ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ଦେବୀ ନଦୀରେ ବୁଡ଼ି ନିଖୋଜ ଘଟଣା: ସକାଳୁ ଉଦ୍ଧାର ହେ‌ଲା ତୃତୀୟ ନାବାଳକଙ୍କର ମୃତଦେହ

ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁ ନିକଟ ଦେବୀ ନଦୀରେ ବୁଡ଼ି ଯାଇଥିବା ତୃତୀୟ ନାବାଳକଙ୍କର ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଥିବାର ଖବର ମିଳିଛି। ମୃତକ ହେଲେ ଶୁଭମ୍ ପାତ୍ର(୧୬)। ସୋମବାର ଦିନ ପ୍ରାୟ ୧୦ଟା ବେଳେ ୪ ଜଣ ନାବାଳକ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଦେବୀନଦୀରେ ବୁଡ଼ିଗଲେ ୩ ସାଙ୍ଗ

ବାଲିକୁଦା : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁ ନିକଟ ଦେବୀ ନଦୀରେ ସୋମବାର ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି। ଦିନ ପ୍ରାୟ ୧୦ଟା ବେଳେ ୪ ଜଣ ନାବାଳକ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଛନ୍ତି। ସଂଧ୍ୟା ସୁଦ୍ଧା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଦେବୀ ନଦୀରେ ବୁଡ଼ିଗଲେ ତିନି ସାଙ୍ଗ: ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ୨ ଜଣ ନିଖୋଜ

ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଦେବୀ ନଦୀ ମାଛଗାଁ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ୩ଜଣ ସାଙ୍ଗ ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଆମ୍ବଶାଳ ଗାଁର କ୍ଷୀରୋଦ ବାରିକଙ୍କ ପୁଅ ବବୁଲ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ହେବ ଟିଟିପିଏସ୍‌ ସଂପ୍ରସାରଣ

ଅନୁଗୁଳ: ଦୁଇବର୍ଷ ତଳେ ବନ୍ଦ ହୋଇଥିବା ତାଳଚେର ଥର୍ମାଲ ପାୱାର ପାୱାର ଷ୍ଟେସନ(ଟିଟିପିଏସ୍‌)ର ସମ୍ପ୍ରସାରଣ ପ୍ରକ୍ରିୟା ତୁରନ୍ତ ଆରମ୍ଭ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ହେଲେ, ବିଭିନ୍ନ କାରଣରୁ ଏହି ସଂପ୍ରସାରଣ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏବେ ସ୍ଥିତି ଏମିତି ଯେ ଆସନ୍ତା ୨୦୨୭-୨୮…
ଅଧିକ ଖବର ଦେଖନ୍ତୁ...

କନ୍ଦରପୁର-ନୂଆଗାଁ ୫୫ ନଂ ଜାତୀୟ ରାଜପଥ ସମ୍ପ୍ରସାରଣରେ ଅପାରଗତା ଜଳଜଳ

ଜଗତସିଂହପୁର ଟାଉନ୍: ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର-ଠାରୁ ନୂଆଗାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କାମ ଆରମ୍ଭରେ ବିଳମ୍ବ ଯୋଗୁଁ ଏହି ପ୍ରକଳ୍ପ ବିଳମ୍ବିତ ହେବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ କନ୍ଦରପୁର ଠାରୁ-ବାଲିକୁଦା ବଜାର ପର୍ଯ୍ୟନ୍ତ ପ୍ରାୟ ୪୨ କିଲୋମିଟର ରାସ୍ତା କାମର ଟେଣ୍ଡର…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରେ ବଢ଼ୁଛି ବାଲ୍ୟ ବିବାହ, କୁମାରୀ ମାତୃତ୍ବ

ଏହି ସର୍ଭେ ଅନୁସାରେ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩ ପ୍ରତିଶତ ଥିବା ବେଳେ ଓଡ଼ିଶା ହାର ୨୦.୫ ରହିଛି। କିନ୍ତୁ ଓଡ଼ିଶାର ୧୨ଟି ଜିଲ୍ଲା ଜାତୀୟ ହାର ଠାରୁ ଅଧିକ ରହିଛି। ନବରଙ୍ଗପୁର ଜିଲ୍ଲା ଏକ ନମ୍ବରରେ ଥିବା ବେଳେ ସମ୍ବଲପୁରେ ବାଲ୍ୟ ବିବାହ ସର୍ବନିମ୍ନ ରହିଛି। ଜଗତସିଂହପୁର ଟାଉନ୍…
ଅଧିକ ଖବର ଦେଖନ୍ତୁ...

