ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ପଡ଼ୋଶୀ ରାଜ୍ୟର ଓଡ଼ିଶା ଦିବସ ଭେଟି! ଓଡ଼ିଶା ମାଟିରେ ଆନ୍ଧ୍ରର ଉତ୍ପାତ

କୋରାପୁଟ : ରାତି ପାହିଲେ ‘ଓଡ଼ିଶା ଦିବସ’। ଓଡ଼ିଶାର ଅଖଣ୍ଡତା ବଜାୟ ରଖିବା ପାଇଁ କେତେକ’ଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ହେଲେ,ଏହାପୂର୍ବରୁ ଓଡ଼ିଶାରେ ପଶି ନିଜ ଉତ୍ପ‌ାତ ଆରମ୍ଭ କରିଦେଇଛି ଆନ୍ଧ୍ର। ଏହି ଅଞ୍ଚଳ ଦଖଲ ପାଇଁ ଚକ୍ରାନ୍ତ କରୁଥିବା ଆନ୍ଧ୍ର ସରକାର ସ୍ବାସ୍ଥ୍ୟ ସେବା ଆଳରେ…
ଅଧିକ ଖବର ଦେଖନ୍ତୁ...

କୁଲାଡ଼ିରେ ଆନ୍ଧ୍ରର ଅନୁପ୍ରବେଶ: ଆଜି ପହଞ୍ଚିବ ପ୍ରଶାସନ ଓ ଶାସକ, ବିରୋଧୀ ନିରବ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆଦିବାସୀଅଧ୍ୟୁଷିତ ତୁମ୍ବା ପଞ୍ଚାୟତ କୁଲାଡ଼ି ଗ୍ରାମରେ ଆନ୍ଧ୍ରପ୍ରଦେଶ ଧସେଇ ପଶିବା, ଆନ୍ଧ୍ର ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଏହି ଗାଁରେ ଓଭର୍‌ହେଡ୍‌ ପାଣିଟାଙ୍କି ନିର୍ମାଣ ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର୍ ଧରିଛି। ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ ଫଟୋ ଭାଇରାଲ୍, ଧମକଚମକ ମାମଲାରେ ଯୁବକ ଗିରଫ

ବେଗୁନିଆପଡ଼ା: କୋଦଳା ଥାନା ଇଲାକାର ଜଣେ ବିବାହିତାଙ୍କ ସହ ପ୍ରେମ ସଂପର୍କ ରଖିବା ଓ ତାଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିବା ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଉଛି, ଢେଙ୍କାନାଳ ଜିଲ୍ଲାର ରତିକାନ୍ତ…
ଅଧିକ ଖବର ଦେଖନ୍ତୁ...

ଧସେଇ ପଶୁଛି ଆନ୍ଧ୍ର, ଓଡ଼ିଶା ନୀରବ

ପାତ୍ରପୁର(ନୀଳାଞ୍ଚଳ ପଟ୍ଟନାୟକ): ‘ଗଞ୍ଜାମ ଜିଲ୍ଲାରେ ସୀମା ବିବାଦ ନାହିଁ’। ରାଜ୍ୟ ସରକାର ବିଧାନସଭାରେ କେତେ ସ୍ପଷ୍ଟୀକରଣ ରଖିଲେ ବି ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। କାରଣ ବ‌ର୍ଷ ବର୍ଷ ଧରି ପାତ୍ରପୁର ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ତୁମ୍ବା ଓ ବୁରାତାଲ୍ ପଞ୍ଚାୟତର ଅନେକ ସୀମାନ୍ତ…
ଅଧିକ ଖବର ଦେଖନ୍ତୁ...

ଈର୍ଷା, ନକାରାତ୍ମକତା ଆମର ବଡ଼ଶତ୍ରୁ: ରାଜ୍ୟପାଳ

ବ୍ରହ୍ମପୁର/ଗୋପାଳପୁର : ଆମର ବଡ଼ ଶତ୍ରୁ ହେ‌ଲା ଈର୍ଷା ଓ ନକାରାତ୍ମକତା। ଏହା ବାହାରେ ପ୍ରକୃତିର କେଉଁଠାରେ ବି ନାହିଁ, ଅଥଚ ଆମ ଭିତରେ ଅଛି। ଏହି ଦୁଇ ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବାକୁ ହେବ। ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୪ତମ ଦୀକ୍ଷାନ୍ତ ସମାରୋହରେ ପୌରୋହିତ୍ୟ କରି…
ଅଧିକ ଖବର ଦେଖନ୍ତୁ...

ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍

ଛତ୍ରପୁର: ୨୦୧୯ ମସିହା ଜୁନ୍ ୧ ତାରିଖରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ କଇଠଡ଼ା ଗ୍ରାମର ଡାକ୍ତର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିଲା। ଆଜି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ମାମଲାର ବିଚାରଣା ଶେଷ କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୨୧ ଜଣଙ୍କ ସାକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଦଣ୍ଡନାଚ ମଞ୍ଚ ତିଆରି ବେଳେ ୧୧ କେଭି ଝଟ୍‌କା

ଜଗନ୍ନାଥପ୍ରସାଦ: ଦଣ୍ଡନାଚ ଅବସରରେ ରାତିରେ ନାଟକ ପାଇଁ ମଞ୍ଚ ପ୍ରସ୍ତୁତି ଚାଲିଥିଲା। ଏତିକିବେଳେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଚଢ଼ିଆପଲ୍ଲୀ ଗ୍ରାମରେ ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।…
ଅଧିକ ଖବର ଦେଖନ୍ତୁ...

ପୁରୀ ରଥଯାତ୍ରା ପାଇଁ ଘୁମୁସର ବନଖଣ୍ଡରୁ ଯିବ କାଠ, ଗଛକଟା ଆରମ୍ଭ

ଭଞ୍ଜନଗର: ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ନିର୍ମାଣ ପାଇଁ ଚଳିତବର୍ଷ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡରୁ କାଠ ନିଆଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଗଛ ଚିହ୍ନଟ କରାଯାଇଥିଲା। ଏହିକ୍ରମରେ ଆଜି ଉତ୍ତର ଘୁମୁସର ବନଖଣ୍ଡର ପୁରୁଣାପାଣି ଗ୍ରାମ ନିକଟ କାଳିଆମ୍ବା ସଂରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନ; ଭଞ୍ଜନଗର ବନ୍ଦ, ଯାନବାହନ ଚଳାଚଳ ଠପ୍

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ସୋମବାରଦିନ ଭଞ୍ଜନଗରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ତେବେ, ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଅନୁଭୂତ ହୋଇଛି। ଯାନବାହାନ ଚଳାଚଳ ଠପ୍‌ ହେବା ସରକାରୀ ଓ ବେସରକାରୀ ଅଫିସ୍‌ ଏବଂ ଦୋକାନବଜାର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ୨ ମୃତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଅଧୀନ ବେଣୀଗୌରୀ ଗ୍ରାମ ନିକଟରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇ ସଂପର୍କୀୟ ଭାଇଙ୍କ ଜୀବନ ନେଇଛି। ମୃତକମାନେ ହେଲେ, ଖଟିଆରାମଚନ୍ଦ୍ରପୁର ଗ୍ରାମର ରଞ୍ଜନ ଦାଶ ଓ ଶିଶିର ଦାଶ। ଉଭୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବା ଲାଗି…
ଅଧିକ ଖବର ଦେଖନ୍ତୁ...