ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

୪ର୍ଥ ପର୍ଯ୍ୟାୟରେ ୫ ଜିଲ୍ଲାର ୩୮୯ ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଲୋକାର୍ପିତ

ଭୁବନେଶ୍ବର: ରାଜ୍ୟର ଶିକ୍ଷାର ବିକାଶ ପାଇଁ ୫ଟି ଅଧୀନରେ ଉଚ୍ଚବିଦ୍ୟାଳୟ ଗୁଡ଼ିକର ‌ରୂପାନ୍ତରିଣ କାମ ଜାରି ରଖିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଆଜି ୪ର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ଉଚ୍ଚବିଦ୍ୟାଳୟର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…
ଅଧିକ ଖବର ଦେଖନ୍ତୁ...

ବଦଳିବ କି ପାରାଦୀପ ଚିତ୍ର? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଦାମଙ୍କ ପରିବାର ହାତରେ ଆସନ

ଶୁଭକାନ୍ତ ପଢିଆରୀ ଜଗତସିଂହପୁର: ବନ୍ଦର ତଥା ଶିଳ୍ପ ନଗରୀ ଯୋଗୁଁ ଜଗତସିଂହପୁର ଜିଲ୍ଲାର ପାରାଦୀପ ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ଅଧିକ। ଏଥିପାଇଁ ହେଭିଵେଟ ନେତାଙ୍କ ନଜର ବି ସବୁ ବେଳେ ରହି ଆସିଛି ପାରାଦୀପ ଉପରେ। ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରଠାରୁ ଏହି ଆସନ ଶାସକ ବିଜୁ…
ଅଧିକ ଖବର ଦେଖନ୍ତୁ...

ବନ୍ଦର ନଗରୀର ବିକଳ ଚିତ୍ର: ରାସ୍ତା ମଝିରେ ଟ୍ରଲିରେ ପ୍ରସବ

ଜଗତସିଂହପୁର: ବନ୍ଦର ନଗରୀ ପାରାଦୀପରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ସାମନାକୁ ଆସିଛି। ଆଜି ସକାଳେ ରାସ୍ତା ମଝିରେ ଟ୍ରଲିରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ସ୍ଥାନୀୟ ମହିଳାମାନେ ଟ୍ରଲି ଚାରିପଟେ ଲୁଗା ଗୁଡ଼ାଇ ମହିଳାଙ୍କ ପ୍ରସବ କରାଇବା ପରେ ମା ଓ ନବଜାତ ଶିଶୁଙ୍କୁ ଅଠରବାଙ୍କୀସ୍ଥିତ…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ଅଭାବନୀୟ ଘଟଣା: ଟ୍ରଲି ଉପରେ ପ୍ରସବ କଲେ ଗର୍ଭବତୀ

ପାରାଦୀପ: ପୁଣି ଆସିଲା ହୃଦୟ ବିଦାରକ ଦୃଶ୍ୟ। ଶୁଣିଲେ ନାହିଁ କେହି, ଆଉ ମଝି ରାସ୍ତାରେ ପ୍ରସବ କଲେ ମହିଳା, ତାପୁଣି  ଏକ ଟ୍ରଲି ଉପରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପରେ। ନିକଟସ୍ଥ ସଣ୍ଡକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ମହିଳା ପ୍ରସବ ବେଦନା ସହି ନପାରି ଟ୍ରଲି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଲେ ବିଜେଡି ସଭାପତି

ଭୁବନେଶ୍ବର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ବୁଧବାର ବହିଷ୍କୃତ ହୋଇଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ସ୍ତରରେ ପାରାଦୀପ ବନ୍ଦରର ରେକର୍ଡ: ୨୬୨ ଦିନରେ ୧୦୦ ଏମ୍‌ଏମ୍‌ଟି ପଣ୍ୟ କାରବାର

ଜଗତସିଂହପୁର: ପଣ୍ୟ କାରବାରରେ ପାରାଦୀପ ବନ୍ଦର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷରେ ଖୁବଶୀଘ୍ର ୧୦୦ ମିଲିଅନ୍ ମେଟ୍ରିକ ଟନ୍ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ନିଜସ୍ୱ ରେକର୍ଡ ଭାଙ୍ଗିବା ସହ ସର୍ବଭାରତୀୟ ସ୍ତରରେ ବୃହତ ବନ୍ଦର ଇତିହାସରେ ନିଜର ଏକ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁଙ୍କ ପର‌ଲୋକ

ଜଗତସିଂହପୁର: ‘ସମ୍ବାଦ’ର ରଘୁନାଥପୁର ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁ (୫୫)ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ଆଜି ରାତି ପ୍ରାୟ ୮ଟା ୩୦ରେ ସେ ତାଙ୍କ ଉତ୍ତରକୂଳ ପଞ୍ଚାୟତ, ମୁଗୁରିଆ ଗାଁ ସ୍ଥିତ ବାସଭବନରେ ବସି ଖବର ଲେଖୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଘର ଲୋକ ତାଙ୍କୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବଢିଚାଲିଛି ମନ୍ଦିରରୁ ଚୋରି ଘଟଣା: ମା ଶାରଳାଙ୍କ ମନ୍ଦିର ପରିସରରୁ ଚୋରି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇଛି। ତେବେ ୫-ଟି ଯୋଜନାରେ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

କୋକେନ୍‌ ଜବତ ଘଟଣାର ନୂଆମୋଡ଼: ସମୁଦ୍ରରେ ବୁଡ଼ି କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର୍‌

ଜଗତସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା କୋକେନ୍‌ ମାମଲାରେ ନୂଆମୋଡ଼। ଆଜି ହଠାତ୍ ପିଆଇସିଟି ବର୍ଥରେ ସ୍କୁବା ଡାଇଭର୍ ପହଞ୍ଚି ଗଭୀର ସମୁଦ୍ରରୁ କୋକେନ୍ ଖୋଜୁଥିବା ଜଣାପଡ଼ିବା ପରେ ଚର୍ଚ୍ଚା ବଢ଼ିଯାଇଛି। ସୀମା ଶୁଳ୍କ ବିଭାଗର ଚଢ଼ଉ ବେଳେ ଜାହାଜର କ୍ରିଉ…
ଅଧିକ ଖବର ଦେଖନ୍ତୁ...

କୋକେନ ତଦନ୍ତ ଆଗକୁ ନେବା ପାଇଁ ପାରାଦ୍ବୀପରେ ପହଞ୍ଚିଲେ ଭାଷା ଅନୁବାଦକ

ପାରାଦ୍ବୀପ: ୭ଦିନ ପରେ ପାରାଦ୍ବୀପରେ ପହଞ୍ଚିଲେ ଭାଷା ଅନୁବାଦକ | ଭାଷାଗତ ସମସ୍ୟା ପାଇଁ ଆଗେଇ ପାରୁନଥିବା ତଦନ୍ତ ଏବେ ଆଗକୁ ବଢିବ ବୋଲି କୁହାଯାଉଛି | ପାରାଦ୍ବୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି ) ମଧ୍ୟକୁ ଇଣ୍ଡୋନେସିଆରରୁ ଆସିଥିବା ଭେସେଲ ଦେବୀ ଡେନମାର୍କ ଯିବାପାଇଁ ଷ୍ଟିଲ…
ଅଧିକ ଖବର ଦେଖନ୍ତୁ...