ସନ୍ଧ୍ୟାରେ ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ମତ୍ସ୍ୟଜୀବୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ସୁଧାକର ବେହେରା, ରବୀନ୍ଦ୍ର ବେହେରା, ବିଦ୍ୟାଧର ବେହେରା,…
ଅଧିକ ଖବର ଦେଖନ୍ତୁ...

ବର୍ଷା ଖାଇଲା ଫସଲ

ବ୍ରହ୍ମପୁର/ଛତ୍ରପୁର/ଭଞ୍ଜନଗର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଂଜାମ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। କଟା ହୋଇଥିବା ଧାନ ଖଳାକୁ ଆଣି ପାରିନାହିଁ ଚାଷୀ। ପୂର୍ବରୁ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଚକଡ଼ା, ମାଟିଆଗୁଣ୍ଡି ପୋକ ଲାଗି…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ୨୫ ଲକ୍ଷ ଲୁଟିଥିବା ଦିବାକର ଗିରଫ

ହିଞ୍ଜିଳିକାଟୁ : ମୋବାଇଲ ଟ୍ରେଡିଂ ନାଁରେ ନିଜର ପେଟିଏମ୍‌ ଓ୍ଵାଲେଟ୍‌ ଖୋଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୨୫ ଲକ୍ଷରୁ ଊର୍ଧ୍ୱ ଟଙ୍କା ଠକି ନେଇଥିବା ଠକ ଧରାପଡ଼ିଛି। ବ୍ୟାଙ୍କ ଶାଖା ପରିଚାଳକଙ୍କ ଅଭିଯୋଗ କ୍ରମେ ପୁଲିସ ହିଞ୍ଜିଳିକାଟୁ ବଇଁଚବଣିଆ ଗାୟତ୍ରୀ ନଗର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ଅଜଣା ଜନ୍ତୁ ଆକ୍ରମଣରେ ୧୨ ଛେଳି ମୃତ

ଗଞ୍ଜାମ: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଥାନା ଅନ୍ତର୍ଗତ ଖାଇଲୁଡ଼ି ଗ୍ରାମରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଚନ୍ଦ୍ରଗିରି ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍‌ ଖାଇଲୁଡ଼ି ଗ୍ରାମରେ ପହଞ୍ଚି ମୃତ ଛେଳିଗୁଡ଼ିକର ଶବ ବ୍ୟବଛେଦ ପାଇଁ ପଠାଇବା…
ଅଧିକ ଖବର ଦେଖନ୍ତୁ...

ତ୍ରିକୋଣୀୟ ପ୍ରେମ ଅଭିଯୋଗ : ଯାତ୍ରା କଳାକାର ଦମ୍ପତିଙ୍କୁ ଛୁରାମାଡ଼

ହିଞ୍ଜିଳିକାଟୁ : ଶନିବାର ରାତିରେ ଯାତ୍ରା ମଞ୍ଚରେ ସମସ୍ତେ ଏକାଠି ନାଚୁଥିଲେ। ହେଲେ ଯାତ୍ରା ସୋ ସରିବା ପରେ ଭୋର୍‌ ଭୋର୍‌ରୁ ହଠାତ ଡ୍ୟାନସ୍‌ ଗ୍ରୁପ୍‌ର ଦୁଇ ଯୁବ କଳାକାରଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ କଥା କଟାକଟିରୁ ସୀମା ଲଂଘିଗଲା। ଶେଷରେ ଉତ୍‌କ୍ଷିପ୍ତ ଜଣେ କଳାକାର ସୁଶାନ୍ତ ସାହୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ୧୭ ମଇଁଷି ମଲେ

ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ୧୬ଟି ମଇଁଷି ସହ ଏକ ମଇଁଷି ଛୁଆର ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଟ୍ରେନ ବ୍ରହ୍ମପୁରରୁ ଇଚ୍ଛାପୁର ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…
ଅଧିକ ଖବର ଦେଖନ୍ତୁ...

ମାଓନେତା ସବ୍ୟସାଚୀ କୋର୍ଟରେ ହାଜର

ଭଂଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ବଡ଼ଗଡ଼ ଥାନାର ବିଭିନ୍ନ ମାଓ ମାମଲାରେ ଅଭିଯୁକ୍ତ ମାଓନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ଶୁକ୍ରମାର କଡ଼ା ସୁରକ୍ଷା ବଳୟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସହକାରୀ ସେସନସ୍‌ ଜଜ୍‌ ବିଧାନ କୁମାର ଚାନ୍ଦଙ୍କ କୋର୍ଟରେ ଉପସ୍ଥିତ କରାଯାଇଥିଲା। ତାଙ୍କ ନାଁରେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହ: ବିଷ ପିଇଲେ ମା’ ଓ ଦୁଇ ଝିଅ

ଶେରଗଡ଼ : ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ଷଡ଼ଙ୍ଗୀପଲ୍ଲୀ ଗ୍ରାମରେ ଜଣେ ମହିଳା ଓ ତାଙ୍କ ଦୁଇ ଝିଅ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମା’ ନମିତା ଗୌଡ଼ (୪୫) ଏବଂ ଦୁଇ ଝିଅ ବର୍ଷା ଓ ଆଶା ବର୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ହାଇକୋର୍ଟରେ ଆବେଦନ

କଟକ: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ରିମାଣ୍ଡରେ ନେବା ପାଇଁ ଛତ୍ରପୁର ପୁଲିସ ଗୁରୁବାର ହାଇକୋର୍ଟରେ ଅବେଦନ କରିଛି। ସୂଚନାଯୋଗ୍ୟ ହତ୍ୟାକାଣ୍ଡ…
ଅଧିକ ଖବର ଦେଖନ୍ତୁ...