Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ପୌରପାଳିକା ଉପ-ନିର୍ବାଚନ:ପ୍ରବଳ ଥଣ୍ଡା ସତ୍ତେ୍ଵ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସ୍ତିରେ ନେତା

ପାରାଦୀପ: ପାରାଦୀପ ପୌରପାଳିକା ଉପ ନିର୍ବାଚନକୁ ଆଉ ମାତ୍ର ୫ଦିନ ରହିଲା। ହାତରେ ବହୁତ କମ୍‍ ସମୟ ଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରବଳ ଥଣ୍ଡା ସତ୍ତେ୍ଵ ନେତାମାନେ ଓ୍ଵାର୍ଡରେ ବୁଲି ବୁଲି ପ୍ରଚାର କରୁଛନ୍ତି। ବିଶେଷ କରି ବାଉରିଆପାଳନ୍ଦା ବସ୍ତି…
ଅଧିକ ଖବର ଦେଖନ୍ତୁ...

ସରକାରୀ ରାସ୍ତାରେ ଘର ନିର୍ମାଣ:ରାସ୍ତାରେ ଶୋଇ ପ୍ରତିବାଦ

ବାଲିକୁଦା: ବାଲିକୁଦା ଥାନା ଅଧୀନ ବୋରିକିନା ପଞ୍ଚାୟତ ବାରିଲୋ ଗ୍ରାମରେ ସରକାରୀ ରାସ୍ତାରେ ପକ୍କାଗୃହ ନିର୍ମାଣ ବିବାଦକୁ ନେଇ ଆଜି ଏକ ପରିବାର ରାସ୍ତାରେ ଶୋଇ ରହି ଅଭିନବ ପ୍ରତିବାଦ କରିଥିଲେ। ଫଳରେ ବୋରିକିନା-ଜଗତସିଂହପୁର ରାସ୍ତାର ବୋରିକିନା ମୁଖ୍ୟ ବଜାର ନିକଟରେ ଯା’ଆସ ଏକପ୍ରକାର ବନ୍ଦ…
ଅଧିକ ଖବର ଦେଖନ୍ତୁ...

୧୦ ମାଲିକ ପାଇଲେ ଚୋରି ଯାଇଥିବା ବାଇକ୍‌

ପାରାଦୀପ: କିଛିଦିନ ତଳେ ଅଭୟଚାନ୍ଦପୁର ଥାନା ପୁଲିସ ଜବତ କରିଥିବା ୧୫ ଚୋରା ବାଇକ୍‍ ମଧ୍ୟରୁ ଆଜି ୧୦ଟି ବାଇକ୍‌କୁ ସେଗୁଡ଼ିକର ମାଲିକମାନଙ୍କୁ ଫେରସ୍ତ ଦିଆଯାଇଛି। ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଗାଡ଼ି ମାଲିକମାନେ ନିଜ ନିଜ ଗାଡ଼ି ଥାନାରୁ ଫେରସ୍ତ ନେଇଛନ୍ତି। ବାକିଥିବା ଆଉ ୫ଟି ବାଇକ୍‍କୁ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ମହିଳାଙ୍କୁ ହତ୍ୟା

କିଶନନଗର : ଜଣେ ଆଦିବାସୀ ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ଶବକୁ କନ୍ଦରପୁର ପୁଲିସ ଦଣ୍ଡୁଆଳିପଡ଼ା ନିକଟ ସୁକପାଇକା ନଦୀବନ୍ଧ ତଳୁ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ମହିଳା ଜଣକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ଗୁରୁବାରୀ ସିଂ(୫୨), ଗୁରୁବାରୀ ମୟୂରଭଞ୍ଜର…
ଅଧିକ ଖବର ଦେଖନ୍ତୁ...

ପୁରୁଣା ପୋଲ ଦବିଯିବାରୁ ଯାତାୟତ ବାଧାପ୍ରାପ୍ତ

ତାରପୁର: ରଘୁନାଥପୁର ବ୍ଲକ୍‌ ସାଦେଇପୁରରୁ ଜଗତସିଂହପୁର ବ୍ଲକ୍‌ ଅଅଁଳାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଏକ ବ୍ରିଟିଶ ସମୟର ପୋଲ ଦବିଯିବାରୁ ଯାତାୟତରେ ବାଧା ଉତ୍ପନ୍ନ ହାଇଛି। ମୃତ ନନ୍ଦାବ୍ରତ ନଦୀ ଉପରେ ବ୍ରିଟିଶ ସମୟରୁ ଥିବା ଏହି ପୋଲର ପୂର୍ବ ଓ ଉତ୍ତର ପଟ ଆପ୍ରୋଚ୍‌ ରୋଡ୍‌ ଭୁଶୁଡ଼ି…
ଅଧିକ ଖବର ଦେଖନ୍ତୁ...

