ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗଞ୍ଜାମରେ ଯକ୍ଷ୍ମା ନେଉଛି ବର୍ଷକୁ ୨୫୦ ଜୀବନ; ବଢୁଛି ପଜିଟିଭ୍‌ ସଂଖ୍ୟା, ଏଚ୍‌ଆଇଭି ସଂକ୍ରମିତଙ୍କୁ ବିପଦ ଅଧିକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ଠାରୁ ଆହୁରି ଭୟଙ୍କର ରୂପ ନେଉଛି ଯକ୍ଷ୍ମା। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁହାର ମଧ୍ୟ ବଢ଼ି ଚାଲିଛି। ଗତ ୩ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୫୦ ଜଣ ଯକ୍ଷ୍ମା ରୋଗୀ ଜୀବନ ହରାଇଥିବା ରେକର୍ଡ଼ କହୁଛି। ଯାହାକି ଏଡ୍‌ସ…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମ ମାମଲା: ୬ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍

ଆସିକା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ପୀଠ ଜଙ୍ଗଲରେ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ଭାବିସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାଢ଼େ ୫ ବର୍ଷ ପରେ ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ‌‌ରେ ଏହି ମାମଲାର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୧୬ଟି ଶିକ୍ଷକ, ଶିକ୍ଷା ମହାବିଦ୍ୟାଳୟ ଦୟନୀୟ ସ୍ଥିତିରେ 

ଗୋଳନ୍ଥରା : ଓଡ଼ିଶା‌ରେ ଅନେକ ଶିକ୍ଷକଙ୍କୁ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଖୋଦ୍ ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟ ଏବେ ଦୟନୀୟ ସ୍ଥିତିରେ ଚାଲିଛି। ଚଳିତ ୨୦୨୨-୨୩ ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ଏଯାଏ ୧୬ଟି ମହାବିଦ୍ୟାଳୟରେ ସିଟ୍ ପୂର୍ଣ୍ଣାଙ୍ଗ ଭା‌ବେ କାର୍ଯ୍ୟକ୍ଷମ…
ଅଧିକ ଖବର ଦେଖନ୍ତୁ...

ରନ୍ଧନ ଗ୍ୟାସ୍‌ ବୋଝେଇ ଅଟୋ ଓଲଟି ୪ବର୍ଷ ଶିଶୁପୁତ୍ର ମୃତ

ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ଗୁରୁବାର ଅପରାହ୍‌ଣରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଅଟୋ ଓଲଟି ପଡ଼ିବାରୁ ତା’ତଳେ ଚାପି ହୋଇ ଜଣେ ୪ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ଶାସ୍ତ୍ରୀନଗର ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ସୁରତରେ ଦାଦନ ଶ୍ରମିକଙ୍କ ହୃଦଘାତରେ ମୃତ୍ୟୁ

ପାଟପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଏଭଳି ପରିସ୍ଥିତିରେ ପରିବାର ପ୍ରତିପୋଷଣ ପାଇଁ ସୁରତକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କ ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଛି। ମୃତକଜଣକ ହେଲେ, ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳେଇ। ଗତ ୧୯ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମ ଘଟଣାରେ ୬ ଜଣଙ୍କୁ ୨୦ ବର୍ଷ ଜେଲ୍

ଆସିକା: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ପୀଠ ଜଙ୍ଗଲରେ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ଭାବିସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାଢ଼େ ୫ ବର୍ଷ ପରେ ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ‌‌ରେ ଏହି ମାମଲାର…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ପତ୍ନୀ

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଧୀନ ଅଙ୍ଗାରଗାଁ ପଞ୍ଚାୟତ ଗିଲିଣ୍ଡା ରାସ୍ତା ବିଲମାଳରେ ଥିବା ଏକ କୂଅ ଭିତରୁ ଗତ ଜାନୁଆରି ୨୯ ତାରିଖରେ ଅଙ୍ଗାରଗାଁ ହରିଜନ ସାହିର ଗରିବ ଦାଶ (୩୭)ଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପଛର ଚାଞ୍ଚଲ୍ୟକର ରହସ୍ୟ ଉପରୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକଙ୍କ ସମୀକ୍ଷା

ଛତ୍ରପୁର: ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ଆଜି ଅପରାହ୍ନରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ ଧକ୍କାରେ ଯୁବକ ମୃତ

ଛତ୍ରପୁର: ଛତ୍ରପୁର ଜିଆରପି ଥାନା ପୁଲିସ ସ୍ଥାନୀୟ କୋର୍ଟ ଷ୍ଟେସନ୍ ନିକଟ ରେଳଲାଇନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଛତ୍ରପୁର ବଡ଼ରେଡ୍ଡୀ ସାହିର ନବୀନ ବେହେରାଙ୍କ ପୁତ୍ର ବିଦ୍ୟାଧର ବେହେରା(୨୦)। ବିଦ୍ୟାଧର ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ରେଳ ଲାଇନ୍ ପାର୍ ହୋଇ…
ଅଧିକ ଖବର ଦେଖନ୍ତୁ...

ଜୀବନ ବଞ୍ଚାଇବାକୁ ଗଛରେ ଚଢ଼ିଥିଲେ, ଟାଣି ଆଣିଲେ: ଯୁବକଙ୍କୁ ବିଦାରି ପକାଇଲେ ୩ ଭାଲୁ

ଭଞ୍ଜନଗର : ଗଞ୍ଜାମ-କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଇନ୍ଦ୍ରଗଡ଼ ପଞ୍ଚାୟତ ଦୁବା ଗ୍ରାମର ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଭାଲୁ କବଳରୁ ବର୍ତ୍ତିବା ପାଇଁ ସେ ଜୀବନ ବିକଳରେ ଏକ ଗଛରେ ଚଢ଼ିଯାଇଥିଲେ। ହେଲେ, ୩ ଭାଲୁ ତାଙ୍କୁ ଗୋଡ଼କୁ ଧରି ଟାଣିଆଣିବା ସହିତ…
ଅଧିକ ଖବର ଦେଖନ୍ତୁ...