ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ପାରାଦୀପ ବନ୍ଦରରୁ କୋକେନ୍ ଜବତ ଘଟଣା: ଜାହାଜରୁ ସମୁଦ୍ରକୁ ଡେଇଁପଡ଼ିଲେ କର୍ମଚାରୀ

ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ମାମଲାକୁ ୪୫ ଦିନ ବିତି ଯାଇଥିଲେ ବି ତଦନ୍ତ ଶେଷ ହୋଇନାହିଁ। ଆଜି ଆଉ ଏକ ଅଘଟଣ ଆଲୋଡ଼ନ ସୃଷ୍ଟି କରିଛି। ସୀମା ଶୁଳ୍କ ବିଭାଗ ପକ୍ଷରୁ କୋକେନ୍ ମିଳିଥିବା ‘ଏମ୍ ଦେବୀ ଜାହାଜକୁ ଜବତ କରାଯାଇ ଆଙ୍କରେଜ୍‌ରେ ରଖାଯାଇଥିବା ବେଳେ ଜଣେ କ୍ରିଉ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ମେଡିକାଲ୍ କଲେଜ ପ୍ରତିଷ୍ଠା ନ ହେଲେ ଜଗତସିଂହପୁରରେ ଭୋଟ୍ ବର୍ଜନ ଧମକ

ଜଗତସିଂହପୁର: ମେଡିକାଲ୍ କଲେଜ ନାହିଁ ତ ଭୋଟ ନାହିଁ। ଜଗତସିଂହପୁରରେ ଆନ୍ଦୋଳନ ଆରମ୍ଭ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଏହି ଆନ୍ଦୋଳନ ଚାଲିଛି। ମେଡିକାଲ୍ କଲେଜ ପ୍ରତିଷ୍ଠା ନ ହେଲେ ଜଗତସିଂହପୁରରେ ଭୋଟ୍ ବର୍ଜନ ଧମକ ଦିଆଯାଇଛି। ପୂର୍ବରୁ ଏହି ସଂଗଠନ ପକ୍ଷରୁ ଗତ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ଘଟଣା: ଜାହାଜରୁ ଡେଇଁଲେ କ୍ରିଉ ସଦସ୍ୟ, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ ସମୁଦ୍ରକୁ ଡେଇଁଥିଲେ। ଆଜି ସକାଳେ ଏଭଳି ଘଟଣା ଘଟିଛି। ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ‌ହେଲେ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ପର୍ଯ୍ୟାୟରେ ୫ ଜିଲ୍ଲାର ୩୮୯ ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଲୋକାର୍ପିତ

ଭୁବନେଶ୍ବର: ରାଜ୍ୟର ଶିକ୍ଷାର ବିକାଶ ପାଇଁ ୫ଟି ଅଧୀନରେ ଉଚ୍ଚବିଦ୍ୟାଳୟ ଗୁଡ଼ିକର ‌ରୂପାନ୍ତରିଣ କାମ ଜାରି ରଖିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଆଜି ୪ର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ଉଚ୍ଚବିଦ୍ୟାଳୟର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…
ଅଧିକ ଖବର ଦେଖନ୍ତୁ...

ବଦଳିବ କି ପାରାଦୀପ ଚିତ୍ର? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଦାମଙ୍କ ପରିବାର ହାତରେ ଆସନ

ଶୁଭକାନ୍ତ ପଢିଆରୀ ଜଗତସିଂହପୁର: ବନ୍ଦର ତଥା ଶିଳ୍ପ ନଗରୀ ଯୋଗୁଁ ଜଗତସିଂହପୁର ଜିଲ୍ଲାର ପାରାଦୀପ ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ଅଧିକ। ଏଥିପାଇଁ ହେଭିଵେଟ ନେତାଙ୍କ ନଜର ବି ସବୁ ବେଳେ ରହି ଆସିଛି ପାରାଦୀପ ଉପରେ। ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରଠାରୁ ଏହି ଆସନ ଶାସକ ବିଜୁ…
ଅଧିକ ଖବର ଦେଖନ୍ତୁ...

ବନ୍ଦର ନଗରୀର ବିକଳ ଚିତ୍ର: ରାସ୍ତା ମଝିରେ ଟ୍ରଲିରେ ପ୍ରସବ

ଜଗତସିଂହପୁର: ବନ୍ଦର ନଗରୀ ପାରାଦୀପରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ସାମନାକୁ ଆସିଛି। ଆଜି ସକାଳେ ରାସ୍ତା ମଝିରେ ଟ୍ରଲିରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ସ୍ଥାନୀୟ ମହିଳାମାନେ ଟ୍ରଲି ଚାରିପଟେ ଲୁଗା ଗୁଡ଼ାଇ ମହିଳାଙ୍କ ପ୍ରସବ କରାଇବା ପରେ ମା ଓ ନବଜାତ ଶିଶୁଙ୍କୁ ଅଠରବାଙ୍କୀସ୍ଥିତ…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ଅଭାବନୀୟ ଘଟଣା: ଟ୍ରଲି ଉପରେ ପ୍ରସବ କଲେ ଗର୍ଭବତୀ

ପାରାଦୀପ: ପୁଣି ଆସିଲା ହୃଦୟ ବିଦାରକ ଦୃଶ୍ୟ। ଶୁଣିଲେ ନାହିଁ କେହି, ଆଉ ମଝି ରାସ୍ତାରେ ପ୍ରସବ କଲେ ମହିଳା, ତାପୁଣି  ଏକ ଟ୍ରଲି ଉପରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପରେ। ନିକଟସ୍ଥ ସଣ୍ଡକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ମହିଳା ପ୍ରସବ ବେଦନା ସହି ନପାରି ଟ୍ରଲି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଲେ ବିଜେଡି ସଭାପତି

ଭୁବନେଶ୍ବର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ବୁଧବାର ବହିଷ୍କୃତ ହୋଇଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ସ୍ତରରେ ପାରାଦୀପ ବନ୍ଦରର ରେକର୍ଡ: ୨୬୨ ଦିନରେ ୧୦୦ ଏମ୍‌ଏମ୍‌ଟି ପଣ୍ୟ କାରବାର

ଜଗତସିଂହପୁର: ପଣ୍ୟ କାରବାରରେ ପାରାଦୀପ ବନ୍ଦର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷରେ ଖୁବଶୀଘ୍ର ୧୦୦ ମିଲିଅନ୍ ମେଟ୍ରିକ ଟନ୍ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ନିଜସ୍ୱ ରେକର୍ଡ ଭାଙ୍ଗିବା ସହ ସର୍ବଭାରତୀୟ ସ୍ତରରେ ବୃହତ ବନ୍ଦର ଇତିହାସରେ ନିଜର ଏକ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁଙ୍କ ପର‌ଲୋକ

ଜଗତସିଂହପୁର: ‘ସମ୍ବାଦ’ର ରଘୁନାଥପୁର ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁ (୫୫)ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ଆଜି ରାତି ପ୍ରାୟ ୮ଟା ୩୦ରେ ସେ ତାଙ୍କ ଉତ୍ତରକୂଳ ପଞ୍ଚାୟତ, ମୁଗୁରିଆ ଗାଁ ସ୍ଥିତ ବାସଭବନରେ ବସି ଖବର ଲେଖୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଘର ଲୋକ ତାଙ୍କୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...