ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଆନ୍ଦୋଳନ ବେଳେ ପୁଲିସକୁ ଆକ୍ରମଣ ଘଟଣା: ୫୭ ଡ୍ରାଇଭର ଗିରଫ

ଛତ୍ରପୁର/ଗୋପାଳପୁର : ଜାତୀୟ ରାଜପଥ ୧୬ ଜଗନ୍ନାଥପୁର ଛକରେ ଗତକାଲି ଆନ୍ଦୋଳନକାରୀ ଡ୍ରାଇଭର ଓ ପୁଲିସ ବାହିନୀ ମଧ୍ୟରେ ଖଣ୍ତଯୁଦ୍ଧ ହୋଇଥିଲା। ଏଥିରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ଛତ୍ରପୁର ଏସ୍‌ଡିପିଓ, ଗୋଳନ୍ଥରା ଥାନା ଅଧିକାରୀଙ୍କ ସମେତ ୧୦ ଜଣ ପୁଲିସ କର୍ମଚାରୀ ଓ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଆସିକା ଚିନିଶିଳ୍ପ: ମୋଲାସେସ୍‌ ବିକ୍ରିରେ ମହାଦୁର୍ନୀତି

ଆସିକା : ଆସିକାସ୍ଥିତ ସମବାୟ ଚିନିଶିଳ୍ପ ବଟଲିଂ ପ୍ଲାଣ୍ଟ୍‌ ପାଇଁ କାଚବୋତଲ କିଣା ଦୁର୍ନୀତି ତାଜା ଥିବାବେଳେ ଏବେ ନିର୍ଦ୍ଦେଶକମାନେ ମୋଲାସେସ୍‌ ବିକ୍ରିରେ ହେଉଥିବା ମହାଦୁର୍ନୀତିକୁ ଲୋକଲୋଚନକୁ ଆଣିଛନ୍ତି। ଚିନିଶିଳ୍ପରୁ ବିକ୍ରି ହୋଇଥିବା ୯୦୦ ମେଟ୍ରିକ୍‌ ଟନ୍‌ ମୋଲାସେସ୍‌ ବିକ୍ରିରେ…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନକାରୀ ଡ୍ରାଇଭର ଓ ପୁଲିସ ବାହିନୀ ମଧ୍ୟରେ ଖଣ୍ତଯୁଦ୍ଧ, ୨୯ ଗିରଫ

ଛତ୍ରପୁର/ଗୋପାଳପୁର: ଜାତୀୟ ରାଜପଥ ୧୬ ଜଗନ୍ନାଥପୁର ଛକରେ ଗତକାଲି ଆନ୍ଦୋଳନକାରୀ ଡ୍ରାଇଭର ଓ ପୁଲିସ ବାହିନୀ ମଧ୍ୟରେ ଖଣ୍ତଯୁଦ୍ଧ ହୋଇଥିଲା। ବିଳମ୍ବିତ ସନ୍ଧ୍ୟାରେ ରାଜପଥ ରଣକ୍ଷେତ୍ର ପାଲଟିଥିବା ବେଳେ ଡ୍ରାଇଭର ମାନେ ସଂଘବଦ୍ଧ ହୋଇ ଠେଙ୍ଗା ଧରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ଜାତୀୟ ରାଜପଥ ପାଲଟିଲା ରଣକ୍ଷେତ୍ର: ପୁଲିସ-ଡ୍ରାଇଭର ଖଣ୍ଡଯୁଦ୍ଧ

ଛତ୍ରପୁର/ବ୍ରହ୍ମପୁର/ଗୋପାଳପୁର : ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ ଗୁରୁବାର ଦିନ ଉଗ୍ରରୂପ ନେଇଛି। ବ୍ରହ୍ମପୁର ସହର ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥ ଜଗନ୍ନାଥପୁର ଛକରେ ଆନ୍ଦୋଳନକାରୀ ଡ୍ରାଇଭରମାନେ ପୁଲିସକୁ ଗୋଡ଼ାଇଗୋଡ଼ାଇ ପିଟିଛନ୍ତି। ପଥର ଫିଙ୍ଗି ଲହୁଲୁହାଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଡ୍ରାଇଭରଙ୍କ ଆତଙ୍କରାଜ: ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ମାଡ ମାରିଲେ ଡ୍ରାଇଭର

