ନାବାଳକକୁ ଅପହରଣ ଅଭିଯୋଗରେ ମାମୁ ଅଟକ

ବ୍ରହ୍ମପୁର: ଗୋଷଣୀନୂଆଗାଁ ଥାନା ଅଞ୍ଚଳରେ ଭଣଜାକୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ମଙ୍ଗଳବାର ମାମୁକୁ ଅଟକ ରଖିଛି । ନ‌ାବାଳକର ମା’ ଗତ ୧୨ ତାରିଖରେ ଅପହରଣ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ସମ୍ପର୍କୀୟ ମାମୁ ଦେବାଶିଷ ଭଣଜାକୁ ସ୍କୁଲରେ ଛଡିବ‌ା ବାହାନାରେ ଅପହରଣ କରିଥିବା ମା ଅଭିଯୋଗ ଆଣିଛନ୍ତି । ଅପହରଣରେ ବ୍ୟବହୃତ ସ୍କୁଟିକୁ ପୁଲିସ ଜବତ କରି ଅଭିଯୁକ୍ତକୁ ପଚରା ଉଚରା କରୁଛି ।

ସମ୍ବନ୍ଧିତ ଖବର