ଚିରଞ୍ଜୀବଙ୍କ ଭିଡିଓକୁ ନେଇ ସମର୍ଥକଙ୍କ ମଧ୍ୟରେ ଉତ୍ସାହ

ଜଗତସିଂହପୁର ଟାଉନ୍: ୨୪ରେ କିଏ ହେବ ଜଗତସିଂହପୁର ବିଧାୟକ? କିଏ ହାତେଇବ ବିଜେଡି ଟିକଟ? କଂଗ୍ରେସ ଓ ବିଜେପିରୁ କିଏ ଲଢ଼ିବ? ଏବେଠୁ ଚବିଶ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିବା ବେଳେ ବିଜେଡି ଟିକଟ ଉପରେ ସମସ୍ତଙ୍କ ନଜର। ବର୍ତ୍ତମାନର ବିଧାୟକ ତଥା ସରକାରୀ ଦଳ ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ…
ଅଧିକ ଖବର ଦେଖନ୍ତୁ...

୧୦ ଲକ୍ଷ ଟଙ୍କାର ଉଜ୍ଜ୍ବଳ ଆଲୋକୀକରଣ ଧୂଳିସାତ

କୁଜଙ୍ଗ: ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ କୁଜଙ୍ଗ ବଜାରରେ ଦେଢ ବର୍ଷତଳେ ପ୍ରତିଷ୍ଠା କରାଯାଇଥିବା ସୌରଚାଳିକ କୁଜଙ୍ଗ ବଜାର ଉଜ୍ଜ୍ବଳ ଆଲୋକୀକରଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ୧୪ ମାସରେ ଧୂଳିସାତ୍‌ ହୋଇଛି। ୧୦ ଲକ୍ଷ ଟଙ୍କା ବରବାଦ୍‌ ହୋଇଛି। କୁଜଙ୍ଗ ବଜାରରେ ସମ୍ପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

କଚ୍ଛପ ଗତିରେ ୫୫ ନମ୍ବର ଜାତୀୟ ରାଜପଥ -୨, ୫୮ ବର୍ଷର ଯନ୍ତ୍ରଣା କନ୍ଦରପୁର ଲେ‌େଭଲ୍‌ କ୍ରସିଂ

ଜଗତସିଂହପୁର ଟାଉନ୍: ୧୯୬୫-୨୦୨୩। ୫୮ ବର୍ଷ ହେଲାଣି ଯନ୍ତ୍ରଣା ଦେଇ ଆସୁଛି ଜଗତସିଂହପୁରରୁ କଟକ ସଂଯୋଗ କରୁଥିବା ଏକମାତ୍ର ପ୍ରମୁଖ ରାସ୍ତାରେ ଥିବା କନ୍ଦରପୁର ଲେଭଲ୍‌ କ୍ରସିଂ। ଏହି ରାସ୍ତା ଜଗତସିଂହପୁର ଜିଲ୍ଲାର ଲାଇଫଲାଇନ୍ ହୋଇଥିଲେ ମଧ୍ୟ ସେଠାରେ ଏକ ଓଭରବ୍ରିଜ୍ ନିର୍ମାଣ ସମ୍ଭବ…
ଅଧିକ ଖବର ଦେଖନ୍ତୁ...

ସ୍ବପ୍ନ ହେଇଯିବ ମଧୁର ପାଣି! ଉଦ୍‌ବେଗଜନକ ହାରରେ ହ୍ରାସ ପାଉଛି ଭୂତଳ ଜଳସ୍ତର

ଜଗତସିଂହପୁର,(ସନ୍ଦୀପ ଲେଙ୍କା): ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ପିଇବା ପାଣି ସମସ୍ୟା। ବିଶେଷ କରି ବନ୍ଦର ନଗରୀ ପାରାଦୀପ ଓ ବାଲିକୁଦା ଆଉ ଏରସମା ବ୍ଲକ୍‌ର ୨୨ରୁ ଅଧିକ ପଞ୍ଚା‌ୟତରେ ଏବେ ପିଇବା ପାଣି ସମସ୍ୟା ସୃଷ୍ଟି ହୋଇଛି।…
ଅଧିକ ଖବର ଦେଖନ୍ତୁ...