ଛତ୍ରପୁର/ବ୍ରହ୍ମପୁର/ଗୋପାଳପୁର: ଓଡ଼ିଶା ଡ୍ରାଇଭର୍‌ ମହାସଂଘ ତରଫରୁ ଦିଆଯାଇଥିବା ଆନ୍ଦୋଳନ ଡାକରାର ଦ୍ବିତୀୟ ଦିନରେ ଆଜି ବ୍ରହ୍ମପୁରରେ ପୁଲିସ-ଡ୍ରାଇଭର୍‌ ମଧ୍ୟରେ ଖଣ୍ଡଯୁଦ୍ଧ ‌ଦେଖିବାକୁ ମିଳିଛି। ବ୍ରହ୍ମପୁର ସହର ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥ ଜଗନ୍ନାଥପୁର ଛକରେ ସଂଧ୍ୟାରେ ପୁଲିସକୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ସରିଗଲା ଧାନକ୍ରୟ ଟାର୍ଗେଟ: ୧୨ ହଜାର ଚାଷୀ ଟୋକନ୍‌ ଲାପ୍ସ ଚିନ୍ତାରେ, ଆନ୍ଧ୍ର ଦଲାଲ୍‌ ଭରସା

ବ୍ରହ୍ମପୁର/ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଧାନକ୍ରୟ ଟାର୍ଗେଟ ପ୍ରାୟ ସରିଗଲାଣି। କିନ୍ତୁ ଏବେ ବି ଆହୁରି ବହୁ ଚାଷୀ ଧାନ ଧରି ଜଗି ରହିଛନ୍ତି। ଧାନ ଧରି ଜଗି ରହିଥିବା ପ୍ରାୟ ୧୨ହଜାର ଚାଷୀଙ୍କ ଧାନ କିଏ କିଣିବ ବୋଲି ଚାଷୀ ସଙ୍ଗଠନ ତରଫରୁ ପ୍ରଶ୍ନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଗତ ଖରିଫ୍‌…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଅପହରଣ, ଧରାପଡ଼ିଲେ ୪

ଚିକିଟି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୁଲିସ ବୁଧବାର ରାତି ୯ଟାରେ ଜଣେ ଯୁବକ (୨୦)ଙ୍କୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିଛି। ୬ ଜଣ ଯୁବକ ତାଙ୍କୁ ଏକ କାର୍‌ରେ ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ କରିନେଉଥିଲେ। ଲକ୍ଷ୍ମୀପୁର ଛକରେ କାର୍‌ ଭିତରୁ ‘ରକ୍ଷା କର’ ବୋଲି ଚିତ୍କାର ଶୁଭିବାରୁ…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜିରେ ଓସିଟି ପଦ୍ଧତିରେ ଏନ୍‌ଜିଓପ୍ଲାଷ୍ଟି

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନା ହୃଦ୍‌ରୋଗ ବିଭାଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଚିକିତ୍ସାସେବା ଆରମ୍ଭ ହୋଇଛି। ହୃତ୍‌ପିଣ୍ଡ ଧମନୀରେ ରହିଥିବା ବ୍ଲକେଜ୍‌ର ପ୍ରକୃତ ସ୍ଥିତି (ଲମ୍ବ ଓ ଓସାର) ନିର୍ଦ୍ଧାରଣ କରିବା ପାଇଁ ଓସିଟି(ଅପ୍ଟିକାଲ୍‌ କୋହେରେନ୍ସ ଟମୋଗ୍ରାଫି)…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ମାଈ ହାତୀ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ମାଈହାତୀର ମୃତ୍ୟୁ। ମୁଜାଗଡ ରେଞ୍ଜ ଡହ ସେକ୍ସନ୍‌ର ହାତୀଗୁଡ଼ା ବିଟ୍‌ ଅଧୀନରେ ଥିବା ତିଲିକି ସଂରକ୍ଷିତ ଜଙ୍ଗଲ (କମ୍ପାର୍ଟମେଣ୍ଟ୍‌ ନମ୍ବର-୧) ଭିତରୁ ଆଜି ଏକ ମାଈହାତୀର ଶବ ଉଦ୍ଧାର ହୋଇଛି। ଗତ ସୋମବାର ଦିନ ସକାଳେ ଏହି…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ଅପରାଧୀଙ୍କ ବୋମାମାଡ଼, ୨ ମହିଳାଙ୍କ ସମେତ ୫ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ୍‌ ପ୍ରତି ଅପରାଧୀଙ୍କର ଯେ ତିଳେମାତ୍ର ଖାତିର୍‌ ନାହିଁ, ବୁଧବାର ଦିନ ଘଟିଥିବା ଏକ ଘଟଣାରୁ ଜଣାପଡ଼ିଛି। ସେମାନଙ୍କୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତମ‌ାନେ ବୋମା ଫିଙ୍ଗିବାକୁ ପଛାଇ ନାହାନ୍ତି। ଯଦିଓ ଏଥିରେ କାହାର କିଛି କ୍ଷତି ଘଟିନାହିଁ, ବୋମା…
ଅଧିକ ଖବର ଦେଖନ୍ତୁ...