ନାଳ ଭିତରୁ ହତ୍ୟା ଅଭିଯୁକ୍ତ ଗିରଫ: ପୁଲିସ ଆଖିରେ ଧୂଳିଦେଇ ଦିନ୍‌ ଜାଗା ବଦଳାଉଥିଲା

ପାରାଦୀପ: ଦୀର୍ଘ ୯ମାସର ଲୁଚାଛପା ଖେଳ ପରେ ପାରାଦୀପ ପୁଲିସ ଭିକାରୀ କ୍ରୀଷ୍ଣା ରାଓଙ୍କ ହତ୍ୟାକାରୀଙ୍କୁ ଗିରଫ କରିଛି। ହତ୍ୟାକାରୀ ସନିଆ ମଲିକ ମଧ୍ୟ ଜଣେ ଭିକାରୀ ହୋଇଥିବାରୁ ତଥା ସେ ପୁଲିସ ଆଖିରେ ଧୂଳିଦେଇ ଦୈନିକ ସ୍ଥାନ ବଦଳାଉଥିବାରୁ ପୁଲିସ ପକ୍ଷରେ ତାକୁ ଧରିବା କଷ୍ଟକର ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ନିମ୍ନମାନର ଜଳ ପ୍ରକଳ୍ପ:୪ଟି ଗାଁ ଲୋକେ ପାନୀୟଜଳରୁ ବଞ୍ଚିତ

ଗୋପାଳପୁର: ରଘୁନାଥପୁର ସହକାରୀ ଯନ୍ତ୍ରୀଙ୍କ ଅଧିନସ୍ଥ ଧରାଧରପୁର ପଞ୍ଚାୟତର ୪ଟି ଗାଁ ଲୋକେ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ପୋଗୁଁ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ପଞ୍ଚାୟତର ବସନ୍ତାଠାରୁ କୋଟକଣା ଗ୍ରାମକୁ ପାନୀୟ ଜଳ…
ଅଧିକ ଖବର ଦେଖନ୍ତୁ...

ବାଗ୍ମୀ ବିଶ୍ୱନାଥ କର ଥିଲେ ନିର୍ଭୀକ ବ୍ୟକ୍ତିତ୍ୱର ପ୍ରତୀକ

ମାହାଙ୍ଗା: ବାଗ୍ମୀ ବିଶ୍ୱନାଥ କରଙ୍କ ସମାଜ ସଂସ୍କାରଧର୍ମୀ କାର୍ଯ୍ୟ ଆଜି ମଧ୍ୟ ଚିରସ୍ମରଣୀୟ ହୋଇରହିଛି। ତାଙ୍କ ସାହିତ୍ୟରେ ଯାହା ପରିପ୍ରକାଶ ପାଉଥିଲା ବ୍ୟକ୍ତିଗତ ଜୀବନରେ ତାହା ପ୍ରୟୋଗ କରି ସମାଜରୁ କୁସଂସ୍କାର ହଟାଇବାକୁ ସେ ସଚେତନତା ସୃଷ୍ଟି କରୁଥିଲେ। ବିଶ୍ୱନାଥ ଥିଲେ ନିର୍ଭୀକ…
ଅଧିକ ଖବର ଦେଖନ୍ତୁ...

ଗୋଡ଼ାଣିଆ ସଜାଉଛି ଶିକ୍ଷା ବ୍ୟବସ୍ଥା: ସୌମ୍ୟରଂଜନ

ପାରାଦୀପ/ଜଗତ୍‌ସିଂହପୁରଟାଉନ୍‌: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ସାଧାରଣ ଲୋକଙ୍କ ପିଲାମାନେ ପ୍ରକୃତ ଶିକ୍ଷା ଲାଭ କରିପାରୁନାହାନ୍ତି। ଫଳରେ, ସେମାନେ ନେତାମାନଙ୍କ ଗୋଡାଣିଆ ସାଜୁଛନ୍ତି। ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ବୋରିଖି ଉଚ୍ଚବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତଙ୍କ ଗିରଫ ଦାବି କଲା ଯୁବ ମୋର୍ଚ୍ଚା

ପାରାଦୀପ: ତିର୍ତ୍ତୋଲରେ ଘରେ ପଶି ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତମାନଙ୍କୁ ବର୍ତ୍ତମାନ ସୁଦ୍ଧା ପୁଲିସ ଗିରଫ କରି ପାରିନାହିଁ। ଗୁଳିକାଣ୍ଡରେ ମୃତ ଅନ୍ତର୍ଯ୍ୟାମୀଙ୍କ ପରିବାର ପ୍ରତିଦିନ ଭୟ ଓ ଆତଙ୍କ ଭିତରେ ରହୁଥିବା ବେଳେ ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଏଯାବତ୍‌ ପୁଲିସ ସକ୍ଷମ…
ଅଧିକ ଖବର ଦେଖନ୍ତୁ...